Date: September 18, 2019

Total 18 Posts

ଲଭ-ସେକ୍ସ-ଧୋକା, ବୟଫ୍ରେଣ୍ଡ କରିଥିଲେ ହତ୍ୟା !

 ଲଭ-ସେକ୍ସ- ଧୋକା ପରେ ହତ୍ୟା। ଏବେ ରାଜ୍ୟରେ ହଇଚଇ ସୃଷ୍ଟିକରିଛି ବିଲୁଆଖାଇର ହତ୍ୟାକାଣ୍ଡ । ଏବେ ଷ୍ଟାଫ୍‌ ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉକ୍ତ ନଦୀପଠାରୁ ଏକ ଅଖା ଭିତରୁ ମିଳିବା ନେଇ ସସପେନ୍ସ ଜାରି ରହିଥିବା ବେଳେ ନିହାରିକାଙ୍କ ଭଣୋଇ

ପତ୍ନୀର ନାକ କାଟିଦେଲେ ସ୍ୱାମୀ, ତା ପରେ …

 କଥାରେ ଅଛି ରୋଷେଇ ଘରେ ବାସନ ରହିଲେ ଶବ୍ଦ ହେବ ନିଶ୍ଚିତ । ସେମିତି ପରିବାରରେ ସ୍ୱାମୀ ସ୍ତ୍ରୀଙ୍କ ଝଗଡା ସ୍ୱଭାବିକ କଥା । ତେବେ ଆମେ ଏପରି ଜଣେ ଦମ୍ପତିଙ୍କ କଥା କହିବାକୁ ଯାଉଛୁ ତାହା ଜାଣିଲେ ଆଶ୍ଚର୍ଯ୍ୟ  ହେବେ

ଶିକ୍ଷାମନ୍ତ୍ରୀଙ୍କ ଅଚାନକ ଗସ୍ତ, 10ଟା 40 ବେଳକୁ ଆସିନାହାନ୍ତି ସାର୍

ଶିକ୍ଷାପ୍ରତି ରାଜ୍ୟସରକାର ପ୍ରାଧାନ୍ୟ ଦେଉଥୁିବା ବେଳେ ତାର ପ୍ରକୃତ ତଥ୍ୟ ଭିନ୍ନ । ସମୟ ଜ୍ଞାନ ଭୁଲିଯାଉଛନ୍ତି ଶିକ୍ଷକ । ସମୟ ସକାଳ 10ଟା 40 ମିନିଟ୍‌ ବେଳକୁ  ବାଲିଅନ୍ତା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖାଲି ପଡିଥିଲା । କୌଣସି

ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶକୁ ପଣ୍ଡ କଲେ ଭାରତୀୟ ସେନା, ଦେଖନ୍ତୁ ଭିଡିଓ

ଭାରତରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡକରିଛନ୍ତି ଭାରତୀୟ ସେନା । ଜମ୍ମୁ-କାଶ୍ମୀରର ଏଲଓସିରେ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ପାକିସ୍ତାନ ବର୍ଡର ଆକ୍ସନ ଟିମ ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ

ଅଯୋଧ୍ୟା ଜମି ବିବାଦ ମାମଲା : ସୁୁପ୍ରିମକୋର୍ଟ ଦେଲେ ଡେଡଲାଇନ୍, ପଢନ୍ତୁ ପୁରା ରିପୋର୍ଟ

ଅକ୍ଟୋବର 18 ତାରିଖ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ କରିବା ପାଇଁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ସମୟ ମଧ୍ୟରେ ମାମଲାର ପକ୍ଷମାନେ ନିଜ ନିଜ ଭିତରେ ଆପୋଷ ଆଲୋଚନା କରିବାକୁ କିମ୍ବା

କ୍ଷେପଣାସ୍ତ୍ର ‘ବଂଶୀ’ର ପରୀକ୍ଷଣ ସଫଳ

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’ର ପରୀକ୍ଷଣ ସଫଳ ହୋଇଛି। ଆକାଶରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର “ଅସ୍ତ୍ର”କୁ ଏହା ଟାର୍ଗେଟ୍ କରିବାରେ ସଫଳ ହୋଇଛି। କଲେଇକୁଣ୍ଡା ଏୟାରବେସ୍‌ରେ ସୁଖୋଇ-30 MKI ଫାଇଟର୍‌ ଜେଟ୍‌ରୁ ଆଜି ସକାଳ 10.1 ମିନିଟ୍‌ରେ

ମୋଦିଙ୍କୁ ଭେଟିବାକୁ ମମତା ବ୍ୟାକୁଳ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଶୁଣିବା ମାତ୍ରେ ଯିଏ ଦିନେ ରାଗରେ ଗରଗର ହେଉଥିଲେ ସେ ଆଜି ମୋଦିଙ୍କୁ ଭେଟିବାକୁ ମନ ବଳାଇଛନ୍ତି । ପୂର୍ବରୁ ମୋଦିଙ୍କୁ ମମତା ଏକ୍ସପାୟରି ବାବୁ କହିଥିବା ବେଳେ ମୋଦି ମଧ୍ୟ ମମତାଙ୍କୁ ପଶ୍ଚିମବଙ୍ଗ ବିକାଶର ସ୍ପିଡବ୍ରେକର

ପୁଣି ବର୍ଷା, 24 ଘଣ୍ଟାରେ ଲଘୁଚାପ

ପୁଣି ଓଡିଶାରେ ପ୍ରବଳ ବର୍ଷାହେବା । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିତ ପାଣିପାଗ  ବିଭାଗ। ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଲଘୁଚାପ ବଳୟରେ ପରିଣତ ହେବ।

12 ଘଣ୍ଟିଆ କଟକ ବନ୍ଦ

ବୁଧବାର 12 ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି ।  ହିନ୍ଦୁ ସେନା ଓ କଟକ ସଦର ସୁରକ୍ଷା କମିଟି ଏହି ବନ୍ଦ ଡାକରା ଦେଇଛି । କଟକରୁ ବିଭିନ୍ନ ସରକାରୀ ଦପ୍ତର ଉଠାଇନେବା ଦ୍ବାରା କଟକର ଗୁରୁତ୍ବ କମୁଛି ବୋଲି

ଦିନିକିଆ ଗସ୍ତରେ ଦିଲ୍ଲୀଯିବେ ମୁଖ୍ୟମନ୍ତ୍ରୀ

ବୁଧବାର ଦିନିକିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀର ଓଡିଶା ଭବନରେ ପହଞ୍ଚି ସେ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟର ପଡି ରହିଥିବା ବିଭିନ୍ନ କାମର ସମୀକ୍ଷା କରିବେ । ଏହି ଗସ୍ତବେଳେ ନବୀନ କିଛି କେନ୍ଦ୍ରମନ୍ତ୍ରୀଙ୍କୁ

ଆଜି ଭାରତ- ଦକ୍ଷିଣଆଫ୍ରିକା ଟି-20

ଆଜି ମୋହାଲିରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟ୍ବେଣ୍ଟି-20 ମ୍ୟାଚ୍ । ରବିବାର ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟ୍ବେଣ୍ଟି-20 ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ଦୁଇ ଦେଶ ମଧ୍ୟରେ 3 ଟି ମ୍ୟାଚ ଖେଳାଯିବାକୁ