Tag: entertenment

Total 46 Posts

ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଅମିତା ବଚନ କଲେ ପ୍ରଣାମ

କରୋନା ଭୂତାଣୁକୁ ନେଇ ଲୋକଙ୍କୁ ବିଭିନ୍ନ ଉପାୟରେ ସତର୍କ କରାଯାଉଛି। ଏଭଳି ସଙ୍କଟାପନ୍ନ ସ୍ଥିତିରେ ଦିନରାତି ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସମାନଙ୍କୁ ସବୁ କ୍ଷେତ୍ରରୁ ଧନ୍ୟବାଦ ଦିଆଯାଉଛି। ଏହି କ୍ରମରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ

ନିଶା ପାଇଁ ଅଭିନୟରୁ ବିରତି ନେଇଥିଲେ ଶ୍ରୁତି

ସାଉଥ ସୁପରଷ୍ଟାର କମଲ ହାସନ ଓ ସାରିକାଙ୍କ ଝିଅ ଶ୍ରୁତି ହାସନ ସାଉଥ ସିନେମା ସହ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି | ତେବେ ଶ୍ରୁତି ନିଜ ବାପାଙ୍କ ଭଳି ପରିଚୟ ସୃଷ୍ଟି କରିପାରିନଥିଲେ ବି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି

ରଣବୀର ସିଂହଙ୍କ ଡ୍ରେସ ଆଉ ଲୁକକୁ ନେଇ ଟ୍ରୋଲ କଲେ ୟୁଜର୍ସ

ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜର ଦମଦାର ଅଭିନୟ ସାଙ୍ଗକୁ ଅଜବ ଡ୍ରେସିଂ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ତାଙ୍କୁ ପ୍ରାୟ ସମୟରେ ବିଭିନ୍ନ ଡିଜାଇନ ଏବଂ ଭେରାଇଟିର ଡ୍ରେସ ପିନ୍ଧି ଥିବାର ଦେଖିବାକୁ ମିଳିଥାଏ। ଏହି କାରଣରୁୁ ସେ ଅନେକ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଗୋବିନ୍ଦା

ବଲିଉଡ ଅଭିନେତା ଗୋବିନ୍ଦା ଆହୁଜା ଗତକାଲି ରାତିରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଗୋବିନ୍ଦାଙ୍କ ସହ ତାଙ୍କର ଧର୍ମପତ୍ନୀ ସୁନୀତା ଆହୁଜା ବି ପୁଣି ଥରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦିନକ ଆଗରୁ ସୁନୀତା ଏକୁଟିଆ ଆସି

ପ୍ରତ୍ୟେକ ଦିନ ୪୦ଟି ସିଗାରେଟ୍ ଓ ୪୦କପ୍ ଚା ପିଇଥାନ୍ତି ରାଜେଶ ଖାନ୍ନାଙ୍କ ଗଲଫ୍ରେଣ୍ଡ

ବଲିଉଡ ଫିଲ୍ମରେ ବହୁ ଅଭିନେତ୍ରୀ ଅଛନ୍ତି ଯିଏ ମଦ ଓ ସିଗାରେଟ ପିଇବାରେ ନଜରକୁ ଆସିଥାନ୍ତି । ଫିଲ୍ମକୁ ବାଦ୍ଦେଲେ ରିୟଲ ଲାଇଫରେ ମଧ୍ୟ ବହୁ ଅଭିନେତ୍ରୀ ମଦ ଓ ସିଗାରେଟ୍ ପିଇବାର ଅଭ୍ୟାସ ରଖିଥାନ୍ତି । ଆଜି ଆପଣଙ୍କୁ ଏପରି

ଆଇସିୟୁରେ ଲତା

ଅସୁସ୍ଥ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ‘ସଙ୍କଟାପନ୍ନ’ ରହିଥିବାବେଳେ ଏହା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୯୦

ନଭେମ୍ବର ୨୭ରେ ରିଲିଜ୍ ହେବ ‘ମୈଦାନ’

ବଲିଉଡର ପ୍ରତିଭାବାନ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ନୂଆ ସିନେମା ‘ମୈଦାନ’ର ରିଲିଜ୍ ତାରିଖ ଏବେ ସାମ୍ନାକୁ ଆସିଛି । ଏହା ୨୦୨୦ ମସିହା ନଭେମ୍ବର ୨୭ ତାରିଖରେ ରିଲିଜ୍ ହେବ ବୋଲି ଘୋଷିତ ହୋଇଛି। ଏଥିରେ ଅଜୟ ଦେବଗନ୍‌ ମହାନ ଫୁଟବଲ୍‌

ଆଜି ଇଣ୍ଡିଆନ ଆଇଡଲ ଭୋଟିଂ

କଟକ ଗଣ୍ଡରପୁରସ୍ଥିତ ଏଲ.ଆର.ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଚେଲସି ବେହେରା ସ୍ଥାନ ପାଇଛନ୍ତି ସୋନି ଟିଭି ଦ୍ବାରା ପ୍ରସ୍ତୁତ ଇଣ୍ଡିଆନ ଆଇଡଲ ପ୍ରତିଯୋଗିତାର ପ୍ରଥମ ପନ୍ଦର ଜଣଙ୍କ ମଧ୍ୟରେ। ଅନୁ ମଲ୍ଲିକ, ନେହା କକ୍କର ଓ ବିଶାଲ ଦଦଲାନିଙ୍କ ଭଳି ସଂଗୀତଜ୍ଞଙ୍କୁ

ବଲିଉଡ଼ରେ ଏଣ୍ଟ୍ରି କରିବେ ପଶ୍ମିନା

ବଲିଉଡ୍‌ର ହାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ରୋଶନ୍‌ ଏବେ ବଲିଉଡରେ ରାଜ୍‌ କରୁଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ୱାର୍‌’ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ଼ ଭାଙ୍ଗିଦେଇଛି। କେବଳ ‘ୱାର୍’ ନୁହେଁ ଫିଲ୍ମ ‘ସୁପର-୩୦’କୁ ବି ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି।

୩୦ବର୍ଷର ଭାରତୀୟ ଖେଳାଳୀଙ୍କୁ ଡେଟ କରିବାକୁ ଚାହୁଛନ୍ତି, ଏହି ୧୭ବର୍ଷିୟା ଅଭିନେତ୍ରୀ

ଭାରତୀୟ କ୍ରିକେଟର ଓ ଅଭିନେତ୍ରୀଙ୍କୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଆସନ୍ତୁ ଜାଣିବା ଏଭଳି ଏକ ଅଭିନେତ୍ରୀଙ୍କ ବିଷୟରେ ଯିଏ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି

ଡାକ୍ତରଖାନାରେ ଭର୍ତ୍ତି ଅମିତାଭ

ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ । ଅନେକ ବର୍ଷ ଧରି ତାଙ୍କର ଯକୃତ ସମସ୍ୟା ରହି ଆସିଥିବା ବେଳେ କେବଳ ୨୫ପ୍ରତିଶତ ଯକୃତ କାମ କରୁଥିବା ନେଇ ଖୁଲାସା କରିଥିଲେ ବିଗ୍‌ ବି । ଏବେ ତଙ୍କର