Date: September 26, 2019

Total 21 Posts

ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ଜନ୍ମଦିନ ପାଳିତ

ଓଡିଶାର ସୁନାମଧନ୍ୟ  ପ୍ରଯୋଜକ ତଥା ଇଭେଣ୍ଟ ମ୍ୟାନେଜର ରମେଶ ବାରିକଙ୍କ ଜନ୍ମଦିନ ମୋ ଓଡିଶା ପରିବାର ତରଫରୁ ଆଜି ପାଳିତ ହୋଇଯାଇଛି । ତାଙ୍କ ପ୍ରଯୋଜିତ ନୂଆ ଓଡିଆ ଫିଲ୍ମ  “ଦେଖାହେଲା ପ୍ରେମହେଲା”  ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ।  ଜନ୍ମଦିନ

କାଲି ଆସିବେ ରାଷ୍ଟ୍ରପତି

ଶୁକ୍ରବାର  ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା 5ଟାରେ ନୂଆଦିଲ୍ଲୀରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ସନ୍ଧ୍ୟା 7ଟା 30ରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ରାଜଭବନରେ ସେ ରାତ୍ରୀ ଯାପନ କରିବେ।  28 ତାରିଖ ସକାଳ

ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ 160 କୋଟି

ଆଜି ରାଜ୍ୟ କ୍ୟାବିନେଟରେ 10 ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ଲାଗିଛି । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଗୃହିତ ହୋଇଛି । ଚଳିତ ବର୍ଷ 60 ଲକ୍ଷ ଟନ ଧାନ ସଂଗ୍ରହ

41ଦେଶକୁ ନେଇ ସର୍ଭେ ମୋଦି ନଂ 1, ଧୋନୀ-2

41ଟି ଦେଶକୁ ନେଇ ହୋଇଥିବା  ସର୍ଭେରେ ମୋଦୀ ନଂ 1 ରହିଛନ୍ତି । ସେହିପରି ଭାରତୀୟ ଭାବେ ଲୋକପ୍ରିୟତା ମାମଲାରେ ମହେନ୍ଦ୍ର ସିଂ ଧୋନୀ 2ରେ ଅଛନ୍ତି ।  ସର୍ଭେ ଏଜେନ୍ସି YouGov ୟୁ-ଗଭ୍ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା

ମୋଷ୍ଟ ୱାଣ୍ଟେଡ୍‌ ଅମିତ ଦାସ ଗିରଫ

ବରଗଡ଼ ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ଅମିତ ଦାସକୁ କାବୁ କରାଯାଇଛି । ସମରଧାରା ନିକଟରେ ପୋଲିସ ତାକୁ ଗିରଫ କରିଛି । ଏହି ସମୟରେ ସେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି ।

ହୀରାକୁଦରୁ 6ଟି ଦ୍ୱାର ଦେଇ ଜଳ ନିଷ୍କାସନ

ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଗତ 3 ଦିନ ହେଲା ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡିଶା । ପଶ୍ଚିମଠୁ ନେଇ ଉପକୂଳ, ଦକ୍ଷିଣଠୁ ନେଇ ଉତ୍ତର ସମସ୍ତ ସ୍ଥାନରେ ବର୍ଷା ଲାଗି ରହିଛି

ଚଳନ୍ତା ବସରେ ଲାଗିଲା ନିଆଁ

ନବରଙ୍ଗପୁର ସର୍କିଟ ହାଉସ ନିକଟରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥଲା।  ସର୍ଟ ସର୍କିଟ୍ ରୁ  ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।  ଆଜି ଚକାଡୋଳା ନାମକ ଏକ ବସ ଭୁବନେଶ୍ୱରରୁ ଜୟପୁର ଯାଉଥିଲା । ନବରଙ୍ଗପୁର ସର୍କିଟ ହାଉସରେ ପହଁଚିବା

ରାନୁଙ୍କ ଜୀବନୀ କାହାଣୀଙ୍କୁ ନେଇ ନିର୍ମାଣ ହେବ ଫିଲ୍ମ

ରେଳ ପ୍ଲାଟଫର୍ମରେ ଗୀତ ଗାଇ ପେଟ ପୋଷୁଥିବା  ରାନୁ ମଣ୍ଡଳଙ୍କ ଆଜି ବଲିଉଡ଼ର ସିଙ୍ଗର ଭାବେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି ।  ବର୍ତ୍ତମାନ ସିଙ୍ଗର ରାନୁ ମଣ୍ଡଳଙ୍କୁ ନେଇ ଆଉ ଏକ ଖବର ଆସିଛି । ତାଙ୍କ ଜୀବନ କାହାଣୀ

ବ୍ରେକଫାଷ୍ଟରେ ଖାଆନ୍ତୁ ଏହି ଖାଦ୍ୟ ଦିନସାରା ରହିବେ ଫିଟ୍

ସକାଳୁସକାଳୁ ଉଠି ସ୍କୁଲ, କଲେଜ ଓ ଅଫିସ ଯିବା ପାଇଁ ସମସ୍ତେ ବ୍ୟସ୍ତ ରୁହନ୍ତି । ଯଦିବା ସକାଳୁ ଶୀଘ୍ର ଉଠିବା ପାଇଁ ମନ ହେଉନଥିଲେବି ଉଠିବାକୁ ପଡିଥାଏ । ଅଧିକାଂଶ ଲୋକ ସାକଳୁ କଫି କିମ୍ବା ଚାହା ପିଇ ଲଞ୍ଚ

ପାକିସ୍ତାନରେ ହାହାକାର, କୁକୁଡା ମାଂସ କେଜି 700ଟଙ୍କା !

ଦେଶର  ଖରାପ ଅର୍ଥ ବ୍ୟବସ୍ଥା ଯୋଗୁଁ ପାକିସ୍ତାନରେ ହାହାକାର ପଡିଛି । ସାଧାରଣ ଜନତା ଜୀବନ ବଞ୍ଚାଇବା ପାଇଁ ଖାଉଟି ଦ୍ରବ୍ୟର ଦରଦାମ ସହ ସଂଘର୍ଷ କୁରୁଛି । ପାକିସ୍ତାନରେ ଏବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଠାରୁ ଅନ୍ୟ ଜିନିଷର ଦାମ

ବିଜେପୁର ଉପ ନିର୍ବାଚନ- କଂଗ୍ରେସରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ କୁମାର ପଣ୍ଡା

ବିଜେପୁର ବିଧାନସଭା ଆସନ ପାଇଁ ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ । ଅଲ ଇଣ୍ଡିଆ କଂଗ୍ରେସ କମିଟି ଦିଲୀପଙ୍କ ନାଁରେ ମୋହର ମାରିଛି । ପୂର୍ବରୁ ବିଜେପୁର ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀ