ମଧୁମେହ ରୋଗୀ ନିଶ୍ଚୟ ଖାଆନ୍ତୁ ଏହି ଖାଦ୍ୟ

ମଧୁମେହ ରୋଗୀ ନିଶ୍ଚୟ ଖାଆନ୍ତୁ ଏହି ଖାଦ୍ୟ
ମଧୁମେହ ରୋଗୀ ନିଶ୍ଚୟ ଖାଆନ୍ତୁ ଏହି ଖାଦ୍ୟ

ସେଓ – ପ୍ରତି ଦିନ ଅଥବା ୨ ଦିନକୁ ଥରେ ଗୋଟିଏ ସେଓ ଖାଇବା ଦ୍ୱାରା ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାର ପ୍ରଦାନ କରିଥାଏ।
କାବୁଲି ଚଣା , ମଟର , ଏହି ସବୁ ଡ଼ାଲି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀରକୁ ଖୁବ ପୃଷ୍ଟି ଯୋଗାଇଥାଏ।
ଯାଦ୍ୱାରା ଶରୀରକୁ ଉପଯୁକ୍ତ ଭିଟାମିନ ମିଳିଥାଏ ଓ ରକ୍ତରେ ଶର୍କରାକୁ ନ ବଢିବାରେ ସାହାର୍ୟ୍ୟ କରିଥାଏ।
*କଞ୍ଚା ଗାଜର ବା ଏହାର ରସକୁ ପିଇବା ଦ୍ୱାରା ମଧ୍ୟ ଏହା ରକ୍ତରେ ଶର୍କରାକୁ ବଢିବାକୁ ଦିଏ ନାହିଁ।
*ଏତଦ୍‍ ବ୍ୟତୀତ ପ୍ରତିଦିନ ଦହି ଖାଇବା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ ଅଟେ।
*ନିୟମିତ କ୍ଷୀର ପିଇବା ଦ୍ୱାରା ମଧ୍ୟ ଏହା ଖୁବ ଉପକାର ପ୍ରଦାନ କରିଥାଏ।
*ବିଭିନ୍ନ କୋଳି ଯେପରି ଜାମୁକୋଳି ମଧ୍ୟ ଏହି ରୋଗୀଙ୍କ ପାଇଁ ଉପକାରୀ ଅଟେ।