Tag: entertainment

Total 437 Posts

ବାହୁବଳୀ ନିର୍ଦ୍ଦେଶକ ଓ ପରିବାରଙ୍କ କରୋନା ରିପୋର୍ଟ ନେଗେଟିଭ

ସାରା ଦେଶରେ କରୋନା ଭାଇରସ ଅତି ଦ୍ରୁତ ଗତିରେ ବ୍ୟାପୁଛି । ଏଭଳି ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହାର ଶିକାର ହେଉଛି । ନିକଟରେ ଖବର ଆସିଥିଲା ​​ଯେ, ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାହୁବଲୀ’ ଏବଂ ‘ବାହୁବଲୀ-୨’ର ନିର୍ଦ୍ଦେଶକ ଏସ୍

ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ବେବୋ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା ଆଜି ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଦମ୍ପତି କହିଛନ୍ତି, ‘ପରିବାରକୁ ନୂଆ

ଫୋର୍ବ୍ସ ଟପ ୧୦ ଧନୀ କଳାକାର ତାଲିକାରେ ଖିଲାଡି

ବିଶ୍ୱର ସବୁଠାରୁ ପପୁଲାର ମାଗାଜିନ ଫୋର୍ବ୍ସର ଟପ ୧୦ ହାଇଏଷ୍ଟ ପେଡ ଆକ୍ଟର୍ସ ୨୦୨୦ର ତାଲିକା ସାମ୍ନାକୁ ଆସିଯାଇଛି । ମଙ୍ଗଳବାର ଏହି ୧୦ଜଣ ଆକ୍ଟର୍ସଙ୍କ ନାମ ଘୋଷଣା କରାଯାଇଥିଲା । ମୁଖ୍ୟ କଥା ହେଲା ଯେ ଖିଲାଡି ଅକ୍ଷୟ କୁମାର

ସୁସ୍ଥ ହୋଇ ଘରକୁ ଗଲେ ସଂଜୟ ଦତ୍ତ

ସୁସ୍ଥ ହେଲେ ବଲିଉଡର ଖଳନାୟକ ସଂଜୟ ଦତ୍ତ । ସେ ମୁମ୍ବାଇ ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଏଥିସହ ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗଲା ୮

ବାହା ହେଲେ ଟେଲି ଅଭିନେତ୍ରୀ ପ୍ରାଚୀ

ଟେଲି ସିରିଏଲ୍‌ ‘ ଦିୟା ଔର୍‌ ବାତି ହମ୍‌’ର ଲୋକପ୍ରିୟ ଅଭିନେତ୍ରୀ ପ୍ରାଚୀ ତେହଲାନ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଗଷ୍ଟ ୭ ତାରିଖରେ ସେ ବନ୍ଧୁ ରୋହିତ ସରୋହାଙ୍କୁ ବିବାହ କରିଛନ୍ତି। ବିବାହ ପରେ ପ୍ରାଚୀ ସୋଶାଲ ମିଡିଆରେ ଫଟୋ

ଆଜି ପୁଣି ଥରେ ଇଡିରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ସନ୍ଦେହ ଘେରରେ ଥିବା ଲୋକଙ୍କୁ  ପଚରାଉଚରା କରାଯାଉଛି। ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଟଙ୍କା ହେରଫେର କରିଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ

ଅଭିନେତ୍ରୀ ନତାଶା ସୂରୀଙ୍କୁ କରୋନା

ଦିନକୁ ଦିନ କରୋନାଭାଇରସ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ବାହାରକୁ ଆସୁଛି । ଅନେକ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି । ଯେଉଁଥିରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ପାର୍ଥ ସମଥାନଙ୍କ

କରୋନା ମୁକ୍ତ ହେଲେ ଅଭିନେତା ଅଭିଷେକ ବଚ୍ଚନ

କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା  ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଆଜି ସୁସ୍ଥ ହୋଇଛନ୍ତି। ଆଜି ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି  ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସେ କରୋନାକୁ ମାତ୍

ଜାତୀୟ ମହିଳା ଆୟୋଗରୁ ମହେଶ-ଉର୍ବଶୀଙ୍କୁ ନୋଟିସ୍

 ସିନେମାରେ କ୍ୟାରିୟର କରିବାକୁ ଚେଷ୍ଟା କରୁଥିବା ଯୁବତୀଙ୍କୁ ବ୍ୟୁଟି ପ୍ରତିଯୋଗୀତାରେ ସାମିଲ କରିବା ନାଁରେ ଯୌନ ଶୋଷଣ ଓ ବ୍ଲାକମେଲିଂ ମାମଲା ଚର୍ଚ୍ଚାରେ । ଏହାକୁ ଆଧାର କରି ଜାତୀୟ ମହିଳା ଆୟୋଗ(ଏନସିଡବ୍ଲୁ) ଫେମସ ନିର୍ମାତା ମହେଶ ଭଟ୍ଟ ଓ ଅଭିନେତ୍ରୀ

ଦିଶାଙ୍କ ପିତା କରୋନା ସଂକ୍ରମିତ

ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ପିତା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ପାୱାର ଡିପାର୍ଟମେଣ୍ଟ ଭିଜିଲାନ୍ସ ୟୁନିଟ୍ ର ଅନ୍ୟ ଦୁଇଜଣ ଅଧିକାରୀଙ୍କ କରୋନା ପଜିଟିଭ ବୋଲି ଜଣାପଡିଛି । ଦିଶାଙ୍କ ପିତା ରାଜ୍ୟ ବିଦ୍ୟୁତ ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି

ସୁଶାନ୍ତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଥିବାବେଳେ ପୁଣି ଜଣେ ଅଭିନେତା ଆତ୍ମହତ୍ୟା କରିଥିବା ଖବର ଏବେ ସାମ୍ନାକୁ ଆସିଛି। ‘ୟେ ରିସ୍ତେ ହେଁ ପ୍ୟାର୍‌ କେ’ ସିରିଅଲ୍‌ରେ ଅଭିନୟ କରିଥିବା