ରାଜ୍ୟରେ ନୂଆ ୧୯୮୨ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ନୂଆ ୧୯୮୨  କରୋନା ଆକ୍ରାନ୍ତ ଚିହ୍ନଟ

ଦୀର୍ଘ ମାସ କଲବଲ କରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳକୁ ଖସିବାକୁ ଲାଗିଛି। କିଛି ଦିନ ପୂର୍ବେ ୪ ହଜାର ଉପରେ ରହୁଥିବା ଗ୍ରାଫ୍‌ ୩ ହଜାର ତଳକୁ ଓ ପରେ ୨ ହଜାର ତଳକୁ ଖସି ଆସିଛି।

Covid-19 Report For 18th October

New Positives Cases: 1982
In quarantine: 1156
Local contacts: 826

(Details of local contacts will be shared by concerned District Administration)

District Wise Cases

1. Angul: 119
2. Balasore: 86
3. Bargarh: 46
4. Bhadrak: 63
5. Balangir: 88

— I & PR Department, Odisha (@IPR_Odisha) October 19, 2020

ରାଜ୍ୟରେ ନୂଆ ୧୯୮୨  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୧୧୫୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୮୨୬ ହେଉଛି ଲୋକାଲ୍ କେସ୍‌।