Date: August 23, 2019

Total 6 Posts

ଲଜ୍ଜା : 5 ଶ୍ରେଣୀ ନାବାଳିକାକୁ 60 ବର୍ଷୀୟ ବୃଦ୍ଧର ଦୁଷ୍କର୍ମ

କିଛି ପୁରୁଷର କିତ୍ସିତ ମାନସିକତା ପାଇଁ  ପୁଣି ଲଜ୍ଜା । ଜିଲ୍ଲାର ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଜନୈକା ନାବାଳିକାଙ୍କୁ 60ବର୍ଷ ବୟସ୍କ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ

ପି. ଚିଦାମ୍ୱରମଙ୍କ ଏକ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସିବିଆଇ ଦ୍ୱାରା ଗିରଫ ହୋଇଥିବା ପି. ଚିଦାମ୍ୱରମଙ୍କ ଏକ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଅଗ୍ରୀମ୍ ଜାମିନ୍ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପି. ଚିଦାମ୍ୱରମ୍। ବିଚାରପତି

ପାକିସ୍ତାନୀ ରେଳମନ୍ତ୍ରୀଙ୍କୁ ଲଣ୍ଡନରେ ଅଣ୍ଡାମାଡ଼

ନିଜର ବିବାଦୀୟ ବୟାନ ଯୋଗୁଁ ସବୁବେଳେ ଚର୍ଚ୍ଚାର ପରିସରରେ ରହି ଆସିଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରଶିଦଙ୍କୁ ଲଣ୍ଡନରେ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଛି । ଲଣ୍ଡନରେ କେହି ଜଣେ ବ୍ୟକ୍ତି ରଶିଦଙ୍କ ଉପରକୁ ଅଣ୍ଡାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା

ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ସାରା ଭାରତରେ ପାଳନ ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ପୌରାଣିକ କଥାବସ୍ତୁ ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ

ଛାତ୍ର ସଂସଦ ନିର୍ବାଚନ ବନ୍ଦ

ଏ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ। ଛାତ୍ରଛାତ୍ରୀ ସିଧାସଳଖ ସେମାନଙ୍କ ନେତା ବାଛି‌ବେ ନାହିଁ। ବରଂ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଛାତ୍ର ପ୍ରତିନିଧି ବଛାଯିବେ। ଗତକାଲି ଡିଗ୍ରି କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ନିର୍ବାଚନ ବନ୍ଦ ଲାଗି ଅଧିକାଂଶ ଅଧ୍ୟକ୍ଷ ମତ

ଆଜିର ରାଶିଫଳ

ମେଷ: ଆଜି ଆପଣ ଊର୍ଜା ଓ ପ୍ରେରଣାରେ ଭରି ରହିବେ। ବହୁ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ।