latest

Category: Uncategorized

Total 2459 Posts

ଜନ୍ମିଲେ ଯାଆଁଳା ଶିଶୁ କନ୍ୟା ; ନାମ ଦିଆଗଲା କରୋନା ଓ କୋଭିଡ୍‌

ସାରାବିଶ୍ବରେ  କରୋନା ଓ କୋଭିଡ୍‌ ଭୟ ଥିବାବେଳେ  ଛତିିଶଗଡ଼ର ରାୟପୁରରେ ଜନ୍ମିତ ଦୁଇ ଶିଶୁଙ୍କ ନାମକରଣ କରୋନା ଓ କୋଭିଡ୍‌ କରାଯାଇଛି। ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ବେଳେ ଏହି ଯାଆଁଳା ଶିଶୁ କନ୍ୟା ମାର୍ଚ ୨୬-୨୭ ମଧ୍ୟ ରାତ୍ରରେ ଜନ୍ମଲାଭ

ମଙ୍ଗଳପୁର ମକର ମୁନି ମହୋତ୍ସବ ଉଦଯାପିତ

ମଙ୍ଗଳପୁର ମକର ମୁନି ମହୋତ୍ସବ ଉଦଯାପିତ ହୋଇଯାଇଛି l ଶେଷ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଔପଦା ରେଞ୍ଜର ବବିତା ସୁରେନ ଯୋଗଦେଇ ମହୋତ୍ସବ ଭାଇଚାରା ସୃଷ୍ଟି କରେ ଏବଂ ସମସ୍ତ ଙ୍କୁ ଏକାଠି କରେ ବୋଲି ମତ ରଖିଥିଲେ

ବରଫାବୃତ୍ତ ପାହାଡ଼ରୁ ଝରୁଛି ନିଆଁ

ଆମେ ସମସ୍ତେ ପାଣି ଝରଣା ନିଶ୍ଚିତ ରୂପେ ଦେଖିଥିବୁ ଓ ତାକୁ ଉପଭୋଗ ମଧ୍ୟ କରିଥିବୁ । ଆପଣ ହୁଏତ ଜାଣି ନଥିବେ ପାଣି ଝରଣା ବ୍ୟତୀତ ପ୍ରକୃତି ଆମକୁ ଏକ ଭିନ୍ନ ଝରଣା ମଧ୍ୟ ଦେଇଛି । ଏହି ଝରଣାରେ

ଆଜି ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ

ଓଡ଼ିଆ ସାହିତ୍ୟକୁ ତାଙ୍କର ଥିଲା ଅନନ୍ୟ ଦାନ । ନିଜ ଲେଖନୀ ମୁନରେ ସିଏ ଓଡ଼ିଆ ଭାଷାକୁ ଜୀବନ୍ତ କରି ଗଢି ତୋଳିଥିଲେ । ଓଡ଼ିଶାର ସେହି ଅନନ୍ୟ ବରପୁତ୍ର ଜଣକ ହେଉଛନ୍ତି ବ୍ୟାସକବି ଫକୀର ମୋହନ ସେନାପତି । ସେହି

ଜାଣନ୍ତୁ ୧୫ ଜାନୁଆରୀରେ କାହିଁକି ପାଳନ କରାଯାଏ ଭାରତୀୟ ସେନା ଦିବସ

ଆଜି ୭୨ତମ ସେନା ଦିବସ ପାଳନ କରୁଛି ଭାରତ। ଆଜିର ଦିନରେ ସୈନ୍ୟ ପଦର୍ଶନୀ ଏବଂ ଅନ୍ୟ କାର୍ଯ୍ୟକ୍ରମ ସହ ନୂଆଦିଲ୍ଲୀ ଓ ସମସ୍ତ ସେନା ମୁଖ୍ୟାଳୟରେ ପାଳନ କରାଯାଇଥାଏ। ସେନା ଦିବସ ଅବସରରେ ପୁରା ଦେଶରେ ସେନାର ବୀରତ୍ୱ, ଅଦମ୍ୟ

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ

ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତଥା ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ ହେଉଥିବା ‘ମୁକ୍ତେଶ୍ୱର ନୃତ୍ୟ ଉତ୍ସବ’ ବହୁ ଆଡ଼ମ୍ବରେ ଲଘୁକ୍ରିୟା ଭଳି ହୋଇଛି। ଏପରିକି ନୃତ୍ୟ ସମାରୋହକୁ

ଲୋକସେବା ଭବନରେ ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 ଲୋକସେବା ଭବନରେ ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷ ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 40 କୋଟି ଅର୍ଥ ବ୍ୟୟରେ ଏହି ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷର ନିର୍ମାଣ କରାଯାଇଛି। ଏଥିରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟର ଝଲକ ଦେଖିବାକୁ ମିଳିବ। ଭିଡ଼ିଓ

ଏବେ ଅନଲାଇନରେ ମିଳିବ କଣ୍ଡକ୍ଟର ଲାଇସେନ୍

ଏଣିକି ଡିଏଲ୍ କଣ୍ଡକ୍ଟରଙ୍କୁ  ମିଳିବ ଅନଲାଇନରେ ଲାଇସେନ୍ସ। କେବଳ ସେତିକି ନୁହେଁ ଲାଇସେନ୍ସ ପାଇଁ ସେମାନଙ୍କୁ ଆଚାର ବ୍ୟବହାର ସମ୍ପର୍କିତ ଏକ ଲିଖିତ ପରୀକ୍ଷା ମଧ୍ୟ ଦେବାକୁ ପଡିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଣ୍ଡକ୍ଟରଙ୍କୁ ମିଳିବ ଲାଇସେନ୍ସ। ରାଜ୍ୟ ପରିବହନ ଓ

ଟଙ୍କା କାରବାର ମାମଲାରେ ଶରଦ ପାଓ୍ୱାରଙ୍କୁ ଜେରା କରିବ ଇଡି

 ଶରଦ ପାୱାରଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାୟ ମନି ଲଣ୍ଡ୍ରିଂ ମାମଲାରେ ଜେରା କରିବ। ତାଙ୍କର ସମର୍ଥକମାନେ ହଙ୍ଗାମା କରିବା ଆଶଙ୍କାରେ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରିଦିଆଯାଇଛି । ମହାରାଷ୍ଟ୍ର ସହକାରୀ ବ୍ୟାଙ୍କରେ ଦୁର୍ନିତୀ ମାମଲାରେ ଏନ୍‌ସିପି ପ୍ରମୁଖ ଶରଦ ପାୱାର,

ଜାଳିଦେଲେ ବର୍ଣ୍ଣବୋଧ, ସୋସିଆଲ ମିଡିଆରେ ଭାଇରାଲ

ଓଡ଼ିଆ ସାହିତ୍ୟର କାଳଜୟୀ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡା ଯାଇଥିବା ଏକ ଛବି ସୋସିଆଲ ମିଡିଆ ଫେସବୁକରେ ଭାଇରାଲ ହୋଇଛି ।  ଓଡିଶା ଭାଷା ସାହିତ୍ୟକୁ ଜାବୁଡି ଧରିଥିବା ଏହି ଆଦରର ପୁସ୍ତକକୁ ପୋଡିଛନ୍ତି କିଛି ଅସାମାଜିକ, ନବଚକ୍ରାନ୍ତକାରୀ ଗୋଷ୍ଠୀର ଲୋକେ