Date: August 31, 2019

Total 16 Posts

ଅନଲାଇନରେ ରେଳ ଟିକେଟ ବୁକିଂ କାଲିଠୁ ହେବ ମହଙ୍ଗା

ସେପ୍ଟେମ୍ବର ୧ ତାରିଖଠାରୁ ଅନଲାଇନରେ ଟ୍ରେନ ଟିକେଟ ବେୁକିଂ କରୁଥିବା ଯାତ୍ରୀଙ୍କୁ ଦେବାକୁ ପଡିବ ସର୍ଭିସ ଚାର୍ଜ ବା ସେବା ଶୁଳ୍କ। ଅଗଷ୍ଟ ୩୦ ତାରିଖରେ ଆଇଆରସିଟିସି(IRCTC) ଦ୍ବାରା ଜାରି ହୋଇଥିବା ନିୟମ ଅନୁସାରେ, ପୁଣି ସର୍ଭିସ ଚାର୍ଜ ଲାଗୁ କରାଯିବ, 

୬ ଅଧିକାରୀ ବରଖାସ୍ତ,୪ଜଣଙ୍କ ପେନ୍‌ସନ୍‌ ବନ୍ଦ

ଦୁର୍ନୀତି ଅଭିଯୋଗରେ 6 ଅଧିକାରୀ ବରଖାସ୍ତ ଏବଂ 4 ଜଣଙ୍କର ପେନସନ ବନ୍ଦ । ଏମିତି କଡା ନିର୍ଦେଶ ଦେଇଛି ମୁଖ୍ୟଣନ୍ତ୍ରୀଙ୍କ କାର୍ଯ୍ୟାଳୟ । ବରଖାସ୍ତ ହୋଇଥିବା ଅଧିକାରୀମାନେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ । ବରଖାସ୍ତ ହୋଇଥିବା ଅଧିକାରୀମାନେ

ସିନିଅରଙ୍କୁ ପାଣିରେ ବୁଡ଼ାଇ ଜୁନିଅର ମାଡ଼ ମାରିଥିବା ଅଭିଯୋଗ

ବାଲେଶ୍ୱର ଜିଲ୍ଲା ରସାଳପୁର ଯଦୁନାଥ କଲେଜରେ ମାର୍‌ପିଟ ଭିଡିଓ ଭାଇରାଲ ।  ସିନିଅର ଛାତ୍ରଙ୍କୁ ଜୁନିଅର ଛାତ୍ର ପାଣିରେ ବୁଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । +୩ ଶେଷ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଛନ୍ତି +୨ର କିଛି ଛାତ୍ର । 

ରାନୁ ମଣ୍ଡଲ ଦେଖିବାକୁ ଅସୁନ୍ଦର : ଝିଅ ଛାଡ଼ିଥିଲେ ରେଲଓ୍ବେ ଷ୍ଟେସନରେ

ଯିଏ କିଛି ସମୟ ପୂର୍ବରୁ ରେଲଓ୍ବେ ଷ୍ଟେସନରେ ଗୀତ ଗାଉଥିଲେ ସେ ଆଜି କୋଟି କୋଟି ଜନତାଙ୍କ ମଧ୍ୟରେ ନିଜ ପାଇଁ ଏକ ସ୍ବତସ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏକଥା ତ ଆପଣମାନେ ସମସ୍ତେ ଜାଣିଥିବେ ଯେ ମଣିଷକୁ ଆଜିକାଲି ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ସ୍ୱାୟତ୍ତ ଶାସନ ଗିଫ୍ଟ

ଆଜି ସ୍ୱାୟତ୍ତ ଶାସନ ଦିବସରେ ସହରାଞ୍ଚଳ ପାଇଁ ବିକାଶର ନୂଆ ସଂକଳ୍ପ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଥିବା ସହରାଞ୍ଚଳର ସମସ୍ତ ୨୦୩୫ ଯାକ ୱାର୍ଡକୁ ମୁଖ୍ୟମନ୍ତ୍ରୀ ଶୁଭଦୃଷ୍ଟି ପକାଇଛନ୍ତି । ଏଣିକି ସବୁ ୱାର୍ଡରେ ୱାର୍ଡ ଅଫିସ

ବଢ଼ିଲା ଆଧାର ଲିଙ୍କର ସମୟ ସୀମା

ବଢ଼ିଲା ଆଧାର ଲିଙ୍କର ସମୟ ସୀମା। ରାସନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧିକୁ ସେପ୍ଟେମ୍ୱର ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି। ଲିଙ୍କ କରିବା ପାଇଁ ଆଜି ଶେଷ ତାରିଖ ଥିବା ବେଳେ ସମୟ ସୀମାକୁ ରାଜ୍ୟ ସରକାର ବଢାଇ

ବେତନ ଦେବାକୁ ସଂଘର୍ଷ କରୁଛି ବିଏସ୍‌ଏନ୍‌ଏଲ୍‌

ରାଷ୍ଟ୍ରାୟତ୍ତ ଦୂରସଂଚାର କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଏହାର କର୍ମଚାରୀଙ୍କୁ ବେତନ ଦେବା ଲାଗି ଗତ କିଛିମାସ ହେଲା ସଂଘର୍ଷ କରୁଛି। କର୍ମଚାରୀମାନଙ୍କ ଅଗଷ୍ଟ ମାସର ବେତନ ଆଜି (୩୦ ତାରିଖ)ଦେବାରେ ଅସମର୍ଥ ହୋଇଛି। କର୍ମଚାରୀଙ୍କ ବେତନ ଆଜି

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଖୁବ୍‌ ଶୀଘ୍ର ଜମ୍ମୁ-କଶ୍ମୀରରେ ଚାଲିବ ମେଟ୍ରୋ ଟ୍ରେନ୍‌

ଖୁବ୍‌ ଶୀଘ୍ର ଜମ୍ମୁ-କଶ୍ମୀରରେ ଚାଲିବାକୁ ଯାଉଛି ମେଟ୍ରୋ ଟ୍ରେନ୍‌ । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅନ୍ୟ ବଡ଼ ବଡ଼ ସହର ଭଳି ଜମ୍ମୁ-କଶ୍ମୀରକୁ ମଧ୍ୟ ମେଟ୍ରୋ ଟ୍ରେନ୍‌ର ସୁବିଧା ଦିଆଯିବ । ଧାରା ୩୭୦ ଉଚ୍ଛେଦ ହେବା

ରବିବାରଠାରୁ ଲାଗୁ ହେବ ନୂଆ ମୋଟର ଯାନ ଆଇନ, ଜାଣନ୍ତୁ..କେଉଁ ନିୟମ ଉଲ୍ଲଙ୍ଘନ କଲେ କେତେ ଜରିମାନା ଦେବେ

ଆସନ୍ତା କାଲିଠାରୁ ସାରା ଦେଶରେ ଲାଗୁ ହେବ ନୂଆ ମୋଟର ଯାନ ଆଇନ । ସଂସଦର ଗତ ବଜେଟ ଅଧିବେଶନରେ ଏହି ବିଲଟି ସଂସଦର ଉଭୟ ଗୃହ ଓ ପରେ ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଆଇନରେ ପରିଣତ ହୋଇଥିଲା । ଏହି

କାଶ୍ମୀର ଲୋକଙ୍କୁ ଧମକ ଦେଲେ ହିଜବୁଲ ମୁଜାହୀଦ୍ଦିନ

ଜମ୍ମୁ-କାଶ୍ମରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାଶ୍ମରର ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଇଆସୁଥିବା ବେଳେ ଆତଙ୍କବାଦୀ ଗୋଷ୍ଠୀ ସେଠାରେ ଅଶାନ୍ତି ବାତାବରଣ ସୃଷ୍ଟି କରୁଛନ୍ତି। ଜମ୍ମୁ-କାଶ୍ମୀରର ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିବା

କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୮ମୃତ, ୧୫ ଗୁରୁତର

ମହାରାଷ୍ଟ୍ର ଧୁଲେ ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ର୍ଟିରେ ବିସ୍ଫୋରଣ ହୋଇ ଭୟାବହ ଅଗ୍ନିକାଣ୍ଡ ହୋଇଛି । ବିସ୍ଫୋରଣ ଫଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଗୁରୁତର ହୋଇଛନ୍ତି । ଫ୍ୟାକ୍ଟ୍ରିରେ ଥିବା ସିଲିଣ୍ଡର ବ୍ଲାଷ୍ଟ ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା