latest

Category: ସୁନ୍ଦରଗଡ଼

Total 6 Posts

ଘର ଭାଙ୍ଗିଲେ ଓ ଜଣଙ୍କୁ ଦଳିଦେଲେ ହାତୀ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜର ତୁନମୁରା ପଞ୍ଚାୟତ ଗମ୍ଭାରଡ଼ିହି ନିକଟ ଅଟୋମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ରାତିରେ ହାତୀ ଏହି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜଣଙ୍କୁ ଦଳି ମାରିଦେଇଛନ୍ତି।  ରାତି ପ୍ରାୟ 11ଟା

ଗଳା କାଟି ଯୁବକଙ୍କୁ ହତ୍ୟା

   ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଲା ନିକଟ ଜଙ୍ଗଲରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତା’ସହିତ

ପୁଣି ଡାକ୍ତର ହେଲେ କଂଗ୍ରେସ ବିଧାୟକ

ଜନପ୍ରତିନିଧି ଭାବେ ଲୋକଙ୍କ ସେବା କରିବା ପରେ ଏବେ ଡାକ୍ତର ଭାବେ ସେବା ଆରମ୍ଭ କରିଛନ୍ତି ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ । ଡା.ପ୍ରଫୁଲ ମାଝୀ କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ନୁହେଁ ସାରା ଓଡିଶା ପାଇଁ ଏକ ପରିଚିତ

ପିଲାଚୋର ଭାବି ବାନ୍ଧିକି ବାଡେଇଲେ

 ପିଲା ଚୋର ଭାବି ଜଣେ ଯୁବକଙ୍କୁ ନିସ୍ତୁକ ମାଡ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା  କୁଆଁରମୁଣ୍ଡା କଚାରୁ ପଞ୍ଚାୟତର ଚଟକଟୋଳା ଗାଁରେ ଏଭିଳି ଘଟଣା ଦେଖିବାକୁ ମିଳିଛି।  ସୂଚନା ମୁତାବକ ଯୁବକଜଣକ ବୁଲୁବୁଲୁ ଚଟକଟୋଳା ଗାଁ ଭିତରକୁ ପଶି

ଭାଙ୍ଗିଲା ବ୍ରାହ୍ମଣୀ ନଦୀ ପୋଲ ସ୍ଲାବ୍

ଆଜି ସକାଳେ ରାଉରକେଲା ବ୍ରାହ୍ମଣୀ ନଦୀ ପୋଲର ସ୍ଲାବ୍‌ ଭାଙ୍ଗି ଖସିପଡ଼ିଛି । ଫଳରେ ପୋଲ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମରାମତି କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଖବର ପାଇବା ପରେ

ସୁନ୍ଦରଗଡ଼ରେ ଡେଙ୍ଗୁ, ୪୧ ଆକ୍ରାନ୍ତ

ସୁନ୍ଦରଗଡ଼ ଜିଲ୍ଲାରେ ଧିରେ ଧିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ୪୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କୁ