Tag: politics

Total 253 Posts

ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତକୁ ନେଇ ଜୋର୍‌ ଧରିଲା ରାଜନୀତି: କଂଗ୍ରେସ ପକ୍ଷରୁ ଟ୍ୱିଟ୍‌ କଲେ ମନୀଷ ତିୱାରୀ, ପଚାରିଲେ ଏହି ପ୍ରଶ୍ନ…

ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ପରେ ସମାଲୋଚନାମୂଳକ ପ୍ରଶ୍ନ କରିଛି କଂଗ୍ରେସ । ଟ୍ୱିଟ କରି କଂଗ୍ରେସ ନେତା ମନୀଷ ତିୱାରୀ ପ୍ରଶ୍ନ କରିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତ ପରେ ପାକିସ୍ତାନ ଦୁଇ ଭାଗ ହୋଇଥିଲା, ଏବେ ଦେଖିବା କଣ

‘ଟାଇଗର ଅଭି ଜିନ୍ଦା ହେ’ ଟିପ୍ପଣୀ ଉପରେ ସିନ୍ଧିଆଙ୍କୁ ଏହିଭଳି ଜବାବ ଦେଲେ ଦିଗବିଜୟ…

‘ଟାଇଗର ଅଭି ଜିନ୍ଦା ହେ’ ଏହି ଟିପ୍ପଣୀକୁ ନେଇ ମଧ୍ୟ ପ୍ରଦେଶରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟାଇଗର ଅଭି ଜିନ୍ଦା ହେ ବୟାନ ଉପରେ

ଚୀନ୍‌ ସୈନ୍ୟଙ୍କ ଭାରତରେ ଅନୁପ୍ରବେଶ ଓ ତୈଳଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ରାହୁଲ୍‌ ଗାନ୍ଧୀ

ଚୀନ୍‌ ସହ ବିବାଦଠୁ ଆରମ୍ଭ କରି ତୈଳଦର ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଗତ ୩ ମାସ ମଧ୍ୟରେ ତୈଳ ଦର ୨୨ ଥର ବୃଦ୍ଧି

ସୋନିଆଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର

କଂଗ୍ରେସର ସଂସ୍କାର କେବଳ ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସ୍କାର ଗରିବ ତଥା ମଧ୍ୟବିତ୍ତଙ୍କ ସେବା କରିବା ବୋଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିବୃତି ଉପରେ ଗଣମାଧ୍ୟମକୁ

ଚୀନ୍‌ ସହିତ ସୀମା ବିବାଦ: ବିଜେପିକୁ ସମର୍ଥନ କରି କଂଗ୍ରେସକୁ ଟାର୍ଗେଟ କଲେ ମାୟାବତୀ

ଚୀନ୍‌ ସହ ସୀମା ବିବାଦ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ । ସେହିପରି ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ଚାଇନା ବିବାଦକୁ ନେଇ ବିଜେପି ଓ କଂଗ୍ରେସ ଯେଉଁଭଳି ରାଜନୀତି କରୁଛନ୍ତି, ତା’କୁ ବି

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ପେଟ୍ରୋଲ ଓ ଡିଜେଲ ଦରରେ ଲଗାତାର ବୃଦ୍ଧି ହୋଇଚାଲିଛି । ଏହାର ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ

ରଥଯାତ୍ରା ବନ୍ଦ ଚକ୍ରାନ୍ତ: ଓଡ଼ିଶା ବିକାଶ ପରିଷଦର ଭୂମିକାକୁ ସନ୍ଦେହ ଦୃଷ୍ଟିରେ ଦେଖିଲେ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ

ରଥଯାତ୍ରା ବନ୍ଦ କରିବା ପାଇଁ ହୋଇଥିବା ଚକ୍ରାନ୍ତ ଘଟଣାରେ ଓଡିଶା ବିକାଶ ପରିଷଦ ଭୂମିକାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଲଢିବାକୁ ଦେଶର ବଡ ବଡ ଓକିଲଙ୍କୁ ନିଯୁକ୍ତ

ଚାଇନା କମ୍ପାନୀ ଚାନ୍ଦା ସଂଗ୍ରହକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଟଣାଓଟରା

ଦେଶରେ କରୋନା ଭାଇରସ୍‌ ବ୍ୟାପିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାର୍ଚ୍ଚ ୨୮ତାରିଖରେ ଭାରତୀୟ ନାଗରିକଙ୍କ ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ସହାୟତା ପାଣ୍ଠି (ପିଏମ୍‌-କେୟାର୍ସ) ଗଠନ କରିଥିଲେ। କରୋନା ମହାମାରୀ ଏବଂ ଭବିଷ୍ୟତରେ ଅନୁରୂପ ମହାମାରୀ ଭଳି ସ୍ଥିତିର

ବିଜେପିରେ ଯୋଗ ଦେବା ଥିଲା ମସ୍ତବଡ଼ ଭୁଲ୍: ବରିଷ୍ଠ ରାଜନେତା ଦାମୋଦର ରାଉତ

ବିଜେପିରେ ଯୋଗ ଦେଇ ମସ୍ତବଡ଼ ଭୁଲ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ । ଦାମ କହିଛନ୍ତି ଯେ, ତାଙ୍କୁ ବିଜେଡି ସୁପ୍ରିମୋ ବହିଷ୍କାର କରିଥିଲେ । ସେ ଆଦେଶ ଉଠାଇଲେ ହେଲା, ଆହୁରି କହିଛନ୍ତି

ଲଦାଖ ଘଟଣା ପାଇଁ ସରକାର ଦାୟୀ ନୁହଁନ୍ତି : ପାଓ୍ୱାର

ଲଦାଖର ଗଲଓ୍ୱାନ୍‌ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି । ଏଭଳି ସ୍ଥିତିରେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର ଦେଶର ସୁରକ୍ଷା ସମ୍ୱନ୍ଧିତ ମାମଲାରେ

କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ଜେପି ନଡ୍ଡା, ସୋନିଆଙ୍କୁ ପଚାରିଲେ ୧୦ଟି ପ୍ରଶ୍ନ

ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଚୀନ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ତୀକ୍ଷ୍ଣ ହମଲା କରିଛନ୍ତି । ନଡ୍ଡା କହିଛନ୍ତି, ପିଏମ ନ୍ୟାସନାଲ ରିଲିଫ ଫଣ୍ଡ ଯାହା ଲୋକଙ୍କୁ ସେବା ଏବଂ ରିଲିଫ ପ୍ରଦାନ କରେ ସେଥିରୁ