latest

Category: ନବରଙ୍ଗପୁର

Total 6 Posts

ନବରଙ୍ଗପୁର ଜିଲ୍ଲାର ଆଉ ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ନବରଙ୍ଗପୁର ଜିଲ୍ଲାର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିବାର ସୂଚନା ମିଳିଛି। ଗତକାଲି ଜିଲ୍ଲାରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଗରୁ ଜିଲ୍ଲାରେ ୧୭ଟି ବିଭିନ୍ନ ଅଞ୍ଚଳକୁ

ଗୁଜବ ପରେ ଚଢା ଦରରେ ବିକ୍ରି ହେଉଛି ଲୁଣ

ନବରଙ୍ଗପରୁ ଜିଲ୍ଲା ଡାବୁଗାଁ ବ୍ଲକରେ ଲୁଣ ଅଭାବ ରହିଥିବା ଗୁଜବ ହେବାପରେ ଗ୍ରାହକମାନଙ୍କ ମଧ୍ୟରେ ଛନକା ପଶିଛି । ଆଗକୁ ଆଉ ଲୁଣ ମିଳିବ ନାହିଁ ଗୁଜବ ପରେ ଲୋକେ ଚଢା ଦରରେ ଲୁଣ କିଣିନେଉଛନ୍ତି। ବିଶେଷ କରି ଡାବୁଗାଁ ଏକ

ନବରଙ୍ଗପୁର ବନ୍ଦ

ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀ ଏବେ ବି ଖୁଲମଖୁଲା ବୁଲୁଛନ୍ତି। ଦୋଷୀକୁ ଶୀଘ୍ର ଗିରଫ ଦାବି ସହ ଘଟଣାରେ ପୁଲିସ୍‌ର ନିଷ୍କ୍ରିୟତା

ଗୁଣି ସନ୍ଦେହରେ ପିଟିପିଟି ହତ୍ୟା

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଗୁଜୁମାପଦର ଗାଁରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୃତା ମହିଳା ଜଣକ ହେଲେ ତୁଳାବତୀ ସାନ୍ତା । ଏନେଇ ସେହି ଗାଁର ଦୁଇ

ଚଳନ୍ତା ବସରେ ଲାଗିଲା ନିଆଁ

ନବରଙ୍ଗପୁର ସର୍କିଟ ହାଉସ ନିକଟରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥଲା।  ସର୍ଟ ସର୍କିଟ୍ ରୁ  ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।  ଆଜି ଚକାଡୋଳା ନାମକ ଏକ ବସ ଭୁବନେଶ୍ୱରରୁ ଜୟପୁର ଯାଉଥିଲା । ନବରଙ୍ଗପୁର ସର୍କିଟ ହାଉସରେ ପହଁଚିବା

ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର, 20 କମି ବାଇକରେ ବୁହାହେଲା ଶବ

ସ୍ୱାସ୍ଥ୍ୟସେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ଲୋକଙ୍କ କାମରେ ନଆସି ଅଫିସରଙ୍କ ପକେଟକୁ ଯାଉଛି । ଯାହାଫଳରେ ସାଧାରଣ ଲୋକଟିଏ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୁହିଧା ନପାଇ ହଇରାଣ ହେଉଛି ।  ଏପରି ଏକ ଦୃଶ୍ୟଦେଖିବାକୁ ମିଳିଛି