Date: September 21, 2019

Total 23 Posts

ବାଣ କାରଖାନାରେ ବିସ୍ଫୋରଣ ଘଟି 2 ମୃତ, 6 ଆହତ

ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏକ ଘରେ ଚାଲୁଥିବା ବାଣ କାରଖାନାରେ ବିସ୍ଫୋରଣ ଘଟି 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ବିସ୍ଫୋରଣର ମାତ୍ରା

ମ୍ୟାନମାର ସମୁଦ୍ରରେ ସନ୍ଦିଗ୍ଧ ଜାହାଜ

ମ୍ୟାନମାର ସମୁଦ୍ରରରେ  ଏକ ସନ୍ଦିଗ୍ଧ ଜାହାଜ ଦେଖିବାକୁ ମିଳିଥିଲା । ପରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରାଜବୀର କାର ନିକୋବର ଦ୍ୱୀପ ନିକଟରେ ଧରିଥିବା ସୂଚନା ମିଳିଛି। ଏହି ଜାହାଜରୁ କିଛି ପ୍ୟାକେଟ ମିଳିଥିବା ବେଳେ ପୋର୍ଟ ବ୍ଲେୟାରରେ ନାରକୋଟିକ୍ସ

କନ୍ଦାଇଲାଣି ପିଆଜ ଦର, 50 ଟପିଲା

ପରିବା ବଜାରରେ ଖାଉଟିଙ୍କୁ କନ୍ଦାଉଛି ପିଆଜ।  କିଲୋ ପିଛା ଏବେ 50 ଟଙ୍କାରୁ ଅଧିକ ହେଲାଣି । ପିଆଜ ଦାମ୍‌କୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଜୁନ୍‌ ମାସଠାରୁ ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ।  କିଲୋ

ଦେଶର ପ୍ରଥମ ବେସରକାରୀ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ , ଭଡା କେତେ ଜାଣନ୍ତୁ

 ୪ ତାରିଖରୁ ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଦେଶର ପ୍ରଥମ ବେସରକାରୀ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍  ଚାଲିବ। ଗାଜିଆବାଦ ଏବଂ କାନପୁର ଏହି ଦୁଇଟି ଷ୍ଟେସନରେ ରହିବାକୁ ଥିବା ତେଜସ୍ ଏକ୍ସପ୍ରେସ୍ ର ସମ୍ପୁର୍ଣ୍ଣ ସଂଚାଳନ ବେସରକାରୀ କମ୍ପାନୀ ଆଇଆରସିଟିସି

ନନ୍ଦନକାନନରେ ହାରପିସ୍ ଭୂତାଣୁ ସଂକ୍ରମଣ, 4 ହାତୀ ମୃତ

ନନ୍ଦନକାନନ ଚିଡିଆଖାନାରେ ହାରପିସ୍ ଭୂତାଣୁ ସଂକ୍ରମଣ ଯୋଗୁଁ ହାତୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁଛି। ଏବେ ଜୀବନ ସହ ସଂଘର୍ଷ କରୁଛି ଛୁଆ ହାତୀ ମାମା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏବେ ମାମାର ଚିକିତ୍ସା ଦାୟିତ୍ୱରେ ରହି 24

ନର୍ସ ନିହାରିକାକୁ କଟକରେ ହତ୍ୟା କରାଯାଇଛି- ପୁଲିସ ଡିଜି

 କଟକରେ ନିହାରିକାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପୁଲିସ ଡିଜି । ହତ୍ୟା ପରେ ଅଖାରେ ପୁରାଇ ମୃତଦେହ ବାଇକରେ ନେଲା ବେଳେ ସିସିଟିଭିରେ ଦୃଶ୍ୟ କଏଦ ହୋଇଛି । ପୁଲିସ ହାତରେ ସିସିଟିଭି ଫୁଟେଜ ଲାଗିଥିବା ଡିଜି ବିକେ ଶର୍ମା କହିଛନ୍ତି

300 ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ  ନରାଜଠାରେ ଥବା ଶ୍ରୀଶ୍ରୀ ୟୁନିଭର୍ସିଟି ପରିସରରେ ଆଜି 300 ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।  ମୁଖ୍ୟମନ୍ତ୍ରୀଙ୍କ ସହ ଆଧ୍ୟାତ୍ମିକ ଗୁରୁ ରବି ଶଙ୍କର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଧବା ମହିଳାଙ୍କୁ ହତ୍ୟା

ଅନୁଗୁଳ ଜିଲ୍ଲା  ସୋଲଡ଼ା ଗାଁରେ ଜଣେ ବିଧବା ମହିଳାଙ୍କୁ ହତ୍ୟା କରାଯାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।   ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ସୋଲଡ଼ା ଗାଁରେ ଜଣେ ବିଧବା ମହିଳାଙ୍କୁ ହତ୍ୟା

5 ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ସାରି ଦିଅନ୍ତୁ

 ଆସନ୍ତା 26ରୁ 30 ତାରିଖ ଯାଏଁ ଠପ୍ ହେବ ବ୍ୟାଙ୍କ ସେବା। କାରଣ ସେପ୍ଟେମ୍ବର 26 ରୁ 30 ତାରିଖ ଯାଏଁ ବ୍ୟାଙ୍କ୍ ଗୁଡିକ ଛୁଟି ହେବାକୁ ଯାଉଛି। ଏହାଦ୍ଵାରା ସମସ୍ତ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହେବ। ଏହି ସମୟରେ ଆପଣମାନେ

ସାରା ବିଶ୍ୱକୁ ବାର୍ତ୍ତା ଦେଇ “ମୋ ବିଚ୍” କାର୍ଯ୍ୟକ୍ରମରେ ପୁରୀ ବେଳାଭୂମିରେ ସଫେଇ

ଆଜି   ପାଳିିତ ହେଉଛି ଇଣ୍ଟରନ୍ୟାସନାଲ “କୋଷ୍ଟାଲ କ୍ଲିନ ଡେ” । ଏହି ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବିଶାଳ “ମୋ ବିଚ୍” କାର୍ଯ୍ୟକ୍ରମ । ଆନ୍ତର୍ଜାତୀୟ ସଫେଇ ଦିବସ ଥିବାରୁ ଆଜି ପୁରୀ ସମୁଦ୍ର ଉପକୂଳରେ 100 କିମି ପର୍ଯ୍ୟନ୍ତ

ବିଜେପୁର ନିର୍ବାଚନ ବିଗୁଲ : ଅକ୍ଟୋବର 21ରେ ନିର୍ବାଚନ

ଅକ୍ଟୋବର 21ରେ  ବିଜେପୁର ଉପନିର୍ବାଚନ ପାଇଁ  ତାରିଖ ଘୋଷମା ହୋଇଛି । ଅକ୍ଟୋବର 24ରେ ହେବ ଭୋଟ ଗଣନା। ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ  ବିଜେପୁର  ଆସନଟି ଖାଲି ପଡିଛି। ଏହି ନିର୍ବାଚନ ପାଇଁ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ