latest

Category: ସୁବର୍ଣ୍ଣପୁର

Total 2 Posts

ଥରୁଛି ସାରା ଓଡିଶା, ଅନୁଗୁଳ ଆଜି ସବୁଠୁ ଥଣ୍ଡା ସହର

ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର 14ଟି ସହରର ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି।  ଅନୁଗୋଳ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି। ସେଠାରେ ସକାଳୁ ତାପମାତ୍ରା ଥିଲା 5 ଡିଗ୍ରୀ ।  ଗତ

ସୋନପୁରରେ ଅଧିକ ଥଣ୍ଡା, କେନ୍ଦୁଝର ଓ ବରଗଡରେ ବରଫ ଆସ୍ତରଣ

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆଜି ମଧ୍ୟ ସୋନପୁର ଅଧିକ ଥଣ୍ଡା ସହର ଭାବେ ଜଣାପଡ଼ିଛି। ଏହାର ସର୍ବନିମ୍ନ ତାପମାତ୍ରା 5.4 ଡ଼ିଗ୍ରୀ ରହିଛି। ଅନୁଗୁଳରେ  5.6ଡ଼ିଗ୍ରୀ , ଫୁଲବାଣୀ 6.3 ଡ଼ିଗ୍ରୀ, ଟିଟିଲାଗଡ଼ 6.5, ଦାରିଙ୍ଗବାଡ଼ି 7,