Tag: health

Total 107 Posts

ଦେଶରେ କରୋନା ସଂକ୍ରମଣ ବିରୁଦ୍ଧରେ ରକ୍ଷକ ସାଜିଛି N 95 ମାସ୍କ, ଜାଣନ୍ତୁ ଏହା ବିଷୟରେ…

ଦେଶରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସମସ୍ତ ଦେଶବାସୀଙ୍କୁ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦେଶରେ ବ୍ୟବହାର କରାଯାଉଥିବା ବିଭିନ୍ନ ରକମର ମାସ୍କଗୁଡ଼ିକ ଭିତରେ

ତୁଳସୀ’ ବୀର୍ଯ୍ୟଦୋଷକୁ ନଷ୍ଟ କରିଥାଏ, ଜଣାନ୍ତୁ କେମିତି ?

ତୁଳସୀ ମଞ୍ଜି ଅଧୁକ ଅଠାଳିଆ ଏବଂ ଲେପକ ପଦାର୍ଥ ଅଟେ। ଏହାକୁ ମୂତ୍ର ସଂସ୍ଥାନରୋଗରେ ବ୍ୟବହାର କରାଯାଏ । ତୁଳସୀ ମୂଳକୁ ମଧ୍ୟ ସ୍ତମ୍ଭନ ଗୁଣଯୁକ୍ତ ବୋଲି କୁହାଯାଇଛି । ଏହାର ମଞ୍ଜି ଅତି ଅଠାଳିଆ ହୋଇ ପତଳା ଝିଲିରେ ପରିଣତ

ଦିନକୁ ୮ଗ୍ଲାସ୍ ପାଣି ପିଇବା ଜରୁରୀ : କେଉଁ ସମୟରେ କେତେ ଗ୍ଲାସ୍ ପିଇବେ ପାଣି

ପାଣି ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ। ଆପଣ ଏହା ନିଶ୍ଚୟ ଶୁଣିଥିବେ ଦିନକୁ ୮-୧୦ଗ୍ଲାସ୍ ପାଣି ପିଇବା ଦ୍ବାରା ଶରୀରର ସମସ୍ତ କାର୍ଯ୍ୟ ଠିକଭାବେ ସଞ୍ଚାଳିତ ହୋଇଥାଏ। କିନ୍ତୁ ତଥାପି ଆମେ ଜାଣିନାହୁଁ ଯେ ପାଣି ପିଇବାର ଠିକ୍ ସମୟ କ’ଣ। ଏଥିରେ

ଅଦିନିଆ ବର୍ଷାରେ ହୋଇପାରେ ଆପଣଙ୍କ ସ୍କିନ ଇନଫେକ୍ସନ, ଏମିତି କରନ୍ତୁ ଉପଚାର

ଚର୍ମରୋଗ ବା ସ୍କିନ୍ ଆଲର୍ଜି ଏପରି ଏକ ସମସ୍ୟା ଯାହା ସମସ୍ତଙ୍କ ପାଖରେ ଦେଖା ଯାଇଥାଏ । କିଛି କ୍ଷେତ୍ରରେ ଏହା ଖରାପ ଖାଦ୍ୟ ଖାଇବା ଯୋଗୁ ହୋଇଥାଏ ଏବଂ ଅନ୍ୟ କିଛି କ୍ଷେତ୍ରରେ ଖରାପ ପାଣିର ବ୍ୟବହାର ଯୋଗୁ ମଧ୍ୟ

ଥାଇରଏଡ ସମସ୍ୟାରୁ ମୁକ୍ତି ଦେବ ପଣସ ମଞ୍ଜି, ଏହାର ଔଷଧୀୟ ଗୁଣ ଦୂର କରିଥାଏ ଅନେକ ସମସ୍ୟା

ନିଜର ତଥା ଆଖପାଖର ବାଡ଼ି ବଗିଚାରେ ପ୍ରାୟ ସମସ୍ତେ ନିଶ୍ଚିତ ରୂପେ ପଣସ ଦେଖିଥିବେ ।  ଭାରତର କିଛି କିଛି ସ୍ଥାନରେ ଏହାକୁ କଞ୍ଚା ଭାବେ ତରକାରୀ କରି ଖାଇବାକୁ ପସନ୍ଦ କରୁଥିବା ଆଉ କିଛି କିଛି ଲୋକ ପାଚିଲା ପଣସର