Date: September 20, 2019

Total 23 Posts

ବୟଫ୍ରେଣ୍ଡ କାହିଁକି ସାଜିଲା ହତ୍ୟାକାରୀ ?

ଜଗତସିଂହପୁର ଜିଲ୍ଲା ବିରିଡି ଥାନା ନୂଆପାରି ନିକଟସ୍ଥ ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇ ପଡିଥିବା ଯୁବତୀ ହେଲେ ନିହାରୀକା ପାତ୍ର । ନିହାରିକ କଟକରେ ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟରତ ଥିଲେ । ଗତ

ଜିଏସଟି କାଉନସିଲର ନିଷ୍ପତ୍ତି : କ’ଣ ହେଲା ଶସ୍ତା , ଆଉ କ’ଣ ମହଙ୍ଗା

 ଗୋଆରେ ହୋଇଥିବା ୩୭ ତମ ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୃଦୁପାନୀୟ, ଏନର୍ଜି ଡ୍ରିଙ୍କ ଆଦି ମହଙ୍ଗା ହେବ । ଏହା ଉପରେ ଲାଗୁ ହେଉଥିବା ଜିଏସଟି ହାର ୧୮ ପ୍ରତିଶତରୁ ବୃଦ୍ଧି କରି ୨୮ ପ୍ରତିଶତ କରାଯାଇଛି

ପଚରାଉଚରା ପାଇଁ ଥାନକୁ ଯାଇପାରନ୍ତି ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ

ବିବାଦରେ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ। ତାଙ୍କ ଫାର୍ମ ହାଉସ୍‌ରୁ ବୁଧବାର ଏକ ଅଜଣା ଶବ ଜବତ ହେବାପରେ ଏହାକୁ ନେଇ ସେ ଚିନ୍ତିତ ହୋଇପଡିଛନ୍ତି।  ଜୈବିକ ଚାଷ ପାଇଁ ନାଗାର୍ଜୁନ ନିଜର ଫାର୍ମର ସର୍ଭେ କରିବାକୁ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ ।

ଜେଲରେ ସାଧାରଣ କଏଦୀର ଜୀବନ କାଟୁଛନ୍ତି ଚିଦାମ୍ବରମ୍

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସେପ୍ଟେମ୍ବର 5 ରେ  ଗିରଫ ହୋଇଥିବା ପି ଚିଦାମ୍ବରମ ଏବେ ଜଲରେ ସାଧାରଣ କଏଦୀର ଜୀବନ କାଟୁଛନ୍ତି। ସିବିଆଇ ଚିଦମ୍ବରମ୍‌କୁ 14 ଦିନ ପର୍ଯ୍ୟନ୍ତ ତିହାର ଜେଲ୍‌କୁ ପଠାଇଥିଲେ । କିନ୍ତୁ ପରେ ଯାଞ୍ଚ ଏଜେନ୍ସିର କହିବା

କେଉଁ ଫୋନ୍ ବ୍ୟବହାର କରୁଛନ୍ତି ମୋଦି ଓ ଦାମ୍ କେତେ

ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ହେଉଛନ୍ତି ମୋଦୀ । ତେବେ ଏହି ଲୋକପ୍ରିୟ ନେତା କେଉଁ ଫୋନ ବ୍ୟବହାର କରୁଛନ୍ତି ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହେଉଥିବ। ଫୋନର ମୂଲ୍ୟ କେତେ ଏ ବାବଦରେ ଆଜି ଆମେ

ବ୍ୟାଙ୍କକକୁ ସାମୟିକ ଭାବେ ବନ୍ଦ ହେଲା ବିମାନ ଓଡାଣ

ଭୁବନେଶ୍ବରସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବ୍ୟାଙ୍କକକୁ ଉଡାଣ ସାମୟିକ ବନ୍ଦ  କରାଯାଇଛି ।  ଭୁବନେଶ୍ବର ବିମାନବନ୍ଦରର ଭିତ୍ତିଭୂମିର ଅଗ୍ରଗତି ପାଇଁ ଯୋଜନା କରାଯାଉଥିବା ଯୋଗୁଁ ବିମାନ ଉଡାଣକୁ ସାମୟିକ ଭାବେ ବନ୍ଦ  କରାଯାଇଥିବା ବିମାନ ବନ୍ଦରର କର୍ତ୍ତୃପକ୍ଷ କହିଛନ୍ତି । 

ମର୍ଡର ମିଷ୍ଟ୍ରି- ପୁଲିସ ହାତରେ ଧରାପଡିଲା ନିହାରିକାଙ୍କ ବୟଫ୍ରେଣ୍ଡ

ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ  ଗୋଟିଏ ପରେ ଗୋଟିଏ ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି ।  ନିହାରିକା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବୟଫ୍ରେଣ୍ଡ କିଶୋର ଆଞ୍ଚଲ ଓରଫ୍ ରାଜା ପୁଲିସ ହାବୁଡ଼ରେ ପଡ଼ିଛି । ଆଜି ରାଜା  ପୁଲିସ୍‌ ନିକଟକୁ

ପିଓକେ ଉପରେ ପାକିସ୍ତାନର ଅଧିକାର ନାହିଁ – ଶଶି ଥରୁର

 ନିଜ ବୟାନବାଜିକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ହିଟ କରିଛନ୍ତି । ଏବେ ମୋଦୀ ବିରୋଧୀ ନୁହେଁ ବରଂ ଦେଶ ପାଇଁ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି । କାଶ୍ମୀର ପ୍ରସଙ୍ଗ

27ରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ନଜର ଆସିବେ ନବୀନ

ଆସନ୍ତା 27 ତାରିଖରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ନଜର ଆସିବେ ନବୀନ । ଜାତୀୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଚର୍ଚ୍ଚାର ପରିସର ଭୁକ୍ତ ହେବେ । ଏହି କାର୍ଯ୍ୟକ୍ରମଟି ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଧାରିତ । 1999 ମହାବାତ୍ୟାରେ ରାଜ୍ୟରେ

ସଞ୍ଜୟ କୁମାର ହେଲେ ଦକ୍ଷିଣ-ପୂର୍ବ ରେଲଓ୍ୱେର ଜେନେରାଲ ମ୍ୟାନେଜର

ସଞ୍ଜୟ କୁମାର ମହାନ୍ତି ହେଲେ କୋଲକତାର ଦକ୍ଷିଣ-ପୂର୍ବ ରେଲଓ୍ୱେର ଜେନେରାଲ ମ୍ୟାନେଜର । ଏହା ପୂର୍ବରୁ ଶ୍ରୀ ମହାନ୍ତି ରେଳବାଇ ବୋର୍ଡରେ ଟ୍ରାଫିକ ଟ୍ରାନ୍ସପୋର୍ଟେସନର ପ୍ରିନସିପାଲ ଏକଜୁକେଟିଭ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ  । ଶ୍ରୀ ମହାନ୍ତି ଦିଲ୍ଲୀ ସ୍କୁଲ ଅଫ୍

ବିଏସ୍‌ଏନ୍‌ଏଲ୍ ଅଫିସରେ ଅଗ୍ନିକାଣ୍ଡ

କଟକ ବଜ୍ରକବାଟୀ ରୋଡ୍‌ ନିକଟରେ ଥିବା  ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ଠପ୍ ହୋଇଛି। ଦୁଇଟି ଅଗ୍ନିଶମ ବାହିନୀ ଘଟଣା