Date: October 22, 2019

Total 20 Posts

ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ହୋମଗାର୍ଡଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ: ବିଜେପି

ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି ପଂଚାୟତର ସରପଂଚ

ଭାରତ-ଋଷ ପ୍ରସ୍ତାବିତ ଯୁଗ୍ମ ପ୍ରକଳ୍ପ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବ : ଧର୍ମେନ୍ଦ୍ର

ଋଷର ପୂର୍ବାଂଚଳରେ ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଇଚ୍ଛୁକ ରଖିଛନ୍ତି । ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି ଯୁଗ୍ମ ପ୍ରକଳ୍ପ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ

କୋର୍ଟ ଆଗରେ ମହିଳାଙ୍କୁ ଅସଦାଚରଣ କଲେ ଆଇନଜୀବୀ

ଆଇନର କଥା କହୁଥିବା ଅନ୍ୟାୟକୁ ବିଚାର କରି ଦୋଷୀ ସାବ୍ୟସ୍ତ କରୁଥିବା ଆଇନଜୀବୀ ନିଜେ ଜଣେ ମହିଳାଙ୍କୁ ଅସଦାଚରଣ କରିଛନ୍ତି ।  ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା କୋର୍ଟ ସାମ୍ନାରେ ।  ଗତ କିଛିଦିନ

ସ୍ମିତାରାଣୀ ହତ୍ୟା ମାମଲା , ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦ୍ୱାରସ୍ଥ ହେଲେ ସ୍ୱାମୀ

ଯାଜପୁର ଧର୍ମଶାଳ ବ୍ଲକ୍‌ ହରିଦାସପୁରର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟର ରହସ୍ୟ ଉନ୍ମୋଚନ ହୋଇନି। କେମିତି ତାଙ୍କର ମୃତ୍ୟୁ ହେଲା ନାଁ ସେ ସିଏ ଆତ୍ମହତ୍ୟା କରିଛନ୍ତି ପୋଲିସ ଏ ଯାଏଁ ସ୍ପଷ୍ଟ କରିପାରୁ ନାହିଁ । ଏହାରି ମଧ୍ୟରେ ସ୍ମିତାରାଣୀଙ୍କ

ସରକାରୀ କ୍ୱାର୍ଟର ନ ଛାଡ଼ିଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ : ବାଚସ୍ପତି

ସରକାରୀ କ୍ୱାର୍ଟର ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଘର ଛାଡ଼ିବାକୁ ଦେଇଥିବା କଣ୍ଟ ଆଜି ଶେଷ ହୋଇଛି। ଏ ପ୍ରସଙ୍ଗରେ ପଚରାଯିବାରୁ ସେ କହିଛନ୍ତି କି ଏଣିକି ସରକାରୀ ଘର ଜବରଦଖଲରେ ଥିବା ବିଧାୟକଙ୍କ ଉପରେ ଆଇନ

ଭାରତ ଭ୍ରମଣ ପାଇଁ ସାଇକଲ ଯାତ୍ରାରେ ବାହାରିଲେ ବୃଦ୍ଧ

ସଡ଼କ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତ ଭାରତର ସଂକଳ୍ପ ନେଇ ୭ହଜାର କିଲୋମିଟର ସାଇକଲ ଯାତ୍ରାରେ କେନ୍ଦ୍ରାପଡ଼ା ଜିଲ୍ଲା ଜୟପୁରା ଗ୍ରାମର ୬୩ ବର୍ଷୀୟ ବୃଦ୍ଧ ବାହାରିଛନ୍ତି । ବରିଷ୍ଠ ନାଗରିକ ସୟଦ ଫୈଜାନ ଅଲ୍ଲୀଯ ଦୀର୍ଘ ୮୦ ଦିନର ସାଇକଲ

ବିଜେପୁରରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିବ ବିଜେଡି- ମନ୍ତ୍ରୀ ସୁଶାନ୍ତ ସିଂହ

ଆଉ ଦୁଇଦିନ ପରେ ବିଜେପୁର ଉପନିର୍ବାଚନ ଫଳାଫଳ ଘୋଷଣା ହେବ । ମାତ୍ର ଫଳାଫଳ ବାହାରିବା ପୂର୍ବରୁ ବିଜେପୁରରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିବ ବୋଲି ଦୃଢ଼ତାର ସହ କହିଛି ବିଜେଡ଼ି । ଏମିତିକି ରୀତା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ

ତାରାଙ୍କ ୟୁଟର୍ଣ୍ଣ, ଆଜି କହିଲେ ଜିତିବ କଂଗ୍ରେସ

କାଲି କହୁଥିଲେ ହାରିବ କଂଗ୍ରେସ। ବିଜେପୁରରେ ସ୍ଥିତି ଭଲ  ନାହିଁ । ଆଜି ସେଇ ତାରାବାହିନୀ ପତି କହୁଛନ୍ତି ବିଜେପୁରରେ କଂଗ୍ରେସ 3 ହାଜର ଭୋଟରେ ଜିତିବ । ତାରା କହିଛନ୍ତି ଯେ, ବିଜେପୁରରେ କଂଗ୍ରେସ ଖର୍ଚ୍ଚ କରି ନଥିଲେ ବି

ସୌଭାଗ୍ୟ ପାଲଟିଛି ଦୁର୍ଭାଗ୍ୟ, ଗୋଟିଏ ବଲ ଜଳାଇଲେ ମାସକୁ 2000ଟଙ୍କା ବିଲ୍

ସରକାରୀ ଯୋଜନା ଏବେ ଗରିବଙ୍କ ପାଇଁ  ଉପହାସ ପାଲଟିଛି ।  ପ୍ରତିଘରେ ବିଜୁଳି ଆଲୋକ ପାଇଁ  କେନ୍ଦ୍ରସରକାର ଆରମ୍ଭ କରିଥିଲେ ‘ପ୍ରଧାନମନ୍ତ୍ରୀ ସହଜ୍‌ ବିଜ୍‌ଲି ହର୍‌ ଘର୍‌ ୟୋଜନା’ ବା ସୌଭାଗ୍ୟ ଯୋଜନା । ଏହି ଯୋଜନା ନିୟମଗିରିର ଡଙ୍ଗରିଆଙ୍କ ପାଇଁ

ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି। ସୋମବାର ଦିନ ଆସାମ କ୍ୟାବିନେଟ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୧, ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବ। ଯେଉଁ ବ୍ୟକ୍ତିଙ୍କର ୨ରୁ ଅଧିକ ସନ୍ତାନ ଥିବ ତାଙ୍କୁ

ପ୍ରବଳ ବର୍ଷିବ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାରେ ବଡ  ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ରାଜ୍ୟ