ପୁରୀଠାରୁ 60 କିମି ଦୂରରେ ଫନି, ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

Spread the News

ପୁରୀ ସମେତ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଏବ ପ୍ରବଳ ବର୍ଷା ଓ ପବନ ଜାରି ରହିଛି । ତେବେ ବାତ୍ୟାର ଆଖି ଏବେ ବି ପୁରୀଠାରୁ ପ୍ରାୟ 60 କିଲୋମିଟର ଦୂରରେ ରହିଥିବା ଅନୁମାନ କରାଯାଉଛି । ଗୋପାଳପୁରରେ ଥିବା ଡପଲର ରାଡାରରେ ଏହି ବାତ୍ୟା ଉପରେ ନଜର ରଖାଯାଇଛି । ସମୁଦ୍ରରେ ଅଶାନ୍ତ ରହିଛି । ସେହିପରି ଗୋପାଳପୁରଠାରେ ମଧ୍ୟ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ବେଗରେ ପବନ ବୋହୁଛି ।

Tags: