Date: September 23, 2019

Total 16 Posts

ଡ୍ରାଇଭିଂ ଲାଇସେନ୍ସ ସହ ଏବେ ଆଧାର ଲିଙ୍କ୍

ଡ୍ରାଇଭିଂ ଲାଇସେନ୍ସ ସହ ଏବେ ଆଧାର ଲିଙ୍କ କରାଯିବ । କେନ୍ଦ୍ର ଆଇନ, ଆଇଟି ଓ ପ୍ରସାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ବିଷୟରେ ସୂଚନା ଦେଇଛନ୍ତି । ଏହିଦ୍ୱାରା ହେଉଥିବା ବିଭିନ୍ନ ଜାଲିଆତି କାମକୁ ରୋକା ଯାଇ ପାରିବ ବୋଲି

ରୋହିତ ପୂଜାରୀ ସରକାରୀ ଉପ ମୁଖ୍ୟ ସଚେତକ

ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦଳରେ ଏକ ପରିବର୍ତ୍ତନ କରିଛନ୍ତି । ସରକାରୀ ଉପ ମୁଖ୍ୟ ସଚେତକ ପଦରେ ଥିବା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ବିଧାୟକ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି

ରାଜନୀତିର ପଶାପାଲିରେ ଦୌଡିବେ ଦୂତୀ !

ଅନ୍ତର୍ଜାତୀୟ ସ୍ତରର ଆଥଲେଟ ତଥା ଓଡିଶାର ଦୌଡ଼ରାଣୀ  ଦୂତୀ ଚାନ୍ଦ ରାଜନୀତିରେ ପ୍ରବେଶ କରିବେ ବୋଲି ନିଜ ଟ୍ୱଟଟରରେ ସୂଚନା ଦେଇଛନ୍ତି। ରାଜନୀତି ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି । ଏନେଇ ଖୋଦ୍ ଦୂତୀ ଚାନ୍ଦ ତାଙ୍କ ଟୁଇଟର

ସୀମାରେ ପୁଣି ଆତଙ୍କୀ ସକ୍ରିୟ- ବିପିନ ରାଓ୍ୱତ

ପାକିସ୍ତାନ ବାଲାକୋଟରେ ଆତଙ୍କବାଦୀ ଓ ଆତଙ୍କୀ କ୍ୟାମ୍ପ ପୁଣି ସକ୍ରିୟ ହେବା ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ବିପିନ ରାୱତ । ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାୱତ୍ । ଭାରତୀୟ ବାୟୁସେନା ପକ୍ଷରୁ ଆଗକୁ

ତିହାଡ ଜେଲ ପହଞ୍ଚିଲେ ମନମୋହନ ସିଂହ ଓ ସୋନିଆ ଗାନ୍ଧୀ

ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗନ୍ଧୀ ଓ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ତିହାଡ ଜେଲରେ ଭେଟିଛନ୍ତି । ଆଇଏନଏକ୍ସ  ମିଡିଆ ମାମଲାରେ 5 ସେପ୍ଟମ୍ବରଠାରୁ   ଚିଦାମ୍ବରମ ତିହାଡ ଜେଲରେ ଅଛନ୍ତି। ପି

ଜୋମାଟୋରୁ 100 ଟଙ୍କା ପାଇବା ପାଇଁ ହରାଇଲେ 77 ହଜାର ଟଙ୍କା

ଜୋମାଟୋରୁ ଖାଦ୍ୟ ଅର୍ଡର କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । 100 ଟଙ୍କାର ଖାଦ୍ୟ ଫେରାଇବାକୁ ଚେଷ୍ଟା କରି ପାଟନାର ଜଣେ ବ୍ୟକ୍ତି ତାଙ୍କ ଆକାଉଣ୍ଟରୁ 77 ହଜାର ଟଙ୍କା ହରାଇଛନ୍ତି।  ବିଷ୍ଣୁ ନାମକ ଜଣେ ଇଞ୍ଜିନିୟର ଜୋମାଟୋ ଆପ୍‌ରେ

ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ

ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ଏନେଇ କେନ୍ଦୁଝର ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ମୃତ ରୋଗୀଙ୍କ ପରିବାର ଲୋକେ ବି ଡାକ୍ତରଙ୍କୁ ଘେରିଥିବାର ଖବର ମିଛି। ମୃତକ

ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ସେପ୍ଟେମ୍ବର 30 ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ଶେଷ ହେବ।  ଅକ୍ଟୋବର 3 ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଅକ୍ଟୋବର 21ରେ ହେବ ନିର୍ବାଚନ । 24ରେ  ଫଳାଫଳ

25ରୁ ପ୍ରବଳ ବର୍ଷା

 ଉତ୍ତର-ପଶ୍ଚିମ ଓଡ଼ିଶାରେ ଆସନ୍ତା 25ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ଆଖିରେ ରଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। 24 ତାରିଖ ବେଳକୁ ପଶ୍ଚିମ

ଯୁବତୀଙ୍କୁ ଗଣଦୁଷ୍କର୍ମ, ଭିଡିଓ ହେଲା ଭାଇରାଲ

କଳାହାଣ୍ଡିରେ ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଭିଡିଓ  ଭାଇରାଲ ହୋଇଛି। ଏହାପରେ ଯୁବତୀ ଜଣକ ଥାନାରେ ଅଭିଯୋଗଲ କରିଛନ୍ତି । ଗତ 14ତାରିଖରେ ଏହି ଘଟଣା ଘଟିଥିଲା। ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା 26

ଡାଇବେଟିସ୍‌ରୁ ମୁକ୍ତି କରେ ମଞ୍ଜୁଆତି ପତ୍ର

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ। ଏହା ଦ୍ୱାରା ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍‌