Date: October 23, 2019

Total 20 Posts

ଟ୍ରେନରେ ଯୁବକ କିଣିଲେ ପାଓ୍ୱାର ବ୍ୟାଙ୍କ, ଭିତରୁ ବାହାରିଲା ଯାହା ଦେଖି ହୋଇଗଲେ କାବା

ବର୍ତ୍ତମାନ ପ୍ରାୟ ଲୋକଙ୍କ ନିକଟରେ ସ୍ମାର୍ଟ ଫୋନ ଅଛି। ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଯୋଗୁଁ ଏହାର ଚାର୍ଜ ଶୀଘ୍ର ସରିଯାଉଛି । ତେଣୁ ଏବେ ଲୋକମାନେ ପାଓ୍ୱାର ବ୍ୟାଙ୍କର ସାଥିରେ ନେଇ ଯାଉଛନ୍ତି ।  ଯଦି ଆପଣ ବାହାର ସ୍ଥାନକୁ

୨୪୦ଜଣ ମହିଳାଙ୍କୁ ଯୌନଦାସୀ କରି ରଖିଥିବା ଯୁବକ ଗିରଫ

 ବ୍ରାଜିଲ ଦେଶର ଏକ ଖବର ସାମ୍ନାକୁ ଆସିଛି। ଏହି ଖବର ବିଷୟରେ ଜାଣିଲେ ଲୋକେ ଆଚମ୍ବିତ ହୋଇଯିବେ। ବ୍ରାଜିଲରେ ପୋଲିସ ୩୨ ବର୍ଷର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ରୋନୀ ସ୍କେଲ୍ବ ନାମକ ଏହି ବ୍ୟକ୍ତିଙ୍କ ବିରୋଧରେ ହୋଇଛି ସାଂଘାତିକ ଅଭିଯୋଗ।

ମୁଗଲାଇ ପରଟା

ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ୍‌ ମଇଦା, ଲୁଣ, ଚିନି, ରିଫାଇନ୍‌ ତେଲ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, ହଳଦି, ଜିରା, ଜିରା ପାଉଡର, ଧନିଆ ପାଉଡର, ଲଙ୍କା ଗୁଣ୍ଡ, ପନିର, ବ୍ରେଡ୍‌ କ୍ରମ୍‌, ସିଝା ଆଳୁ, ଫୁଲକୋବି, କ୍ୟାପସିକମ୍‌, ଗାଜର, ବାଦାମ ଓ

ଦୀପାବଳିରେ କ’ଣ କରିଲେ ଧନ ବର୍ଷା ହୁଏ ଆସନ୍ତୁ ଜାଣିବା….

ଦୀପାବଳି ପର୍ବକୁ ନେଇ ଲୋକଙ୍କ ମନରେ ଅତ୍ୟନ୍ତ ଉତ୍ସୁକତା ରହିଥାଏ। ଆପଣ ଯଦି ଦୀପାବଳି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରିଥାଆନ୍ତି ତେବେ ଏହା ଆହୁରି ଖାସ୍ ହୋଇଥାଏ। ଏଥିପାଇଁ ଆପଣଙ୍କୁ କିଛି ଜିନିଷକୁ ଧ୍ୟାନ ରଖି ନିଜ ଘରକୁ ଆଣିବାକୁ

ଲଘୁଚାପ : ୩ ଦିନ ଯାଏଁ ବର୍ଷା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି ।  ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ  ଅପରାହ୍ନରୁ ବର୍ଷା ହୋଇପାରେ । ଆଜିଠୁ ୩ ଦିନ ଧରି ବର୍ଷା ଲାଗି ରହିବ । 

ପୁଣି ମୋଦୀଙ୍କୁ ଧମକ ଦେଲେ ରବି ପୀରଜାଦା

ଭାରତକୁ ଡ଼ରାଇବାର ଅଭିନୟ କରୁଥିବା ପାକିସ୍ତାନୀ ଗାୟିକା ରବି ପୀରଜାଦା ପୁଣି ଏକ ନୂଆ ଡ୍ରାମା କରିଛନ୍ତି | ରବି ଏଥର କଥିତ ଭାବରେ ବିସ୍ଫୋଟକ ଭର୍ତ୍ତି ଏକ ଜ୍ୟାକେଟ ପିନ୍ଧିଛନ୍ତି | ଏହି ଫଟୋକୁ ନିଜ ଟ୍ୱିଟରରେ ପୋଷ୍ଟ କରିବା

ଦୀପାବଳି ମିଠା ନେଲାନି ପାକିସ୍ତାନ

ଦୀପାବଳି ମିଠା ନେଲାନି ପାକିସ୍ତାନ । ବାରତ – ପାକିସ୍ତାନ ମଧ୍ୟରେ ଚାଲିଥିବା ଅସାନ୍ତି ଯୋଗୁଁ  ପାକିସ୍ତାନ ଭାରତ ଠାରୁ ମିଠା ନେଇନାହିଁ। ପ୍ରତି ବର୍ଷ ଭଳି ସୀମାରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠେଇ ଅଦଳ ବଦଳ ହୋଇଥାଏ

ଓଡ଼ିଶାରେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ନେଇ ରାଜ୍ୟ ପର୍ଯ୍ୟଟନ ଉପଦେଷ୍ଟା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।  9 ଟି ସର୍କିଟ ଓ 13 ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ।  ଓଡ଼ିଶାରେ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି

ସୌରଭ ଗାଙ୍ଗୁଲି ବିସିସିଆଇର 39 ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ

ଭାରତୀୟ କ୍ରିକେଟ ଟିମର  ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ବିଧିବଦ୍ଧ ଭାବେ ବିସିସିଆଇର 39ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ଆଜି ସକାଳ11ଟାରେ ବିସିସିଆଇର ମୁମ୍ବାଇସ୍ଥିତ ମୁଖ୍ୟାଳୟରେ ଦାଦାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଭାରତୀୟ କ୍ରିକେଟ୍  କଣ୍ଟ୍ରୋଲ

ମିଳିଲା ଦେବବ୍ରତ୍ତଙ୍କ ମୃତଦେହ

କାଠଯୋଡିକୁ ଡେଇଁ ନିଖୋଜ ହୋଇଥିବା ଯୁବକ ଦେବବ୍ରତଙ୍କ ମୃତଦେହ ଉଦ୍ଧାର  କରିଛି ଅଗ୍ନିଶମ ବିଭାଗ।  ନରଣପୁର ବାଲିଘାଟ ନିକଟରୁ ମିଳିଛି ଦେବବ୍ରତ ମାଝିଙ୍କ ମୃତଦେହ ଉଦ୍ଧାର ହୋଇଛି। ବାରଙ୍ଗ ଅଗ୍ନିଶମ ବାହିନୀ ଦେବବ୍ରତଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି କାଠଯୋଡି

5 ଟି ଅନୁସାରେ କାମ କର- ମନ୍ତ୍ରୀ ଅରୁଣ ସାହୁ

5 ଟି ଅନୁସାରେ କାମ କର । ବିଭାଗକୁ ଅଧିକ କ୍ରୀୟାଶୀଳ କର । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ , ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିଜର ବିଭାଗର ଅଧିକାରୀଙ୍କୁ ତାଗିତ କରିଛନ୍ତି ।