ଆଜି ରାଜ୍ୟରେ ୧୨ ଜଣଙ୍କର କରୋନାରେ ମୃତ୍ୟୁ

ଆଜି ରାଜ୍ୟରେ ୧୨ ଜଣଙ୍କର କରୋନାରେ ମୃତ୍ୟୁ

 ଆଜି ରାଜ୍ୟରେ ଆଉ ୧୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୧୨୮୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

Regret to inform the demise of twelve #COVID19 positive patients while under treatment in hospitals.
1.A 60-year-old male of Nabarangpur who was also suffering from Hypertension.
2.A 59-year-old male of Bhubaneswar who was also suffering from Hypertension.

— H & FW Dept Odisha (@HFWOdisha) October 28, 2020