Date: August 27, 2019

Total 16 Posts

ଯଦି ବିମାନରେ ଯାତ୍ରା କରୁଛନ୍ତି ତେବେ ଜାଣନ୍ତୁ ଏହି ସବୁ ଗୁରୁତ୍ବପୂର୍ଣ୍ଣ କଥା

ବିମାନରେ ଯାତ୍ରା କରିବା ଏକ ଅତ୍ୟନ୍ତ ସୁଖଦାୟକ ଅନୁଭବ ସହ ମଜାଦାୟକ ରହିଥାଏ। କାରଣ ବିମାନରେ ଆପଣଙ୍କୁ ଅନେକ ସୁବିଧା ଦିଆଯାଇଥାଏ ଏବଂ ଆପଣଙ୍କ ସେବା ପାଇଁ ବିମାନରେ ପରିଚାରକ ରହିଥାଆନ୍ତି। କିନ୍ତୁ ଏପରି କେତେକ ଜିନିଷ ରହିଛି ଯାହା ଆପଣ

ଚାକିରୀ ପାଇବାରେ ବିଫଳ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ନିଯୁକ୍ତି ଚାଲିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପରୀକ୍ଷାର୍ଥୀ । ରାଉରକେଲାରେ ଚାଲିଥିଲା ପାରା ମିଲିଟାରୀ ଫୋର୍ସ କନେଷ୍ଟବଳ ନିଯୁକ୍ତି ପାଇଁ ଶାରୀରିକ ଚୟନ ପ୍ରକ୍ରିୟା । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ବଲାଙ୍ଗିରର ଅରବିନ୍ଦ

ଭଙ୍ଗାଘରେ କାଳ କାଟୁଛନ୍ତି ବିଜୁବାବୁଙ୍କ ସାରଥୀ ଓ ସହଯୋଗୀ ପୂର୍ବତନ ବିଧାୟକ

ସେ ଥିଲେ କଳିଙ୍ଗ ପୁତ୍ର ବିଜୁବାବୁଙ୍କ ସାରଥୀ। ଏକଦା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡ୍ରାଇଭରରୁ ବିଧାୟକ ସାଜି ବହୁ ଦୁଃସାହସିକ କାର୍ଯ୍ୟ ଏବଂ ଉନ୍ନତ ଚିନ୍ତାଧାରା ପାଇଁ ସେ ପାଲଟିଥିଲେ ଅନ୍ୟତମ ହିରୋ। ହେଲେ ଏବେ କିନ୍ତୁ ବୟସ କଟୁଛି ଦୁର୍ଦ୍ଦିନରେ।

ଏଥର ଆଗୁଆ ହେବ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ନେଇ ଗତଥର ସମାଲୋଚନାର ଶିକାର ହେବା ପରେ ଏଥର ଆଗୁଆ ପଦ‌କ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୨୦୨୦ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆଗୁଆ କରାଯିବ। ପ୍ରତିବର୍ଷ ଜାନୁଆରି ୨୦ରୁ

ପାରା ବ୍ୟାଡ୍‌ମିଣ୍ଟନ୍‌ ବିଶ୍ୱ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ପ୍ରଦାନ କଲା କେନ୍ଦ୍ର କ୍ରୀଡ଼ା ବିଭାଗ

ସୁଇଜରଲ୍ୟାଣ୍ଟରେ ଖେଳାଯାଇଥିବା ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ରେ ଦୁଇ ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ସହିତ ପୁରସ୍କାର ରାଶି ବାବଦକୁ

ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦିଲ୍ଲୀ ଗସ୍ତ

ଆସନ୍ତା ସେପ୍ଟେମ୍ବର ମାସରେ ଉଗାଣ୍ଡା ରାଜଧାନୀ କାମ୍ପାଲାଠାରେ ୬୪ ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ବୈଠକରେ ସବୁ ରାଜ୍ୟର ବିଧାନସଭା ବାଚସ୍ପତିମାନେ ଯୋଗଦେବେ। ରାଜ୍ୟଗୋଷ୍ଠୀ ସମ୍ମିଳନୀ ବୈଠକ ସମ୍ପର୍କରେ ସୂଚନା ପାଇଁ ୨୮ ତାରିଖରେ ଲୋକସଭା ବାଚସ୍ପତି ଓମ୍

ୟୁପିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୨ ମୃତ, ୫ ଗୁରୁତର

ଉତ୍ତରପ୍ରଦେଶର ଶାହାଜାହାନପୁର ଠାରେ ଆଜି (ମଙ୍ଗଳବାର) ସକାଳେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଜଣ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁଇଟି

ସେପ୍ଟେମ୍ବର ୨ୟ ସପ୍ତାହରେ ଭାରତ ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ଭାରତ କିଣିବ ଅତ୍ୟାଧୁନିକ ମିସାଇଲ, ଆଓ୍ଵାକସ ସିଷ୍ଟମ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନଥିଲେ ମଧ୍ୟ ସେ ସେପ୍ଟେମ୍ବର ୭ କିମ୍ବା ୮ ତାରିଖରେ ଆସିବାର ସମ୍ଭାବନା ରହିଛି ।

ଅରୁଣ-ଜେଟଲିଙ୍କ-ନାମରେ-ନାମି

ଭାରତୀୟ ଜନତା ପାର୍ଟି (ବିଜେପି)ର ଦିଗ୍ଗଜ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲିଙ୍କୁ ଶ୍ରଦ୍ଧା, ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମକୁ ସ୍ୱର୍ଗତ ଜେଟଲିଙ୍କ ନାମରେ ନାମିତ କରିବା ପାଇଁ

ବାୟୁସେନାରେ ଆପାଚି ଗାର୍ଡିଆନ୍‌ ଲଢ଼ୁଆ ହେଲିକପ୍ଟର ସାମିଲ ହେବା ଅବସରରେ ସେପ୍ଟେମ୍ବର ୩ରେ ମିଗ୍‌ ୨୧ ଉଡ଼ାଇବେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନିକଟରେ ବୀରଚକ୍ର ସମ୍ମାନରେ ସମ୍ମାନିତ ଭାରତୀୟ ବାୟୁସେନାର ଚର୍ଚ୍ଚିତ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଲଢ଼ୁଆ ମିଗ୍‌ ୨୧ ବିମାନ ଉଡ଼ାଇବେ। ସେପ୍ଟେମ୍ବର ୩ ତାରିଖରେ ଭାରତୀୟ ବାୟୁସେନାରେ ବୋଇଂ ଏଏଚ୍‌-୬୪ଇ ଆପାଚି ଗାର୍ଡିଆନ୍‌ ଲଢ଼ୁଆ

ସିବିଆଇକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଚିଦମ୍ବରମ୍‌, ସବୁ ପ୍ରଶ୍ନର ସମାନ ଉତ୍ତର ‘ମୋର ମନେ ନାହିଁ’

ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ହାଜତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମଙ୍କୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ (ଇଡି) ଗିରଫ କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି