latest

Tag: state

Total 2781 Posts

ଏସସିବିର ହେବ ନବକଳେବର ପ୍ୟାକେଜ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର କଟକ ଏସସିବିର ମେଡିକାଲର ନବକଳେବର ହେବାକୁ ଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ମଞ୍ଜୁରୀ କରିଛନ୍ତି। ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ 3000 ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର୍ଯ୍ୟକ୍ରମ ଆରମ୍ଭ

ଟଙ୍କା ନେଇ ଆବାସ କରୁନଥିଲେ – ହିତାଧିକାରୀଙ୍କ ଘର ସାମ୍ନାରେ ଧାରଣା ଦେଲେ ବିଡିଓ

ପ୍ରଶାସନ ନଶୁଣିଲେ ଜନସାଧାରଣ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଉଥିବା ଆପଣମାନେ ବହୁବାର ଦେଖିଛନ୍ତି। କିନ୍ତୁ ଜନସାଧାରଣଙ୍କ ଘର ସାମ୍ନାରେ ପ୍ରଶାସନ ଧାରଣା ଦେଇଥିବା କେବେ ଦେଖିନଥିଲେ । କିନ୍ତୁ ଏହା ସତ । ଆବାସ ଯୋଜନା ପାଇଁ ଟଙ୍କା ନେଇ ଘର

ଟେମ୍ପୁ ଧକ୍କାରେ ଦୁଇ ଶିକ୍ଷୟିତ୍ରୀ ମୃତ

ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ  2 ସ୍କୁଲ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ସ୍ଥାନୀୟ ପୀତବାସ ୟୁଜି ଏମ୍ଇ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ବୋଲି ସୂଚନା ମିଳିଛି। ସେମାନେ ହେଲେ ସ୍ନେହଲତା  ସାହୁ (୪୨)

ଭୁବନେଶ୍ୱର ଏକ ନମ୍ବର ହାଟରୁ ଜବରଦଖଲ ଉଚ୍ଛେଦ : ରାସ୍ତାରେ ଗଡିଲା ସେଓ, କମଳା

ଭୁବନେଶ୍ୱର ଏକ ନମ୍ବର ହାଟରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଉପସ୍ଥିତିରେ ଗତକାଲି ଏକ ନମ୍ବର ମାର୍କେଟ ଆଗରୁ ଜବରଦଖଲ ଉଚ୍ଛେଦ ହୋଇଛି। ଏୟାର ଇଣ୍ଡିଆ ଅଫିସ ନିକଟରେ ଥିବା 15 ଟି ଫଳ

ବସନ୍ତ ପଞ୍ଚମୀରେ ନିଜ ରାଶି ଅନୁସାରେ ଜପ କରନ୍ତୁ ମା’ ସରସ୍ୱତୀଙ୍କ ମନ୍ତ୍ର

ବସନ୍ତ ପଞ୍ଚମୀ ଅର୍ଥାତ ମାଁ ସରସ୍ୱତୀଙ୍କ ଜନ୍ମଦିନରେ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ରଶଶି ଅନୁଯାୟୀ ବନ୍ଦନା କରନ୍ତୁ। ରାଶି ଅନୁଯାୟୀ ମନ୍ତ୍ର ଜପ କରିବା ଦ୍ୱାରା ମାଁ ସରସ୍ୱତୀ ସୁଖ, ସମ୍ପତ୍ତି, ବିଦ୍ୟା, ବୁଦ୍ଧି, ଯଶ, କିର୍ତ୍ତୀ, ପରାକ୍ରମ, ପ୍ରତିମା

ଓଡ଼ିଶାର ୬ ଜେଲ୍ ଅଧିକାରୀ ପାଇବେ ରାଷ୍ଟ୍ରପତି ପଦକ

ଏଥର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉଲ୍ଲେଖନୀୟ ସେବା ଲାଗି ଜେଲ୍‌ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ। ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ୍ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୬

ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ

ମେଷ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପୂଜାପାଠରେ ଅଧିକ ଖର୍ଚ୍ଚ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ:  ଅଳସୁଆ ଅନୁଭବ କରିବେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ମିଥୁନ: ଜଗି ରଖି

ଭୁଷୁଡିପଡିଲl ଭୁବନେଶ୍ବର ବିମାନ ବନ୍ଦର ଛାତ,କିଛି ଲୋକ ଚାପି ହୋଇ ରହିଥିବା ଜଣାପଡିଛି

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଛାତ ଭୁଷୁଡ଼ିଥିବା ଜଣାପଡିଛି। ଭୁଷୁଡ଼ିଥିବା ଛାତ ତଳେ କିଛି ଲୋକ ଚାପି ହୋଇ ରହିଥିବା ଜଣାପଡିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ସଂଯୋଗ

ଜାନୁଆରୀ 29 ରୁ ଔପଦା ମହୋତ୍ସବ

ରଞ୍ଜିତ ମହାକୁଡ( ସୋର) : ଔପଦା ଆଞ୍ଚଳିକ ମହୋତ୍ସବ ପାଇଁ  ହାଇସ୍କୁଲପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୁଇଯାଇଛି l ଅଶୋକ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏହି ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୁଇଥିଲା, ଏଥର ନିଆରା ଢଙ୍ଗରେ ଔପଦା ମହୋତ୍ସବ ଅନୁଷ୍ଠିତ

ଡ୍ରେନ ସଫା କଲେ ମହିଳା

ରଞ୍ଜିତ ମହାକୁଡ ( ସୋର) :  ଖଇରା ବ୍ଲକ ଡାଲଙ୍ଗ 2 ପଂଚାୟତ ରେ shg ସଙ୍ଘ ର ମହିଳା ମାନେ ଡ୍ରେନ ସଫା କରିବା ସହିତ ରାସ୍ତା ଘାଟ ପରିଷ୍କାର କରିଥିଲେl ସମସ୍ତ ମହିଳା ସ୍ଥାନୀୟ ପୁରୁଷ ମାନେ ଏକାଠି

ପାଟଣାର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ

କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ  62 ବର୍ଷରେ ପରଲୋକ ଘଟିଛି । ସେ  ଦୀର୍ଘ ଦିନ ହେବ ସ୍ନାୟୁ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ନିକଟରେ