latest

Tag: poltical

Total 403 Posts

ପାଞ୍ଚବର୍ଷରେ କେତେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପତି

ପାଞ୍ଚବର୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ସମ୍ପତି କେତେ ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି କେଜ୍ରିଓ୍ୱାଲ ନାମାଙ୍କନ ପତ୍ର ଦାଖଲ କରିବାପରେ ତାଙ୍କ ସମ୍ପତି ବିଷୟରେ ଜଣାପଡିଛି। ବର୍ତ୍ତମାନ ତାଙ୍କ 3.4 କୋଟିଟଙ୍କାର ସମ୍ପତି ଥିବାବେଳେ 2015ରେ

ଜେପି ନଡ୍ଡାଙ୍କ ହାତରେ ରହିପାରେ ବିଜେପି କମାଣ୍ଡ

ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତା ଶାହାଙ୍କ ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଶେଷ ହେଉଛି।  ଆଉ ଦେଶରେ ବିଜେପିକୁ ଆଜି ମିଳିବ ଆଉ ଜଣେ ମୁଖିଆ। ଆଜି ହେବାକୁ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଜେପି ନଡ୍ଡାଙ୍କୁ ଚୟନ କରାଯିବା ନେଇ ଜୋରଦାର

ଗୁଣ୍ଡାରାଜକୁ ବରଦାସ୍ତ କରାଯିବନି: ସୁରରାଉତ ରାୟ

ଗତକାଲି ବାଉନସର ବଳୟରେ ଥିଲା  କଂଗ୍ରେସ ଭବନ । ଏହାକୁ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।  ସେ କହିଛନ୍ତି ଯେ, କଂଗ୍ରେସ ଭବନକୁ ବାଉନସର ଆଣିବା ଠିକ୍ ହୋଇନି। ରାଜନୀତିରେ ଏମିତି ଉଚିତ୍ ନୁହେଁ,

ସଭାପତି ଭାବେ ଦାୟିୟ୍ୱ ଗ୍ରହଣ କଲେ ସମୀର ମହାନ୍ତି

ରାଜ୍ୟ ବିଜେପିର ସଭାପତି ଭାବେ  ବରିଷ୍ଠ ନେତା ସମୀର ମହାନ୍ତି ଆଜି ଦାୟତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ  ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବ କରାଯାଇଛି । ସେଠାରେ ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ମୁଖିଆ

ରାଜ୍ୟ ବିଜେପି ସଭାପତି ହୋଇପାରନ୍ତି ସମୀର ମହାନ୍ତି

ରାଜ୍ୟ  ବିଜେପିର ସଭାପତି କିଏ ହେବ ସେନେଇ ବହୁଦିନର ଅପେକ୍ଷା ଥିଲା । ତାହାର ଅନ୍ତ ଘଟିଛି।  ବରିଷ୍ଠ ନେତା ସମୀର ମହାନ୍ତି  ସଭାପତି ହେବାନେଇ ସବୁଜ ସଙ୍କେତ ମିଳିଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।  ଆଜି ସଭାପତି ନିର୍ବାଚନ

‘ହଁ ମୁଁ ପାକିସ୍ତାନୀ’ : କଂଗ୍ରେସ ନେତା ଅଧିର ରଞ୍ଜନ

ନାଗରିକତା ସଂସୋଧନ ଆକ୍ଟ କୁ ନେଇ ବିଜେପି ଓ  କଂଗ୍ରେସ ମଧ୍ୟରେ ବାକ ଯୁଦ୍ଧ ଜାରି ରହିଛି । ପରସ୍ପରକୁ ଆକ୍ଷେପ କରୁନାହାଁନ୍ତି । ଏହାକୁ ନେଇ ଲୋକସଭାରେ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ନେତା ପୁଣି ଏକ ବୟାନ ଦେଇ

ଶ୍ରୀ ମନ୍ଦିର ପ୍ରସଙ୍ଗ ନେଇ ସରକାରଙ୍କୁ କଟାକ୍ଷ କଲେ ସତ୍ୟ ନାୟକ

ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ  5 ଟି ସଚିବ ଭି.କେ ପାଣ୍ଡିୟାନଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ।  ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସେଠାରେ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନେଇ ନିର୍ଦ୍ଦେଶ ଜାରି କରାଯାଇଥିଲା । ତେବେ ବର୍ତ୍ତମାନ

ପ୍ରତିକ୍ଷାର ଅନ୍ତ, ରାଜ୍ୟ ବିଜେପିର ମଙ୍ଗଧରିବେ ପୃଥ୍ୱୀରାଜ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେପିର ସାଧାରଣ ସମ୍ପାଦକ ତଥା ଯୁବନେତା ପୃଥ୍ୱୀରାଜ ହରିଚନ୍ଦନ ଧରିବେ ରାଜ୍ୟ ବିଜପିର ମଙ୍ଗ । ସର୍ବ ସହମତି କ୍ରମେ ତାଙ୍କୁ ରାଜ୍ୟ ବିଜପିର ସଭାପତି କରାଯିବ । ଅପେକ୍ଷା କେବଳ ବିଧିବଦ୍ଧ

ଆଜି ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ

ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆସନ୍ତା 14 ରୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଜାନୁଆରୀ 14 ରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼, 15 ରେ ସମ୍ବଲପୁର ଓ 16 ରେ ଭୁବନେଶ୍ୱର ଗସ୍ତ ପରେ 17

ଆଜି ରାଜ୍ୟ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଆଜି ରାଜ୍ୟ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଯୁବ ନେତା ମାନଙ୍କୁ କିପରି ସୁଦୃଢ କରାଯିବ ସେନେଇ ଆଲୋଚନାରେ ଜୋର ଦିଆଯିବ। ଗତ ସାଧାରଣ ନିର୍ବାଚନ ପରେ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି

କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ବିଫଳ- ବିଜେପି

କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ଆଜି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଆଜି ଜୀବନଯାତ୍ରା ପୂରା ସ୍ୱାଭାବିକ ରହିଥିଲା । କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ । ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଦୋକାନ