Date: May 13, 2019

Total 20 Posts

ରୋଡ ଶୋ ବେଳେ ସନି ଦେଓଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

 ପଞ୍ଜାବର ଗୁରଦାସପୁର ଆସନର ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲ ସେମାବାର ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅମୃତସର-ଗୁରୁଦାସପୁର ଜାତୀୟ ରାଜପଥରେ ସନି ଦେଓଲ ଏକ ରୋଡ ଶୋ କରୁଥିବା ବେଳେ ଏହି ଦୁର୍ଘଟଣା

ସାଉଦି ଆରବର ଦୁଇ ତେଲ ବୋଝେଇ ଜାହାଜ ଉପରେ ଆକ୍ରମଣ

ଆମେରିକା ଓ ଇରାନରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ରବିବାର ସାଉଦି ଆରବର ବଡ଼ କ୍ଷତି ଘଟିଛି। କୁହାଯାଉଛି ଯେ ସଂଯୁକ୍ତ ଆରବ ଇମିରେଟ୍ସର ସମୁଦ୍ର ତଟବର୍ତ୍ତୀ ଫୁଜାଇରାରେ ସାଉଦି ଆରବର 2ଟି ତେଲ ଟ୍ୟାଙ୍କର ଜାହାଜ ଉପରେ ଆକ୍ରମଣ ହୋଇଛି।

10 ରେ ଓଡ଼ିଶା ଛୁଇଁବ ମୌସୁମୀ

ଆଗାମୀ 2 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍‌ଓ୍ୱେଭ୍‌ କଣ୍ଡିସନ୍‌ ନଥିବାରୁ ରାଜ୍ୟର ସମସ୍ତ ଅଂଚଳରେ ତାପମାତ୍ରା କମିବ । ତେବେ ଚଳିତ ବର୍ଷ 5 ତାରିଖରେ ମୌସୁମୀ କେରଳ ଓ 8 ରୁ 10 ତାରିଖରେ ଓଡିଶା ଛୁଇଁବାର ସମ୍ଭାବନା

ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେଲେ ଚନ୍ଦା କୋଚ୍ଚର

ବ୍ୟାଙ୍କ୍‌ ଋଣ ଜାଲିଆତି ଏବଂ କଳାଟଙ୍କା ଧଳା କରିଥିବା ଅଭିଯୋଗ ମାମଲାରେ ସମ୍ପୃକ୍ତ ହୋଇଥିବା ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ୍‌ ସିଇଓ ଚନ୍ଦା କୋଚ୍ଚର ସୋମବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ଧାର୍ଯ୍ୟ ସମୟ ଦିନ 11ଟା ବାଜିବାର ଅଳ୍ପ ସମୟ

ଫୋନି ଉଜାଡ଼ି ଦେଲା 20 ଲକ୍ଷ ଗଛ, ପୁନରୁଦ୍ଧାର ପାଇଁ ଲାଗିବ 20 ବର୍ଷ

ବାତ୍ୟା ଫୋନିରେ ପ୍ରାୟ 20 ଲକ୍ଷ ଗଛ ନଷ୍ଟ ହୋଇଛି । ଏହାକୁ ଭରଣା କରିବା ଲାଗି ଆହୁରି ପାଖାପାଖି 20 ବର୍ଷ ଲାଗିବ ।  ଗଛ ଗୁଡ଼ିକର ପୁରୁଦ୍ଧାର କରିହେବ କି ନାହଁ ସନ୍ଦେହ ବୋଲି କହିଛନ୍ତି ଜଙ୍ଗଲ ଓ

ବାତ୍ୟା ବିପନ୍ନଙ୍କୁ ପକ୍କାଘର ଦେବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ଫୋନିରେ ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ହନ୍ତସନ୍ତ ହେଉଛନ୍ତି ଗରିବ ଲୋକ । ବାତ୍ୟା ବିପନ୍ନଙ୍କୁ ପକ୍କାଘର ଯୋଗଇ ଦେବାପାଇଁ  ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ । ପିଏମଏୱାଇ ଯୋଜନାରେ ୫ ଲକ୍ଷ ପକ୍କା ଘର ଯୋଗାଇଦେବାପାଇଁ ଅନୁରୋଧ

୧ ହଜାର କିଲୋଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା ପିଏସୟୁ ସିଏସଆଇଆର ଫଣ୍ଡରୁ ଯୋଗାଇ ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା  ପାଇଁ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ ଲିଟର କିରୋସିନ ଯୋଗାଇଦେବା

କଏଦୀଙ୍କ ଜୀବନ ବଞ୍ଚାଇଲେ ମହିଳା କନେଷ୍ଟବଳ

ମାଲକାନଗିରି ଜିଲ୍ଲାର ଜଣେ ମହିଳା କନେଷ୍ଟବଳ  ରଶ୍ମିରାଣୀ ସତ୍ନାମ ରକ୍ତଦାନ କରି ଜଣେ ବିଚାରାଧୀନ କଏଦୀଙ୍କ ଜୀବନ ବଞ୍ଚାଇଛନ୍ତି । କଏଦୀ ରତନ ଭତ୍ରା ରକ୍ତହୀନତାର ଶିକାର ହୋଇ ଥିବା ଜାଣିବାକୁ ପାଇଥିଲେ ରଶ୍ମିରାଣୀ। ଏନେଇ ସେ ରବିବାର ଦିନ ସ୍ୱେଚ୍ଛାକୃତ

ଆଜିର ରାଶିଫଳ

ମେଷ: ଆଜି ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: