ଜାଲ୍ ସାର୍ଟିଫିକେଟ୍ : ୨୫ ଶିକ୍ଷକ ବହିଷ୍କୃତ

ଜାଲ୍ ସାର୍ଟିଫିକେଟ୍ :  ୨୫ ଶିକ୍ଷକ ବହିଷ୍କୃତ
ଜାଲ୍ ସାର୍ଟିଫିକେଟ୍ :  ୨୫ ଶିକ୍ଷକ ବହିଷ୍କୃତ

ଭୁବନେଶ୍ୱର: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ । ଜାଲ୍ ସାର୍ଟିଫିକେଟ୍ ବଳରେ  କଳାହାଂାଣ୍ଡି ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ନିୟୋଜିତ ରହିଥିବା ୨୫ ଜଣ ଅସ୍ଥାୟୀ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି ।  ପିଇଆଇ ସାର୍ଟିଫିକେଟ୍ ଯାଞ୍ଚରେ ଜାଲିଆତି ଘଟଣା ଜଣାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହିଷ୍କୃତ ଶିକ୍ଷକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।