Date: May 1, 2019

Total 22 Posts

କେନ୍ଦ୍ରାପଡ଼ାରେ ହାଇଆଲର୍ଟ: ଜରୁରୀ ବୈଠକ ଡକାଇଲେ ଜିଲ୍ଲାପାଳ

 ଆସନ୍ନ ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରତି ସତର୍କ ରହିବାକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରହିବାକୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ଜରୁରୀ ବୈଠକ ଡକାଇଥିଲେ। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ସୁଗମ

ଏପରି କ’ଣ କରିବେ କି ଘରେ କେବେ ବି ଧନ ର ଅଭାବ ରହିବ ନାହିଁ

ଆପଣ ଜାଣିଥିବେ ଝିଅ ମାନଙ୍କୁ ଘରର ଲକ୍ଷ୍ମୀ କୁଁହନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଘରର ଝିଅ ସତରେ ଆପଣଙ୍କୁ ଧନବାନ କରିପାରିବ। ପ୍ରତ୍ୟେକ ବାପା ମା ନିଜ ଛୁଆ କୁ ଛୋଟ ବେଳୁ ବହୁତ ଗେଲ୍ହାରେ ବଡ କରିଥାନ୍ତି।

ପୁରୀ ଛାଡ଼ି ଯିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ

ମେ 3 ସୁଦ୍ଧା ରାଜ୍ୟରେ ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି। ହେବାକୁ ଥିବା ପରୀକ୍ଷା ମଧ୍ୟ

କଣ କହେ ଆପଣଙ୍କ କପାଳର ରେଖା..

କର, କପାଳ ଓ କୋଷ୍ଠି ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ମଣିଷର ଭାଗ୍ୟ ନିର୍ଦ୍ଧାରଣ। ହସ୍ତ ରେଖା ଓ ଜନ୍ମ କୁଣ୍ଡଳୀରୁ ମଣିଷର ଭାଗ୍ୟ ଭବିଷ୍ୟ ବିଷୟରେ ଜଣା ଯାଇଥାଏ। କିନ୍ତୁ କପାଳରେ କଣ ଲେଖା ଅଛି ତାହା ଜାଣିବା ମନୁଷ୍ୟ ପକ୍ଷେ

ଫନି ପାଇଁ 2 ରୁ ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି । ଏହାକୁ ଦୃଷ୍ଟିରେ ରଖି 2 ତାରିଖରୁ ସମସ୍ତ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ

ବାତ୍ୟା ପାଇଁ ସତର୍କ ସୂଚନା ଜାରି

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ତେବେ, ଏହି ବାତ୍ୟା ପାଇଁ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଯୁଦ୍ଧକାଳୀନ ଭିତରେ ମାଟି ଘରେ ରହୁଥିବା ବାସିନ୍ଦାମାନଙ୍କୁ ବାତ୍ୟା ଆଶ୍ରୟ ଗୃହକୁ ସ୍ଥାନାନ୍ତର

ଧୋନିଙ୍କ ଘରୁ ଚୋରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୋଏଡ଼ାସ୍ଥିତ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଧୋନିଙ୍କ ଏହି ଘରକୁ ଏକ କମ୍ପାନୀ ଭଡ଼ାରେ ନେଇଛି। ଘରର କେୟାରଟେକରଙ୍କ ଅଭିଯୋଗ ଅନୁସାରେ ଘରୁ ଏକ ଏଲସିଡି ଓ ଅନ୍ୟ

ଫନି ପାଇଁ ଓଡ଼ିଶାରେ ଜାରି ହେଲା “ୟେଲୋ ୱାର୍ଣ୍ଣିଂ”

ସାମୁଦ୍ରିକ ଝଡ଼ ‘ଫନି’ ବେଳକୁ ବେଳ ଉଗ୍ର ହେବାକୁ ଲାଗିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରାଯାଇଛି। ରାଜ୍ୟର ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଳାରେ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ

ବଢିଲା ରନ୍ଧନ ଗ୍ୟାସ ଦର

 ମାସର ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ବଡ଼ ଝଟକା ଲାଗିଛି। ବୁଧବାର ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି। ରିଆତିଯୁକ୍ତ 14.2 କେଜି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ 28 ପଇସା ଏବଂ ମୁମ୍ବଇରେ 29 ପଇସା

49 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା

ଜାତୀୟ ରାଜଧାନୀ ଦିଲ୍ଲରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏହି କ୍ରମରେ ମଙ୍ଗଳବାର ଦିଲ୍ଲୀର ତାପମାତ୍ରା 49 ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ଦିଲ୍ଲୀର ତାପମାତ୍ରା 45.3ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ପୂର୍ବରୁ 1970  ଦିଲ୍ଲୀର ସବୁଠୁାରୁ ଉତପ୍ତ ବର୍ଷ

ଆଜିର ରାଶିଫଳ

ମେଷ:  ଆଜି ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଆର୍ଥିକ ମାମଲାରେ ଲାଭ ମିଳିବ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ସୁରେଶ୍ବରୀ।