ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୧୭୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୭୬୨ଟି ହେଉଛି ଲୋକାଲ୍ କେସ୍‌।

Covid-19 Report For 21st October

New Positives Cases: 1793
In quarantine: 1031
Local contacts: 762

(Details of local contacts will be shared by concerned District Administration)

District Wise Cases:

1. Angul: 107
2. Balasore: 40
3. Bargarh: 61
4. Bhadrak: 68
5. Balangir: 76

— I & PR Department, Odisha (@IPR_Odisha) October 23, 2020

୧୭୯୩ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨,୫୭,୦୪୧ ସୁସ୍ଥ ହୋଇସାରିଥିବା ବେଳେ ୧୯,୫୭୯ ଜଣ ଚିକିତ୍ସାଧୀନ ଅଛନ୍ତି।