Date: May 20, 2019

Total 13 Posts

22 ଯାଏଁ ତାତିରୁ ନିସ୍ତାର ନାହିଁ

ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରଖିଛି। ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା 22 ଯାଏଁ ରହିବ ବୋଲି ଏସଆରସି ସୋମବାର ସୂଚନା ଦେଇଛନ୍ତି। ପଶ୍ଚିମ ଓଡ଼ିଶାର କିଛି ଜିଲାରେ

ଫନି ମୃତକଙ୍କ ପରିବାରକୁ ମିଳିବ 4ଲକ୍ଷ ଲେଖାଏଁ ସହାୟତା ରାଶି

ଫନି ପୁରୀ ଜିଲ୍ଲାକୁ ଧ୍ୱଂସବିଧ୍ୱଂସ କରିଦେଇଛି । ପୁରୀର ମୃତକଙ୍କ ପରିବାର ପାଇଁ ଆଜି ରାଜ୍ୟସରକାରଙ୍କ ପକ୍ଷରୁ ତହସିଲଦାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଓଡ଼ିଶାରେ ଫନି ତାଣ୍ଡବ ରଚିଛି । ପୁରୀକୁ ଛାରଖାର କରିଦେଇଛି ବାତ୍ୟା ଫୋନି ।

ଆସନ୍ତାକାଲି ଖୋଲିବ ନନ୍ଦନକାନନ

ଫନି ବାତ୍ୟା ପ୍ରଭାବରେ ବନ୍ଦ ପଡ଼ିଥିବା ରାଜ୍ୟର ସବୁଠାରୁ ବଡ଼ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଆସନ୍ତାକାଲିଠାରୁ ଖୋଲିବ। ବାତ୍ୟା ‘ଫନି’ ପରେ ଏହା ବନ୍ଦ ହୋଇଯାଇଥିଲା। ବୈଷୟିକ କମିଟିର ପରିଦର୍ଶନ ପରେ ନନ୍ଦନକାନନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଫନିର

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସୋମବାର ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ମଙ୍ଗଳବାର ସକାଳ 9ଟାରେ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଏହା ପ୍ରକାଶ ପାଇବ। ଏହାପରେ ଦିନ

ନାଥୁରାମ ଗଡସେ ମାମଲା: କମଲ ହାସନଙ୍କୁ ମିଳିଲା ଅଗ୍ରୀମ ଜାମିନ

ନାଥୁରାମ ଗଡସେଙ୍କୁ ନେଇ ବିବାଦୀୟ ବୟାନ ମାମଲାରେ ସୋମବାର ମକ୍କଲ ନିଧି ମୟମ (ଏମ୍‍ଏନ୍‍ଏମ) ଅଧ୍ୟକ୍ଷ ତଥା ଅଭିନେତା କମଲ ହାସନଙ୍କୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଅଗ୍ରୀମ ଜାମିନ ପ୍ରଦାନ କରିଛି। ନାଥୁରାମ ଗଡସେଙ୍କୁ ନେଇ କମଲ ହାସନଙ୍କ ବିବାଦୀୟ

ଏକଜିଟ୍ ପୋଲ୍ ଆକଳନକୁ ମିଛ କହିଲେ ମମତା

୨୦୧୯ ନିର୍ବାଚନ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ଆକଳନ ଏନଡିଏକୁ ବହୁମତ ଦେଇଥିବା ବେଳେ ଏକଜିଟ୍ ପୋଲ୍ ରିପୋର୍ଟ କଂଗ୍ରେସ ଏବଂ ବିରୋଧୀ ଦଳଙ୍କୁ ଦେଇଛି ବଡ ଝଟକା । ଅନ୍ୟପଟେ

ଜୀବନରେ ସଫଳ ହେବା ପାଇଁ ରାବଣର ଏହି ଉପଦେଶ ସର୍ବଦା ପାଳନ କରିବା ଉଚିତ୍

ରାବଣକୁ କେହି ବି ମଣିଷ ପସନ୍ଦ କରନ୍ତିନି। କାହିଁକି ନା ସେ ଥିଲା ବହୁତ ଖରାପ। ରାବଣ ନିଜ ଜୀବନରେ ଅନେକ ଖରାପ କାମ କରିଥିଲା ଯାହା ପାଇଁ ତାର ଅନ୍ତ ବହୁତ ଖରାପ ଭାବରେ ହୋଇଥିଲା। ହେଲେ କୁହାଯାଏ କି

ଆଜି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ତାରିଖ

ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ତାରିଖ ଘୋଷଣା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନଆରା ବେଗମ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାଟ୍ରିକ ଫଳ ପ୍ରକାଶ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ପ୍ରତିଦିନ ସକାଳୁ ଖାଆନ୍ତୁ ଗଜା ମୁଗ, ଶରୀରରେ ହେବ ଅଦ୍ଭୁତ ଶକ୍ତିର ସଞ୍ଚାର

ଆଜିକାଲିର  ବ୍ୟସ୍ତ ବହୁଳ ଜୀବନରେ ଲୋକ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରୁନାହାନ୍ତି। ଏହାର ଫଳ ସ୍ୱରୂପ ଅନେକ ରୋଗ ହୋଇଥାଏ। ଏଥିରୁ ଛୁଟକାରା ପାଇବା ପାଇଁ, ବଜାରରେ ଉପଲବ୍ଧ ଥିବା କେମିକାଲ୍ ଯୁକ୍ତ ଔଷଧ ସେବନ କରିଥାନ୍ତି।କିନ୍ତୁ ଆପଣ

ଆମେରିକାରେ ଘୂର୍ଣ୍ଣିଝଡ଼: ୭୦ ଲକ୍ଷ ଲୋକ ବିନା ବିଜୁଳିରେ ଜୀବନ କାଟୁଛନ୍ତି

ଆମେରିକାରେ ପ୍ରାୟ ୫୦ଟି ଘୂର୍ଣ୍ଣିଝଡ଼ ଆସିବାରୁ ଏଠାକାର ସ୍ଥିତି ଖରାପ ହୋଇଯାଇଛି। ଗତ ଶନିବାର ଏଠାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ଅଧିକାଂଶ ଘର, ଦୋକାନ ନଷ୍ଟ ହୋଇଯାଇଥିବା ବେଳେ ବଡ ବଡ ଗଛ ଉପୁଡି ପଡିଥିବା ସୂଚନା ମିଳିଛି। ଏହା ପ୍ରଥମେ ଘୂର୍ଣ୍ଣିବାୟୁର

ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ

ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ କଂଗ୍ରେସରେ ବିବାଦ । ନିଜ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି ଖୋଦ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ସିଦ୍ଧୁଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅମିରିନ୍ଦର । ଏକ