latest

Tag: crime

Total 187 Posts

ପରିବା ବ୍ୟବସାୟୀଙ୍କୁ ଗୁଳିମାଡ଼

ନନ୍ଦନକାନନ ଥାନା ଅଧୀନ ପଦାସାହି ଗ୍ରାମ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୁଳି କରି ଫେରାର ହୋଇ ଯାଇଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଗୁଳିରେ ଢାୱା ଗ୍ରାମର ପରିବା ବ୍ୟବସାୟୀ ସମୀର କାଣ୍ଡି(୩୮) ଆହତ ହୋଇଛନ୍ତି। ସୂଚନା ପାଇ ନନ୍ଦନକାନନ ଥାନା

ନକଲି ଜର୍ଦ୍ଦା କାରଖାନାରେ ଚଢଉ, ୪ ଗିରଫ

ଯାଜପୁରର ବିଦ୍ୟାଧରପୁର ଗାଁରେ ଏକ ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି। ଯାଜପୁର ଜିଲା ବୈରୀ ଥାନା ବିଦ୍ୟାଧରପୁର ଗାଁରେ ଥିବା ଏକ ନକଲି ଜର୍ଦ୍ଦା କାରଖାନାରେ ଆଜି ପୁଲିସ ଚଢଉ କରିଛି।

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

 ରାଉରକେଲା  ଝିରପାଣି ଥାନା ଅଞ୍ଚଳରେ ଜଣେ 3 ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକା ଗୁରୁତର ଭାବେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୀଡିତା ଏବେ ଗୁରୁତର ଅଛନ୍ତି। ଦୁଷ୍କର୍ମ ନେଇ ସଂସ୍ଥା ପକ୍ଷରୁ

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତଦେହ ଡ୍ୟାମରୁ ଉଦ୍ଧାର

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଆଜି ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଅଫିସ୍‌ରୁ ଘରକୁ ଫେରୁଥିବେ ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ଆଜି

ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଲେ

ଯେତେ ସଚେତନ ପରେ ମଧ୍ୟ ଥମୁନି ହିଂସା ।  ଦୁଷ୍କର୍ମକାରୀଙ୍କ ପାଇଁ  ଓଡିଶାରେ ସେମିତି କିଛି ଦଣ୍ଡ ବିଧାନ ନାହିଁ ବୋଲି ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟା ଜାରି ରହିଛି । ଏଭଳି ଘଟଣା ପୁଣି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାରେ ଘଟିଛି। 

ଦମ୍ପତିଙ୍କୁ ଗଳାକଟି ହତ୍ୟା, ପୁଲିସର ଖୋଳତାଡ ଆରମ୍ଭ

କଟକ ମଧୁପାଟଣା ଥାନା ବେଲେଶ୍ୱର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା

କଏଦୀଙ୍କ ସେଲଫି ସୋସିଆଲ୍ ମିଡିଆରେ ଭାଇରାଲ୍

ଚୌଦ୍ୱାର ସର୍କଲ୍ ଜେଲରେ ସଜ୍ଜା କାଟୁଥିବା କଏଦୀଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ୱାର୍ଡ ସାମନାରେ ବସି କଏଦୀମାନେ ମୋବାଇଲ୍ ଫୋନରେ ଫଟୋ ଉଠାଉଛନ୍ତି। ଜେଲ୍ ଭିତରେ ଚାଲିଥିବା ଏଭଳି ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ସବୁଠୁ

ଉନ୍ନାଓ ପୀୟିତାଙ୍କୁ ମିଳିବ ନ୍ୟାୟ- ଯୋଗୀ

ଉତ୍ତର ପ୍ରଦେଶରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଯୋଗୀ ସରକାର ଗୁରୁତର ସହ ନେଇଛନ୍ତି । ଦୋଷୀଙ୍କୁ ଉଚିତ ଦଣ୍ଡ ପାଇଁ ସରକାର ପୁରୁ ବ୍ୟବସ୍ଥା କରୁଛନ୍ତି । ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ବଳି ଭୟାନକ ଘଟଣା ପରେ ପୀଡିତାଙ୍କୁ ଖୁବ୍

ଦୁଷ୍କର୍ମକାରୀଙ୍କୁ କେଉଁ ଦେଶର କେଉଁ ଦଣ୍ଡ…

ଦିନ ଦ୍ବିପହରେ ନାବାଳିକା, ଯୁବତୀ ଏବଂ ମହିଳାମାନେ ଦୁଷ୍କର୍ମ ଆଉ ଗଣଦୁଷ୍କର୍ମର ଶିକାର ହେଉଛନ୍ତି। ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ଓ ପ୍ରଶାସନ ବିଫଳ ହେଉଛନ୍ତି। ବିଗତ ଦିନରେ ଏଭଳି ବହୁ  ଉଦାହରଣ ରହିଛି। କିନ୍ତୁ ନିକଟରେ ମହିଳା ଡାକ୍ତର ପ୍ରିୟଙ୍କା

ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା: ୩ ପୋଲିସ ନିଲମ୍ବିତ

ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଶନିବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲା ରୁଜୁ କରିବାରେ ବିଳମ୍ବ କରିଥିବା ୩ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ

ରାଜ୍ୟରେ 6 ମାସରେ 604 ଜଣ ନାବାଳିକା ଦୁଷ୍କର୍ମର ଶିକାର

ଚଳିତ ବର୍ଷର ପ୍ରଥମ 6 ମାସରେ ପ୍ରାୟ 604 ଜଣ ନାବାଳିକା ଦଷ୍କର୍ମର ଶିକାର ହୋଇଥିବା ରିପୋର୍ଟରୁ ଜଣାପଡିଛି। ଗତବର୍ଷ 1430 ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଦୈନିକ ପ୍ରାୟ 4 ଜଣ  ଦୁଷ୍କର୍ମର ଶିକାର ହେଉଥିବା ଆଜି ଗୃହ