Date: September 19, 2019

Total 21 Posts

୬ଟି ବିଦେଶୀ ରାଷ୍ଟ୍ରକୁ ପ୍ରସାରିତ ହେଲା ଭାରତୀୟ ଡାକ ବିଭାଗର ‘ସ୍ପିଡ୍‌ ପୋଷ୍ଟ’ ସେବା

ଏସିଆ, ୟୁରୋପ ଓ ଦକ୍ଷିଣ ଆମେରିକାର ୬ଟି ରାଷ୍ଟ୍ରରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଆଜିଠାରୁ ଆନୁଷ୍ଠାନିକ ଭାବେ ନିଜର ‘ଅନ୍ତର୍ଜାତୀୟ ସ୍ପିଡ୍‌ ପୋଷ୍ଟ’ ସେବା ଆରମ୍ଭ କରିଛି। ନୂତନ ଭାବେ ‘ଅନ୍ତର୍ଜାତୀୟ ସ୍ପିଡ୍‌ ପୋଷ୍ଟ’ ସେବା ଆରମ୍ଭ କରା ଯାଇଥିବା

ହ୍ୱାଟ୍ସଅପ ଭଏସ ମ୍ୟାସେଜରେ ଦେଲେ ତିନି ତଲାକ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଗଡ଼ ଶିବମୋଗା ଅଞ୍ଚଳରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ତିନି ତଲାକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ଦୁବାଇରେ ରହନ୍ତି । ସେ ହ୍ୱାଟ୍ସଅପ ଭଏସ

୨୦୨୦ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ଯୋଗାଇ ଦିଆଯିବ ପାନୀୟ ଜଳ: ପ୍ରତାପ ଜେନା

ରାଜ୍ୟର ସମସ୍ତ ଅଂଚଳରେ ସୁବିଧାରେ ଯୋଗାଇ ଦିଆଯିବ ପିଇବା ପାଣି । ୧୧୪ଟି  ପୈାରସଂସ୍ଥାର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଇଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ୨୦୨୪ ସୁଦ୍ଧା ସାରା

ବାଣୀବିହାର ପରିଦର୍ଶନରେ ଉଚ୍ଚ ଶିକ୍ଷାମନ୍ତ୍ରୀ

ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିଜନିତ ଅସୁବିଧା ଏବଂ ହଷ୍ଟେଲ୍‌ ସମସ୍ୟାର ସତ୍ୟାସତ୍ୟ ତଦାରଖ କରିବାକୁ ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ବାଣୀବିହାର ପରିଦର୍ଶରେ ଆସିଛନ୍ତି। ଦୁଇ ଦିନ ତଳୁ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି

ବ୍ରାଇଡାଲ ଲୁକ୍‌ରେ ଶିବାଙ୍ଗୀ ଯୋଶି ନାୟରା

ବର୍ଷା ଋତୁରେ ଆକାଶ ମେଘାଚ୍ଛନ୍ନ ରହିଲେ ବି ପରିବେଶ ପରିଷ୍କାର ଥାଏ । ହେଲେ ଚତୁର୍ଦିଗ ସବୁଜିମାରେ ଭର୍ତ୍ତି ହୋଇଯାଇଥାଏ । ପ୍ରକୃତିର ଏଇ କଣ୍ଟ୍ରାଷ୍ଟକୁ ନିଜ ପୋଷାକରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିଛନ୍ତି ଛୋଟ ପରଦାର ଅଭିନେତ୍ରୀ ଶିବାଙ୍ଗୀ ।

ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ହେବ

୨୦୧୯  ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା କଂଗ୍ରେସ । ତେଣୁ ରାଜ୍ୟରେ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି ଅଣ୍ଟା ଭିଡ଼ିଛି ଏହି ଜାତୀୟ ଦଳ । ପ୍ରଦେଶ କଂଗ୍ରେସ କମିଟି ପୁନଃଗଠନ କରାଯିବା

ଜାମିନ ଆବେଦନ କରିଲେ ଆଶୀର୍ବାଦ ବେହେରା

ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ସ୍ବତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିବା ଜଣାଯାଇଛି। ଠିକ୍ ସେହିପରି,କମଳାକାନ୍ତ ଦାସ ମଧ୍ୟ କୋର୍ଟରେ ଜାମିନ ଆବେଦନ କରିଥିବାର ଖବର ହସ୍ତଗତ ହୋଇଛି। ଉଭୟେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ

ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ, ୨୦ ମୃତ

ଆଫଗାନିସ୍ଥାନର ଦକ୍ଷିଣ ପ୍ରାନ୍ତର ଏକ ସହରରେ ଥିବା ହସ୍ପିଟାଲରେ ଆଜି ସକାଳେ ଆତ୍ମଘାତୀ ଆକ୍ରମଣ ହୋଇଛି । ଏହି ବିସ୍ଫୋରଣରେ ପ୍ରାୟ ୨୦ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୯୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଚାଲିବାନ ଏହି

ସିବିଆଇ ଦ୍ବାରା ଗିରଫ ହେଲେ ଆଶୀର୍ବାଦ ବେହେରା

ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଆଜି ସକାଳେ ସିବିଆଇ ଗିରଫ କରିଥିବାର ସୂଚନା ମିଳିଛି । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିବା ଜଣାଯାଇଛି । ଉଭୟଙ୍କୁ

ଦେଶବ୍ୟାପୀ ଏନ୍‌ଆର୍‌ସି, ବିଭିନ୍ନ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଲାଗୁ ହେବ

ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଉଦ୍ଦିଷ୍ଟ ଜାତୀୟ ନାଗରିକ ପଂଜିକା (ଏନ୍‌ଆର୍‌ସି) କେବଳ ଆସାମରେ ସୀମିତ ରହିବ ନାହିଁ। ପର୍ଯ୍ୟାୟକ୍ରମେ ଏହାକୁ ସାରା ଦେଶରେ ଲାଗୁ କରାଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି

ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ସେପ୍ଟେମ୍ବର ୨୨ ତାରିଖ ଦିନ ହଷ୍ଟନ୍‌ ଠାରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଦ୍ୱିପାକ୍ଷିକ ଶିଖର ବୈଠକ ନିମନ୍ତେ ନ୍ୟୁୟର୍କ ଯିବେ। ସମ୍ଭବତଃ ସେପ୍ଟେମ୍ବର ୨୪ ତାରିଖରେ