ଛତିଶଗଡ଼ରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ମାଗଣାରେ ମିଳିବ ଟିକା

ଛତିଶଗଡ଼ରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ମାଗଣାରେ ମିଳିବ ଟିକା
ଛତିଶଗଡ଼ରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ମାଗଣାରେ ମିଳିବ ଟିକା

ଛତିଶଗଡ଼ରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ମାଗଣାରେ କରୋନା ଟିକା ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସୂଚନା ପ୍ରଦାନ କରିଛନ୍ତି। ସେଥିପାଇଁ ପ୍ରଚୁର ପରିମାଣରେ ଭ୍ୟାକ୍ସିନ ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକା ପ୍ରଦାନ କରାଯିବା ନେଇ ମୋଦୀ ସରକାର ଘୋଷଣା କରିଥିଲେ।