ପେଣ୍ଠକଟା ବସ୍ତିରେ ପଶିଲା ପାଣି

Spread the News

ଶୁକ୍ରବାର ସକାଳୁ ଉଗ୍ର ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ‘ଫନି’ l ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। 

ପୁରୀରେ ଘଣ୍ଟାପ୍ରତି ପବନର ବେଗ 175 କିଲୋମିଟର ।  ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ଅନୁମାନ କରାଯାଉଛି। ଏହା ଯେକୌଣସି ସମୟରେ ଲ୍ୟାଣ୍ଡଫଲ କରିପାରେ।

Tags: