Date: May 21, 2019

Total 36 Posts

କର୍ପୁରର ଚମତ୍କାରିତା ଲାଭ

ଯେଉଁ ଭଳି କର୍ପୁରର ଉପଯୋଗ ଘରେ ପୂଜା ପାଠ ପାଇଁ ହୋଇଥାଏ, ଠିକ୍ ସେହିପରି କର୍ପୁରର ବ୍ୟବହାର ପ୍ରାଚୀନ କାଳରେ ନାନା ପ୍ରକାର ଉପାୟ କରିବାରେ କରାଯାଉଥିଲା । କର୍ପୁରର ବ୍ୟବହାର ଘରେ ପୂଜା ପାଠ ପାଇଁ ହୋଇଥାଏ  ଓ ଅଧିକାଂଶ

ଅରୁଣାଚଳରେ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣ: ଏନ୍‍ପିପି ବିଧାୟକଙ୍କ ସମେତ 11 ମୃତ

ଅରୁଣାଚଳପ୍ରଦେଶର ତିରପ ଜିଲାରେ ମଙ୍ଗଳବାର ବିଚ୍ଛିନ୍ନତାବାଦୀମାନେ ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଏନ୍‍ପିପିର ବିଧାୟକ ତିରୋଙ୍ଗ ଆବୋହଙ୍କ ସମେତ 11 ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ବିଧାୟକଙ୍କ ଦୁଇ ଜଣ ପିଏସ୍‍ଓ (ସୁରକ୍ଷା ଅଧିକାରୀ) ସହିଦ ହୋଇଛନ୍ତି। ଜଣେ ପିଏସ୍‍ଓଙ୍କୁ

ମାଟ୍ରିକ୍‌ ପରୀକ୍ଷାରେ ଫେଲ୍ ହୋଇ ଜୀବନ ହାରିଲେ ଛାତ୍ର

ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେନି ବୋଲି ଜଣେ ଦଶମ ଶ୍ରେଣୀ ଛାତ୍ର ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲାର ବସ୍ତା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରିପୋର୍ଟ ଅନୁସାରେ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲର ଛାତ୍ର ଶଙ୍କର୍ଷଣ

ଗୋଡ଼ରେ କଳା ସୂତା ବାନ୍ଧିଲେ କ’ଣ ଲାଭ ହୁଏ ଜାଣନ୍ତୁ

ହିନ୍ଦୁ ଧର୍ମରେ ବିଭିନ୍ନ ରଙ୍ଗର ସୂତାର ରହିଥାଏ ଅନେକ ମହତ୍ଵ। ଏହି ସବୁ ସୂତାର ଆମ ଜୀବନରେ ଏହାର ପ୍ରଭାବ ଅନେକ ରହିଥାଏ. ଆଜି ଆମେ ଆଲୋଚନା କରିବା କଳା ସୂତା ମହତ୍ବ ସମ୍ପର୍କରେ। କଳା ସୂତା ବାନ୍ଧିଲେ ଆମକୁ ବିଭିନ୍ନ

ବିଶ୍ୱକପ୍‌ ପାଇଁ ଆଜି ଇଂଲଣ୍ଡ ଗସ୍ତ କରିବ ଭାରତୀୟ ଟିମ୍‌

ଭାରତୀୟ କ୍ରିକେଟ୍‌ ଟିମ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ପାଇଁ ମଙ୍ଗଳବାର (ମେ’ ମାସ 21)ରେ ଇଂଲଣ୍ଡ ଗସ୍ତ କରୁଛି। ବିଶ୍ୱକପ୍‌ ମେ’ ମାସ 30ରୁ ଇଂଲଣ୍ଡରେ ଆରମ୍ଭ ହେବ। ଏଥିରେ ଭାରତ ସମେତ ମୋଟ 10ଟି

କ୍ରମାଗତ ଦ୍ୱିତୀୟ ଥର ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତି ହେଲେ ଜୋକୋ ୱିଡୋଡୋ

ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ଜୋକେ ୱିଡୋଡୋ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡୋନେସିଆ ପାର୍ଟି ଅଫ ଷ୍ଟ୍ରଗଲର ସଦସ୍ୟ ୱିଡୋଡୋ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାବୁୟାଁତୋଙ୍କୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ପରାଜିତ

ଦଳୀୟ କର୍ମୀଙ୍କ ସକାଶେ ଅଡିଓ କ୍ଲିପ୍‌ ଜାରି କଲେ ପ୍ରିୟଙ୍କା ଗାନ୍ଧୀ

ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ଅସ୍ୱୀକାର କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ୨୦୧୯ରେ ପୁଣି ଥରେ ଏନ୍‌ଡିଏ ସରକାର ଗଠନ କରିବା କଥାକୁ ପ୍ରିୟଙ୍କା ଗ୍ରହଣ କରିନାହାନ୍ତି। ସୋମବାର ପ୍ରିୟଙ୍କା ଏକ ଅଡିଓ ମେସେଜ୍‌ ରିଲିଜ୍‌ କରି କଂଗ୍ରେସର କର୍ମୀମାନଙ୍କୁ ଏକ୍‌ଜିଟ୍‌

ବିଦ୍ୟୁତ ପାଇଁ ଆଜି ପିପିଲି-କୋଣାର୍କ ରାସ୍ତା ରୋକ

ବାତ୍ୟା 19ଦିନ ପରେ ବି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସୁଚାରରୂପେ କାର୍ଯ୍ୟକାରୀ ହୋଇପାରିନାହିଁ । ଯାହାକୁ ନେଇ ଆଜି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଲୋକେ । ବିଦ୍ୟୁତ ପାଇଁ ଆଜି ପିପିଲି-କୋଣାର୍କ ରାସ୍ତାର ଗୋପ ତହସିଲ ଛକ ନିକଟରେ

୮୨ଟି ବିଦ୍ୟାଳୟରେ ରେଜଲଟ୍ ଶୂନ: ଗଣଶିକ୍ଷା ସଚିବ

ଚଳିତ ବର୍ଷର ମାଟ୍ରିକ  ପାସ୍ ହାର ରହିଛି ୭୦.୭୮%।  ଗ୍ରେଡ  A1ରେ ୧୧୮୧, A2ରେ ୯୯୩୮ ଓ  B1ରେ୨୪୯୯୧  ଉତ୍ତୀର୍ଣ୍ଣ ହୋଇଛନ୍ତି।  ସେହିପରି ଗ୍ରେଡ  B2ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଗତ ବର୍ଷ ତୁଳନାରେ ଏଥର ପାସ୍

୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

 ଓଡିଶା ସଡକ ରାଜ୍ୟ ପରିବହନ ନିଗମ ଭଞ୍ଜନଗର ଶାଖା କର୍ମଚାରୀଙ୍କୁ ୭ ମାସର ଦରମା ପ୍ରଦାନ କରିବା ଦାବିରେ ଆଜି ଭଞ୍ଜନଗରରେ ବନ୍ଦ ଡାକରା ଦିଆଯାଇଛି | ଏହା ସହ ଭଞ୍ଜନଗର ୟୁନିଟକୁ ଅନ୍ୟତ୍ର ସ୍ଥାନାନ୍ତର ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଦାବିରେ

ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ

 କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶପାଇବା ପରେ ଟ୍ଵିଟରରେ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା