ଯୁବାବସ୍ଥାରେ କେଶ ଝଡ଼ିବା ସମସ୍ୟା ; ଜାଣନ୍ତୁ, କ’ଣ ଏହାର ପ୍ରତିକାର

ଯୁବାବସ୍ଥାରେ କେଶ ଝଡ଼ିବା ସମସ୍ୟା ; ଜାଣନ୍ତୁ, କ’ଣ ଏହାର ପ୍ରତିକାର
ଯୁବାବସ୍ଥାରେ କେଶ ଝଡ଼ିବା ସମସ୍ୟା ; ଜାଣନ୍ତୁ, କ’ଣ ଏହାର ପ୍ରତିକାର

ବର୍ତ୍ତମାନ ଯୁବାବସ୍ଥାରେ କେଶ ଝଡ଼ିବା ଓ ଚନ୍ଦାପଣ ଏକ ପ୍ରମୁଖ ସମସ୍ୟା ପାଲଟି ଯାଇଛି। ଯୁବତୀଙ୍କ ତୁଳନାରେ ଯୁବକମାନେ ବେଶୀ ମାତ୍ରାରେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ଫଳରେ କେଶ ନଥିବାରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ କଣ ଓ ଏହାର ନିରାକରଣ କେମିତି କରିପାରିବା –