Date: May 24, 2019

Total 26 Posts

ଦଳ ଓ ପଦରୁ ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’

 ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ନିଜ କଂଜରଭେଟିଭ ଦଳରୁ ଇସ୍ତଫା ଦେବୋକୁ ନିଷ୍ପତ୍ତି ନେଇଥିବା ଶୁକ୍ରବାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଜୁନ ୭ ତାରିଖରେ ସେ ଓ ଦଳ ଓ ଦଳୀୟ ପଦରୁ ଇସ୍ତଫା ଦେବେ। ପ୍ରଧାନମନ୍ତ୍ରୀ ପଦର କାର୍ଯ୍ୟଭାର

ଓଡ଼ିଶା ଅଣାଯିବ କଳ୍ପନାଙ୍କ ମୃତଦେହ

ରାଜ୍ୟର ପ୍ରଥମ ଏଭରେଷ୍ଟ ଅରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଓଡ଼ିଶାକୁ ଅଣାଯିବ। ଶୁକ୍ରବାର ରାଜ୍ୟ କ୍ରୀଡ଼ା ସଚିବ ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି। ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ

ମୋଦିଙ୍କ ଏହି ମ୍ୟାଜିକ୍, 2ଥର ପାଇଁ ଗାଦି ହାସଲ କଲା ବିଜେପି

ଲୋକସଭା ନିର୍ବାଚନ 2019 ର ଜନାଦେଶ ଆସିଯାଇଛି , ଯେଉଁଥିରେ ବିଜୟର ମୁକୁଟ ପିନ୍ଧିଛନ୍ତି ନରେନ୍ଦ୍ର ମୋଦି । ପୁଣିଥରେ ଦିଲ୍ଲୀରେ ଗାଦି ସମ୍ଭାଳିବେ ମୋଦି । ନିର୍ବାଚନ ପ୍ରଚାର ରାଲିରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରବାଦ,ବିକାଶ ଏବଂ ହିନ୍ଦୁତ୍ୱ ଭଳି ବିଷୟକୁ

କ’ଣ ଦେଖି ଝିଅକୁ ବୋହୂ କଲେ ଘର ଉଜ୍ଜଳ ହୁଏ

ଏହି ସବୁ ଗୁଣ ଦେଖି ଝିଅକୁ ବୋହୂ କଲେ ଘର ଉଜ୍ଜଳ ହୁଏ। ଘରକୁ ଗୋଟେ ବୋହୂ ଆଣିବା ଆଗରୁ ଏହି ସବୁ କଥା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। କାହିଁକି ନା ଗୋଟେ ସେହି ଝିଅ ବିବାହ ପରେ ଆପଣଙ୍କ

ପରାଜୟ ପରେ ଦଳୀୟ ପଦରୁ ଇସ୍ତଫା ଦେଲେ ରାଜ ବବର

କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜକୁ ଦାୟୀ କରିଛନ୍ତି । ହେଲେ ଦଳର କିଛି ବରିଷ୍ଠ ନେତା ଏହି ପରାଜୟ ପାଇଁ ନିଜକୁ ଦୋଷୀ ମନେ କରି ଗୁରୁତ୍ବପୂର୍ଣ୍ଣ ପଦବୀରୁ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି

ଆଲିୟା ହାସଲ କଲେ ‘ମୋଷ୍ଟ ଡିଜାୟରେବଲ ୱିମେନ 2018’ ଟାଇଟଲ

ଖୁବ୍‍ କମ୍‍ ଦିନରେ ଅନେକ ସଫଳତା ହାସଲ କରିଥିବା ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ ‘ମୋଷ୍ଟ ଡିଜାୟରେବଲ ୱିମେନ 2018’ ଟାଇଟଲ୍‍ ନିଜ ନାଁରେ କରିଛନ୍ତି। ଆଲିୟା ବଲିଉଡ଼ର ଅନେକ ଲୋକପ୍ରିୟ ଅଭିନେତ୍ରୀଙ୍କୁ ପଛରେ ପକାଇ ଏହି ଟାଇଟଲ ହାସଲ କରିଛନ୍ତି।

ଶପଥ ନେଲେ ସୁପ୍ରିମକୋର୍ଟର 4 ନୂଆ ବିଚାରପତି

ସୁପ୍ରିମକୋର୍ଟର 4 ନୂଆ ବିଚାରପତି ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ନିର୍ଦ୍ଧାରିତ ସଂଖ୍ୟା (31) ପୂର୍ଣ୍ଣ ହୋଇଛି। ଏହି ନୂଆ

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର

ଦ୍ୱିତୀୟ ଥର ପାଇଁ ଦେଶର ଶାସନ ଡୋରି ଧରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା ସଚିନ ତେନ୍ଦୁଲକର ଟ୍ଵିଟର୍‌ ଜରିଆରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।  ସେ ଟ୍ଵିଟ୍‌ କରି ଲେଖଇଛନ୍ତି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ହୃଦୟ ଭରା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ : ବୈଜୟନ୍ତ ପଣ୍ଡା

୨୦୧୯ ନିର୍ବାଚନରେ  ପୁଣି ଥରେ ବାଜିମାତ କରିଛି ବିଜେଡି । ଆଉ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆସନ୍ତା ସୋମବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ସେ

ଦନ୍ତା ଆକ୍ରମଣର ଶିକାର ହେଲେ ଜଣେ ବୃଦ୍ଧା

ପୁଣି ଦନ୍ତା ଆକ୍ରମଣର ଶିକାର ହେଲେ ଜଣେ ବୃଦ୍ଧା । ଶୁକ୍ରବାର ସକାଳେ ଗଦାଶିଳା ସେକ୍‌ସନ୍‌ କାଉଁରିଆପାଳ ବିଟ୍‌ ଅନ୍ତର୍ଗତ ବଳରାମପୁର ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଗୋଟାଏ ଦନ୍ତାହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତି ହେଉଛନ୍ତି

112 ବିଧାନସଭାରେ ବାଜିଲା ଶଙ୍ଖ

ଗଣତନ୍ତ୍ର ମାହାପର୍ବର ଗତକାଲି ଅବସାନ ହୋଇଛି । ରାଜ୍ୟରେ ବହୁ ହେଭିଓ୍ୱେଟ୍‌ ନେତାଙ୍କ ଗାଦି ଚାଲିଯାଇଥିବା ବେଳେ କିଛି ନେତା ସମ୍ଭାବ୍ୟ ଜିତିବା ପରିସ୍ଥିତିରେ ଥାଇ ମଧ୍ୟ ଜିତିପାରି ନାହାନ୍ତି । ଅନ୍ୟପଟେ ବିଭିନ୍ନ ଦଳରେ ନୂଆକରି ପ୍ରାର୍ଥୀ ହୋଇଥିବା ନେତା