latest

Tag: special

Total 15 Posts

ଆଜି ମାତୃ ଦିବସ

ଓଡ଼ିଆରେ ଏକ ଢଗ ଅଛି, ‘‘ଯାହାର ମାଆ ନାହିଁ, ତାର କେହି ନାହିଁ’’ । ଏହି ଢଗ ହିଁ ଦର୍ଶାଉଛି ସଂସାରରେ ମାଆର ଗୁରୁତ୍ତ୍ୱ । ମାଆ ଆଗରେ ଦୁନିଆର ସବୁ ଧନ, ଦୌଲତ ଫିକା । ସ୍ନେହମୟୀ, ମମତାମୟୀ, କରୁଣମୟୀ

‘ଏଥର ଭାରତର ପାଳି, ହେବ ସୁପର୍‌ ପାଓ୍ୱାର୍‌’

ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଛି । ଏହି ଜୀବନହନ୍ତା ଭାଇରସ୍‌‌ର ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ଭୁଶୁଡ଼ିବା ଆରମ୍ଭ କଲାଣି । ଏହି ଅର୍ଥନୈତିକ ସଙ୍କଟ ସମୟରେ ଚୀନ୍‌ ଏହାର ଫାଇଦା ନେବାକୁ

‘କରୋନା ସୁପର ସ୍ପ୍ରେଡର’

ମହାମାରୀ କରୋନା ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ସଂକ୍ରମଣ ଯୋଗୁଁ ସାରା ପୃଥିବୀରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବରେ ବଢ଼ିବାରେ ଲାଗିଛି । ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଚାଲିଛି । ଏପରିସ୍ଥଳେ ହଂକଂ

ଖଜୁରୀ ଖାଇବାର ଉପକାରିତା

ଯେତେବେଳେ ଥଣ୍ଡା ଋତୁ ଆସିଥାଏ ଅନେକ ପ୍ରକାରର ଶୀତିଦିନିଆ ରୋଗର ଆଶଙ୍କା ଦେଖାଯାଇଥାଏ I ଏପରି ସମୟରେ ଖଜୁରୀ ସେବନ କରିବା ନିହାତି ଆବଶ୍ୟକ । ଏହା ଶରୀରକୁ ସୁସ୍ଥ ରଖିଥାଏ I ଆସନ୍ତୁ ଜାଣିବା ଏହି ଉପକାରୀ ଫଳ ବିଷୟରେ…

ଯଦି ଆପଣ ନିଜର କମ୍‌ ଉଚ୍ଚତା ପାଇଁ ଚିନ୍ତିତ, ତେବେ କରନ୍ତୁ ଏହି ଘରୋଇ ଉପଚାର

ପୁରୁଷ ହୁଅନ୍ତୁ କି ନାରୀ, ସମସ୍ତଙ୍କ ଉଚ୍ଚତା ସେମାନଙ୍କର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ । କମ୍‌ ଉଚ୍ଚତା ଥିବା ଲୋକମାନେ ସାମାଜିକ ମେଳରେ ସର୍ବଦା ଅସହଜ ମନେ କରିଥାନ୍ତି । କିନ୍ତୁ, ଯେଉଁ ଲୋକଙ୍କର ଉଚ୍ଚତା ଆଖିଦୃଶିଆ ହୋଇଥାଏ ସେମାନେ ଦୃଢ଼

ପାଦ ଆଙ୍ଗୁଠିର ଆକାର ଦେଖି ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ ଓ ଆଚରଣ

ଯେକୌଣସି ବ୍ୟକ୍ତିର ପାଦ ଆଙ୍ଗୁଠିର ଆକୃତିକୁ ଲକ୍ଷ୍ୟ କରି ତାଙ୍କର ଆଚରଣ ବିଷୟରେ ଅନେକ କିଛି ଜାଣିହେବ । ଏ ସଂକ୍ରାନ୍ତରେ ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଭିନ୍ନ ବ୍ୟକ୍ତିଙ୍କର ପାଦରେ ଥିବା ଆଙ୍ଗୁଠିର ଆକାର ମଧ୍ୟ ଭିନ୍ନ ।

ଚୀନ୍‌ର ଅର୍ଥନୈତିକ ଅଭିବୃଦ୍ଧି ବହୁଗୁଣିତ ହେବାରେ ଲାଗିଛି; କରୋନା ଏକ ପ୍ରାୟୋଜିତ ଏବଂ ପୂର୍ବ ନିର୍ଦ୍ଧାରିତ ଜୈବିକ ଅସ୍ତ୍ର ନୁହେଁତ !

କରୋନା ସାରା ବିଶ୍ୱର ମାନବସମାଜର ସ୍ଥିତି ପ୍ରତି ସଙ୍କଟ ସୃଷ୍ଟି କରିଛି । ଦୁର୍ମୂଲ୍ୟ ଜୀବନର ରକ୍ଷା ପାଇଁ ବର୍ତ୍ତମାନ ଚାଲିଥିବା ମହାସଂଗ୍ରାମରେ ଅହରହ କାର୍ଯ୍ୟରତ ସମଗ୍ର ମାନବଜାତି । ଏହି ଜଟିଳ ପରିସ୍ଥିତିରେ ବିଶ୍ୱର ଏକମାତ୍ର ଦେଶ ଚୀନ୍‌କୁ ଛାଡ଼ି

ପୁରୁଷଙ୍କ ଛାତିରେ ବାଳ ଦେଇଥାଏ ଏହି ସଙ୍କେତ

ଆମେ ସମସ୍ତେ ହସ୍ତ ରେଖା ତଥା ମଥା ରେଖା ବିଷୟରେ ଅଳ୍ପ ବହୁତ ଜାଣୁ । ଜ୍ୟୋତିଷ ଶାସ୍ତ୍ରରେ ଏସବୁର ବିଶେଷ ମହତ୍ତ୍ୱ ରହିଥାଏ । ଏମିତିକି ଶରୀରରେ ଥିବା କଳାଜାଇର ସ୍ଥାନକୁ ତନଖି କରି ଆମର ଭବିଷ୍ୟତ ଉପରେ ଏହା

ଡାଇବେଟିସ୍‌ ପାଇଁ କିଛି ଆୟୁର୍ବେଦିକ ଟିପ୍ସ

ଡାଇବେଟିସ୍‌ ହେଲେ ରୋଗୀ ଶରୀରରେ ଇନସୁଲିନ୍‌ ଉତ୍ପାଦନ କମ୍‌ ହୋଇଥାଏ। ତେଣୁ ରୋଗୀକୁ ମେଡିସିନ୍ କିମ୍ୱା ଇଞ୍ଜେକସନ୍‌ ଆକାରରେ ଇନସୁଲିନ୍‌ ନେବାକୁ ପଡ଼ିଥାଏ। ଏପରିକି ରୋଗୀ ଶରୀରରେ ଆବନର୍ମାଲ୍‌ ମେଟାବୋଲିଜିମ୍‌ କାର୍ବୋହାଇଡ୍ରେଟ୍‌ ବୃଦ୍ଧି ପାଇବାରୁ ସୁଗାର ବଢ଼ିଥାଏ। ତେବେ କେବଳ ମେଡିସିନ୍‌

ସାବଧାନ ! ମୂଳା ସହ ଏହି ଜିନିଷ ଖାଆନ୍ତୁ ନାହିଁ , ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି

ଶୀତ ଋତୁରେ ଅନେକ ଫଳମୂଳ ମିଳିଥାଏ । ସେଥିମଧ୍ୟରୁ ମୂଳା ଅନ୍ୟତମ । ଖାଇବାକୁ ଏହା ବହୁତ ଭଲ ଲାଗିଥାଏ । ଆଉ ଏହାକୁ ସାଲାଡ ଓ ତରକାରୀରେ ବ୍ୟବହାର କରିବା ସ୍ୱାଦିଷ୍ଟକର ହୋଇଥାଏ । କିନ୍ତୁ ଆପଣଙ୍କୁ ଏକଥା ଜାଣିବାକୁ

କେମିତି ରହିବ ପାଦ ସୁନ୍ଦର ?

ଶୀତଋତୁରେ ପାଦ ଫଟା ଅନ୍ୟତମ ମୁଖ୍ୟ ସମସ୍ୟା । ଘର ଭିତରେ ହେଉ କିମ୍ବା ବାହାରେ ସବୁଠାରେ ପାଦରେ ମୋଜା ଓ ସ୍କିପର ପିନ୍ଧିବା ଏଇଦିନେ ଜରୁରୀ । କାରଣ ଶୀତରେ ବିଶେଷ କରି ଚଟାଣରେ ଧୂଳି ମଳି ଜମି ପାଦରେ