ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ
ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

ୱାନ୍‌ ନେସନ୍‌, ୱାନ୍‌ ରାସନ୍‌ ଯୋଜନାର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ଚୌବେ । କହିଛନ୍ତି, ରାଜ୍ୟରେ ଗରିବଙ୍କ ପାଇଁ ଖାଦ୍ୟ ଯୋଜନା ସୂଚାରୁ ରୁପେ ଚାଲିଛି । ସେହିପରି ପୁରୀର ବ୍ଲୁଫ୍ଲାଗ ବିଚର ରକ୍ଷଣାବେକ୍ଷଣ ନେଇ ମଧ୍ୟ ପ୍ରଶଂସା କରିଛନ୍ତି । ସମୁଦ୍ରତଟର ବିକାଶ ପାଇଁ ଦେଶର ୧୦ଟି ସମୁଦ୍ର କୂଳକୁ ଚିହ୍ନଟ କରାଯାଇଥିଲା । ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି ଭଲ ମାନ୍ୟତା ପାଇଛି । ଆଗାମୀ ୫ ବର୍ଷରେ ଦେଶ ସାରା ୧୦୦ଟି ବିଚ୍‌କୁ ବ୍ଲୁଫାଗ୍‌ ବିଚରେ ପରିଣତ କରାଯିବ  ।