ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ

ରାଜ୍ୟରେ ୧୪୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୬୨୨ଟି ହେଉଛି ଲୋକାଲ୍ କେସ୍।
Covid-19 Report For 25th October
— I & PR Department, Odisha (@IPR_Odisha) October 26, 2020
New Positive Cases: 1480
In quarantine: 858
Local contacts: 622
(Details of local contacts will be shared by concerned District Administration)
District Wise Cases:
1. Angul: 141
2. Balasore: 84
3. Bargarh: 49
4. Bhadrak: 24
5. Balangir: 44
ଆଜି ଅନୁଗୁଳରୁ ୧୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୮୪, ବରଗଡ଼ରୁ ୪୯, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୪୪, ବୌଦ୍ଧରୁ ୧୨, କଟକରୁ ୧୦୬, ଦେବଗଡ଼ରୁ ୧୧, ଢେଙ୍କାନନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୨୦, ଜଗତ୍ସିଂହପୁରରୁ ୭୨, ଯାଜପୁରରୁ ୫୬, ଝାରସୁଗୁଡ଼ାରୁ ୫୦, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୮୭, ଖୋର୍ଦ୍ଧାରୁ ୧୧୦, କୋରାପୁଟରୁ ୩୯, ମାଲକାନଗିରିରୁ ୨୩, ମୟୂରଭଞ୍ଜରୁ ୧୧୩, ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୨୮, ନୂଆପଡ଼ାରୁ ୪୪, ପୁରୀରୁ ୪୭, ରାୟଗଡ଼ାରୁ ୮, ସମ୍ବଲପୁରରୁ ୨୯, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୯୦ ଓ ଷ୍ଟେଟ୍ପୁଲ୍ରୁ ୨୬ ଜଣ ଚିହ୍ନଟ ହୋଇଛନ୍ତିି।
Comments (0)