latest

Tag: spcial

Total 96 Posts

ଯେଉଁ ମୁହଁରେ ରାମରାମ, ସେଇ ମୁହଁରେ ମାରମାର…, ଚରିତ୍ର ଗଠନ କିପରି ହେବା ଦରକାର

ଆମେ ଠାକୁରଙ୍କୁ ଡ଼ରି ସୋମବାର, ଗୁରୁବାର ଆଇଁଷ ଖାଇବୁନି। କିନ୍ତୁ ଏହିଦିନ ଲାଞ୍ଚ ନେବୁ, ଅନ୍ୟକୁ ଠକିବୁ। ମିଛ କହିବୁ। ପାଟି ଖୋଲିଲେ ଅଭାଷା ଓଗାଳିବୁ। ବୁଧବାର, ଶୁକ୍ରବାର, ରବିବାର ଏ ଦୁନିଆରୁ ଠାକୁର କୁଆଡ଼େ ପଳାନ୍ତି ବୋଲି ମଦ, ମାଂସ

ଶ୍ରାବଣ ମାସର ପ୍ରଥମ ସୋମବାର, ଜାଣନ୍ତୁ କେମିତି ରଖିବେ ବ୍ରତ

ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ହେଉଛି ଶ୍ରାବଣ ମାସ। ଶାସ୍ତ୍ର ଅନୁଯାୟୀ ଏହି ମାସରେ ବ୍ରତ ପାଳନ କରିବା ଉଚିତ। ଏହି ମାସର ସୋମବାର ଉପବାସ କରିବା ଉଚିତ। ଏହି ମାସରୁ ଚର୍ତୁମାସ ଆରମ୍ଭ ହୋଇଥାଏ। ଏହି ମାସରେ ପୁରା

ଖାଇବାବେଳେ ଘରେ ଝଗଡା ଲାଗିରହୁଛି କି? ବ।ସ୍ତୁ ଅନୁସାରେ ଏହି ଦିଗକୁ ମୁହଁ କରି ରୋଷେଇ କରନ୍ତୁ ନାହିଁ

 ଖାଦ୍ୟ ତିଆରି କରିବା ବେଳେ ବ୍ୟକ୍ତିର ମନ ଯେଭଳି ହୋଇଥିବା ସେହି ଖାଦ୍ୟ ଖାଉଥିବା ବ୍ୟକ୍ତି ମନରେ ମଧ୍ୟ ସେଭଳି ଚିନ୍ତା ଆସେ। ଏଣୁ ଖାଦ୍ୟ ତିଆରି କରିବା ବେଳେ ମନରେ ସକରାତ୍ମକ ଚିନ୍ତା ଧାରା ରଖିବାକୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜୁଲାଇ ମାସରେ  ପରିବର୍ତ୍ତନ ହେବାକୁ ଯାଉଛି ଏହି ଛଅଟି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜୁଲାଇ ମାସରେ  ପରିବର୍ତ୍ତନ ହେବାକୁ ଯାଉଛି ଏହି ଛଅ ଗୋଟି ରାଶିର ଭାଗ୍ୟ, ଯାହା 6 ଟି ରାଶିର ଭାଗ୍ୟ ବଦଳାଇବ।ଏହି 6 ଟି ରାଶି ମାନେ କିଛି ଭଲ ଖବର ପାଇପାରିବେ। ଆହୁରି ମଧ୍ୟ, ସେମାନଙ୍କ

ବିଦ୍ୟୁତ ଆଘାତର ପ୍ରାଥମିକ ଚିକିତ୍ସା କିପରି କରିବେ

ଯଦି ଶରୀରର କୌଣସି ଅଙ୍ଗ ବିଦ୍ୟୁତ ତାରଲାଗି ଆଘାତ ପାଏ ଏହା ଅଧିକ ବିପଦପୂର୍ଣ୍ଣ ହୋଇଥାଏ। ବ୍ୟକ୍ତି ଅଧିକ  ସମୟ ଏହି ଆଘାତ ଲାଗିବାଦ୍ଵାରା ମରିଯାଇଥାଏ। ଓଦା ଅବସ୍ଥାରେ ବିଦ୍ୟୁତ ପ୍ରବାହ ଖୁବ୍ ତୀବ୍ର ଗତିରେ ହୁଏ ତେଣୁ ଅତି  ବିପଦଜନକ

କାମ କରୁଥିବା ବେଳେ ଆଖିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଯଦି ପଢନ୍ତୁ

ଆଜିକାଲି କମ୍ପ୍ୟୁଟର, ମୋବାଇଲ ଏବଂ ଅଲଗା ଏଲେକ୍ରୋନିକ୍ସ ଜିନିଷ ସବୁ ଆମ ଜୀବନର ଏକ ଅଙ୍ଗ ସଦୃଶ ହୋଇଗଲାଣି । ଏସବୁର ଫାଇଦା ଥିଲେ ମଧ୍ୟ କିଛି ସାଇଡ ଇଫେକ୍ଟ ମଧ୍ୟ ପକାଇଥାଏ । ଅତ୍ୟଧିକ ସମୟ ଏସବୁ ଦେଖିଲେ ଆଖି

ବଗିଚାରେ ଲଗାନ୍ତୁ ଜୁଆଣି ଗଛ, ପାଖ ମାଡ଼ିବ ନାହିଁ ସର୍ଦ୍ଦି ଓ ଜ୍ୱର

ଜୁଆଣି ପତ୍ର ଖୁବ ଉପକାରୀ । କାରଣ ଏହା କେବଳ ରୋଷେଇ କାର୍ଯ୍ୟରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ କାମ କରେ । ଏହାକୁ ବ୍ୟବହାର କଲେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । କୁହାଯାଏ ଯଦି ଘର ବାଡ଼ିରେ

ବାସ୍ତୁଶାସ୍ତ୍ର ଅନୁସାରେ କରନ୍ତୁ ନକରାତ୍ମକ ଶକ୍ତିର ପ୍ରତିକାର

ଘରର ସୁଖ ସମୃଦ୍ଧି ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ବେଳେ ବେଳେ ଛୋଟ ଛୋଟ ଉପାୟ ମଧ୍ୟ ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫିଟିକିରି ବ୍ୟବହାର କରି ଘରୁ

ସ୍ବାଦ ସହିତ ତ୍ବଚାର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଆମ୍ବ

ଆମ୍ବ ପ୍ରିୟ ବ୍ୟକ୍ତି ଗ୍ରୀଷ୍ମ ଋତୁକୁ ଅପେକ୍ଷା କରିଥାନ୍ତି। କାରଣ ଏହି ଋତୁରେ ମନ ଭରି ଆମ୍ବ ଖାଇବାକୁ ମିଳିଥାଏ। କିନ୍ତୁ ଆମ୍ବ କେବଳ ସ୍ବାଦ ପାଇଁ ନୁହେଁ ବରଂ ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଖାସ୍ ହୋଇଥାଏ। ଆମ୍ବ ସାହାଯ୍ୟରେ ସୌନ୍ଦର୍ଯ୍ୟକୁ

ପଇଡ଼ ପାଣି ପିଇଲେ ଶରୀରକୁ ମିଳିଥାଏ ଏହି ୬ଟି ଫାଇଦା

ବଜାରରେ ଯେତେ ବି ପାନୀୟ ରହିଛି ସବୁଠାରୁ ଶରୀର ପାଇଁ ଲାଭଦାୟକ ହେଉଛି ପଇଡ଼ ପାଣି । ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ୍‌-ସି,ଏନ୍‌ଜାଇମ୍‌, ବି-କମ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । କେବଳ ଖରାଦିନେ ନୁହେଁ, ଯେ କୌଣସି

ଆଜି ସୋମବାର , କେମିତି ସନ୍ତୁଷ୍ଟ କରିବେ ମହାଦେବଙ୍କୁ

ପ୍ରତ୍ୟେକ ନାରୀ ଏବଂ ପୁରୁଷ ସୋମବାର ଦିନ ଶିବ ମନ୍ଦିରରେ ଜଳାଭିଷେକ, ରୁଦ୍ରଭିଷେକ କରି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ବିଭିନ୍ନ ପ୍ରକାରର ଶିବଲିଙ୍ଗ ବିଷୟରେ ଆମ ସମସ୍ତଙ୍କୁ ଅଳ୍ପ ବହୁତ ଜଣା, ମାତ୍ର ପବିତ୍ର ସୋମବାରରେ କେଉଁ ଶିବଲିଙ୍ଗଙ୍କୁ