latest

Tag: ganjam

Total 6 Posts

ଗଞ୍ଜାମ ଜିଲ୍ଲାର ଆଉ ୫ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

ଗଞ୍ଜାମ ଜିଲ୍ଲାର ପୁଣି ୫ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଟୁଇଟର୍ ଜରିଆରେ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏହାପୂର୍ବରୁ ୧୭୦ଜଣ ‌ କୋଭିଡ଼୍‌ ଯୋଦ୍ଧା ସଂକ୍ରମିତ ହେଲେଣି।  ସରକାରୀ କାର୍ଯ୍ୟାଳୟରେ ପ୍ରତିଷେଧ ବ୍ୟବସ୍ଥା

ଗଞ୍ଜାମରେ ନୋ ମାସ୍କ-ନୋ ଗୁଡସ୍‌ ନିୟମ ଲାଗୁ

ଗଞ୍ଜାମରେ ନୋ ମାସ୍କ-ନୋ ଗୁଡସ୍‌ ନିୟମ ଲାଗୁ ହୋଇଛି। ମାସ୍କ ନପିନ୍ଧିଲେ ଦୋକାନରୁ ମିଳିବନି କୌଣସି ସାମଗ୍ରୀ। ଏନେଇ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଡାକ୍ତରଙ୍କ କାନ ଛିଡ଼ାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ସମ୍ପର୍କୀୟ କାର୍ଯ୍ୟରତ ଡ଼ାକ୍ତରଙ୍କ କାନକୁ କାମୁଡି ଛିଡ଼ାଇ ଦେଇଛନ୍ତି। ପ୍ରତିବାଦରେ ଏମକେସିଜିର ପିଜି ଡାକ୍ତରମାନେ କାମବନ୍ଦ କରି ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି।

ଗଞ୍ଜାମ ଜିଲ୍ଲା ଶିତଲାପଲ୍ଲୀରେ କୋଭିଡ-୧୯ ହସ୍ପିଟାଲ ଶୁଭାରମ୍ଭ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଶୀତଲାପଲ୍ଲୀରେ ଶୁକ୍ରବାର ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟା ଷ୍ଟିଲ ସହଯୋଗରେ ଚାଲିବାକୁ ଥିବା ଏହି ହସ୍ପିଟାଲରେ କେବଳ କରୋନା ରୋଗୀଙ୍କୁ ଚିକିତ୍ସା କରାଯିବ ।

ମାସ୍କ ନଥିଲେ ଗ୍ରୋସରି ମନା !

ମାସ୍କ ନାହିଁ ତ ଗ୍ରୋସରି ନାହିଁ।  ଏପରିକି ପନିପରିବା, ଫଳ  କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ l ଏନେଇ ପ୍ରତ୍ୟେକ ଦୋକାନୀ ଦୋକାନ ସମ୍ମୁଖରେ ଏକ ସୂଚନା ଫଳକ

ଏଣିକି ପିଲା ଯିବେନି ଟ୍ୟୁସନ, ଆପ୍ ମାଧ୍ୟମରେ ପାଠ ପଢିବେ

ଶିକ୍ଷାର ଉନ୍ନତି ପାଇଁ  କେନ୍ଦ୍ର ଠାରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ପିଲାଙ୍କୁ ସ୍କୁଲ ଆସିବାକୁ ଆକୃଷ୍ଟ କରିବାଠୁ ଆରମ୍ଭ କରି କିଭଳି ପିଲାମାନଙ୍କର ପାସ୍ ହାର ବୃଦ୍ଧି ପାଇବ ସେ ଦିଗରେ ମଧ୍ୟ ପଦକ୍ଷେପ ନେଉଛନ୍ତି ରାଜ୍ୟ