ଗାଁ ଦାଣ୍ଡରୁ ଗାଏବ ହୋଇଯାଇଥିଲା ସ୍ୱାତୀ, ପୋଖରୀରୁ ମିଳିଲା ମୃତଦେହ

ଗାଁ ଦାଣ୍ଡରୁ ଗାଏବ ହୋଇଯାଇଥିଲା ସ୍ୱାତୀ, ପୋଖରୀରୁ ମିଳିଲା ମୃତଦେହ
ଗାଁ ଦାଣ୍ଡରୁ ଗାଏବ ହୋଇଯାଇଥିଲା ସ୍ୱାତୀ, ପୋଖରୀରୁ ମିଳିଲା ମୃତଦେହ

ଭୁବନେଶ୍ୱର, ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ଗାଏବ ହୋଇଯାଇଥିବା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀର ମୃତଦେହ ଆଜି ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଛି। ଗାଁର ଆଦିବାସୀ ବସ୍ତି ନିକଟ ଏକ ପରିତ୍ୟକ୍ତ ପୋଖରୀରେ ଛୁଆଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।