Date: May 14, 2019

Total 28 Posts

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ମେ’ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ସମ୍ପର୍କରେ ବୋର୍ଡର ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ‘ଫନି’ ପାଇଁ ମାଟ୍ରିକ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଛି। ତେବେ

କଳି ଯୁଗର ଅନ୍ତ ପୂର୍ବରୁ ଦେଖା ଦେବ ଏହି 5 ଲକ୍ଷଣ

ଭଗବାନ ବିଷ୍ଣୁଙ୍କ କଳକି ଅବତାର ବିଷୟରେ ଆପଣ ସମସ୍ତେ ଜାଣିଥିବେ, ଗ୍ରନ୍ଥ ଅନୁସାରେ ଏହା ବିଷ୍ଣୁଙ୍କର ଅନ୍ତିମ ଅବତାର ଅଟେ।ଯେବେ ପୃଥିବୀରେ ପାପ ଚରମ ସୀମାରେ ପହଞ୍ଚି ଯିବ ସେତେବେଳେ ସବୁ ଆଡେ ଅତ୍ୟାଚାର ଓ ଅଧର୍ମ ବଢିବାକୁ ଲାଗିବ। ସେହି

ବଦଳିପାରେ ଭାରତୀୟ ସେନା ପୋଷାକ

 ବଦଳିପାରେ ଭାରତୀୟ ସେନାର ପୋଷାକ | ଯବାନଙ୍କ ପୋଷାକକୁ ଅଧିକ ଆରାମଦାୟକ ଓ ସ୍ମାର୍ଟ କରିବାର ପ୍ରୟାସ ଏବେ ଆରମ୍ଭ ହୋଇଯାଇଛି | ଏଥିପାଇଁ ସେନା ମୁଖ୍ୟାଳୟ ପକ୍ଷରୁ ସେନାର ଅଧିକାରୀମାନଙ୍କୁ ପରାମର୍ଶ ମଗାଯାଇଛି | ମିଳିଥିବା ସୂଚନା ମୁତାବକ ସେନା

ଛାତ ପଡ଼ି 3 ଜଣଙ୍କ ମୃତ୍ୟୁ

 ଯୋଧପୁରର ପ୍ରୁଥିପୁର ଅଞ୍ଚଳରେ ଛାତ ଭୁଶୁଡ଼ିପଡ଼ିବାରୁ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି।  ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଯୋଧପୁରରେ ଏକ ଘରର ଛାତ ନିର୍ମାଣ ହୋଇଥିଲା | କୌଣସି କାରଣବଶତଃ ଏହି ଛାତଟି ଭୁଶୁଡିପଡିଥିଲା। ଆଉ ଛାତତଳେ 4 ଜଣ ଚାପି ହୋଇରହିଯାଇଥିଲେ

ଆଜିଠାରୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ ସୂର୍ଯ୍ୟ ମନ୍ଦିର 11ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଛି ।ହେଲେ ଏବେ ମେସିନ୍ ଟିକେଟ ଜରିଆରେ ନୁହେଁ ବରଂ ମାନୁଆଲ୍ ଟିକେଟରେ ମନ୍ଦିର ଭିତରକୁ  ପର୍ଯ୍ୟଟକଙ୍କୁ  ଯିବାକୁ ପଡ଼ୁଛି। ଗତ 3ତାରିଖରେ ବାତ୍ୟା ‘ଫନି’ ପ୍ରଭାବରେ

ପୁରୀ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ୬ଟି ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସ୍ଥିତି ପରକ୍ଷିଲେ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ ସ୍ୱାସ୍ଥ୍ୟସେବାର ସ୍ଥିତି ପରକ୍ଷିଛନ୍ତି ବିଭାଗର କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା । ଗାଁରେ ଥିବା ଆଶା କର୍ମୀଙ୍କ ସହ ଆଲୋଚନା କରି

3 ବର୍ଷର ଶିଶୁକୁ ଦୁଷ୍କର୍ମ

ଜମ୍ମୁ କଶ୍ମୀରର ବନ୍ଦୀପରା ଜିଲ୍ଲାର ସୁମ୍ଭଲ ଅଞ୍ଚଳରେ ଜଣେ 3 ବର୍ଷର ଶିଶୁ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାକୁ ନେଇ ଗୋଟିଏ ବିଛିନ୍ନତାବାଦୀ ସଂଗଠନ ପକ୍ଷରୁ ସୋମବାର ବନ୍ଦ ଡାକରା ପରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଇତେହାଦୁଲ ମୁସ୍ଲିମିନ୍‌

ଜଳୁଛି ସହର, ଲୋକେ ହନ୍ତସନ୍ତ

ତାତିରୁ ତ୍ରାହି ନାହିଁ। ଟିଟିଲାଗଡ଼ ବି ତତଲାଗଡ଼ରେ ପରିଣତ ହୋଇଛି। ଏଠାରେ ତାପମାତ୍ରା ଲଗାତାର ଭାବେ 44 ଡିଗ୍ରି ଉପରେ ରହୁଛି। ଏଥିସହ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହୋଇଥିଲା। 10ଟି ସହରର ତାପମାତ୍ରା 40 ଡିଗ୍ରି

ଆଜିର ରାଶିଫଳ

ମେଷ: ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ। ବୃଷ: ଆଜି ଆପଣଙ୍କ ସାମନାକୁ

ଅମୁହାଁ ଦେଉଳରେ ଖସୁଛି ପ୍ଲାଷ୍ଟର, କରାଯାଉନି ମରାମତି

ପୁରୀ ଶ୍ରୀମନ୍ଦିର ଭିତରେ ରହିଛି ଅମୁହାଁ ଦେଉଳ। ଏହି ଦେଉଳର ଦ୍ବାର ନାହିଁ। ଦେଖିବାକୁ ଅବିକଳ ବଡ଼ ଦେଉଳ ପରି। ଏହି ଦେଉଳ ପଛରେ ରହିଛି ଅନେକ କିମ୍ବଦନ୍ତୀ। ଏବେ ସେହି ଦେଉଳ ଦୁର୍ବଳ ହେବାରେ ଲାଗିଛି। ବାରମ୍ବାର ପ୍ଲାଷ୍ଟର ଖସୁଥିଲେ

ଅନିଶ୍ଚିତତା ଭିତରେ ମାଟ୍ରିକ ରେଜଲ୍ଟ

ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ପାଇଁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା। ଏବେ ଦ୍ବିତୀୟ ସପ୍ତାହ ପୂରିବାକୁ ବସିଲାଣି। ଫଳ ପ୍ରକାଶନର କୌଣସି ସୂଚନା ନାହିଁ। ଫଳ ପ୍ରକାଶନ ନେଇ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ତାରିଖ କହିପାରୁନାହାନ୍ତି। ଏହା