Date: October 28, 2019

Total 7 Posts

ମାଟ୍ରିକ ଫେଲ୍‌ ପର୍ଯ୍ୟନ୍ତ ଅଫିସ କର୍ମଚାରୀଙ୍କୁ ମିଳିବ ମାସିକ ୧୬,୩୪୧ ଟଙ୍କା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘୋଷଣା: ମଜୁରି ବୃଦ୍ଧି ପ୍ରସ୍ତାବ ସପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଘୋଷଣା,ରାଜ୍ୟର ଶ୍ରମିକଙ୍କୁ ମିଳିବ ଦୈନିକ ସର୍ବନିମ୍ନ ୫୭୧ ଟଙ୍କାର ମଜୁରି, ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ୬୨୯ ଓ କୁଶଳୀ ଶ୍ରମିକଙ୍କୁ ୬୯୨ ଟଙ୍କା ମିଳିବ l 

ବାଗଦାଦି ସମ୍ପର୍କରେ ଆମେରିକା କେମିତି ପାଇଲା ତଥ୍ୟ

ସାରା ବିଶ୍ୱ ଯାହାକୁ ଖୋଜୁଥିଲା, ତା’କୁ ଆମେରିକା ଖତମ କରି ଦେଇଛି। ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦି ଆଉ ଏ ଦୁନିଆରେ ନାହିଁ। ତେବେ ବାଗଦାଦି ସିରିଆର ଇଦବିଲରେ ଲୁଚି ଥିବା ଖବର କିଏ ଦେଲା? କାହା ସହାୟତାରେ

ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ଶପଥ ନେଲେ

ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୧୯ ପାଳନ ଅବସରରେ ଏହାର ମୁଖ୍ୟାଳୟ ରେଳସଦନ ଠାରେ ଆଜି ପୂର୍ବାହ୍ନରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ

ଧାରୁଆ ଅସ୍ତ୍ରରେ ତିନିଜଣ ଯୁବକଙ୍କ ଗୁପ୍ତାଙ୍ଗ କାଟି ହତ୍ୟା

ଦୀପାବଳି ଦିନ ଏକ ଅଭାବନୀୟ ଘଟଣା ଘଟିଛି। ତିନିଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଅତି ଦୟନୀୟ ଅବସ୍ଥାରେ ତିନିଜଣଙ୍କ ଯୁବକଙ୍କ ମୃତ ଶରୀରକୁ ପୋଲିସ ଉଦ୍ଧାର କରିଛି। ପୋଲିସର ସୂଚନା ଅନୁସାରେ ତିନିଜଣ ଯୁବକଙ୍କ ଗୁପ୍ତାଙ୍ଗ କାଟି ସେମାନଙ୍କୁ

ଦୁର୍ନୀତି ବିରୋଧରେ ଶପଥପାଠ

ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାର ଦୁର୍ନୀତି ବିରୋଧରେ ନିଜ ଅଭିଯାନ ଜାରି ରଖିଛି । ଦୁର୍ନୀତି ଜଡିତ ସରକାରୀ ବାବୁ ମାନଙ୍କୁ ବରଖାସ୍ତ କରାଯାଉଥିବା ବେଳେ ଦୁର୍ନୀତିରୁ ଦୂରରେ ରହିବାକୁ ଆଜି ହୋଇଛି ଶପଥପାଠ । ଦୁର୍ନୀତିକୁ ଆଉ ବରଦାସ୍ତ

ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇଦେଲା ବାଗଦାଦି

 ଆଇଏସଆଇଏସ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି ନିପାତ ହୋଇଛି। ଅନ୍ୟକୁ ଯେଉଁଭଳି  ଅମାନବୀୟ ଭାବରେ ମାରୁଥିଲା, ସେହିଭଳି ଭାବରେ ଆମେରିକା ସେନା ବାଗଦାଦିକୁ ମାରିବା ପାଇଁ ଗୋଡ଼ାଇ ଥିଲା। ଶେଷରେ ସେ ନିଜକୁ ବୋମା ପକାଇ ଉଡ଼ାଇ ଦେଇଛି।

୧୦୦ ଫୁଟ୍ ଗଭୀର ଗାତରେ ସୁଜିତ୍, ୫୭ ଘଣ୍ଟା ବିତିଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ

ଅପରେସନ୍ ‘ସୁଜିତ୍’ । ୧୦୦ ଫୁଟ୍ ଗଭୀର ଗାତରେ ସୁଜିତ୍, ୫୭ ଘଣ୍ଟା ବିତିଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ । ତାମିଲନାଡୁର ୨ ବର୍ଷୀୟ ବାଳକ ପାଇଁ ପ୍ରାର୍ଥନା କରୁଛନ୍ତି ଦେଶବାସୀ  ସଜିତ୍ ପାଇଁ ପ୍ରାର୍ଥନା । ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲା