Month: April 2020

Total 920 Posts

ଗୋଟିଏ ରାଷ୍ଟ୍ର ପାଇଁ ସାରା ବିଶ୍ୱ ନର୍କ ଯନ୍ତ୍ରଣା ଭୋଗୁଛି : ଟ୍ରମ୍ପ୍‌

ପୁଣିଥରେ ଚୀନ୍‌ ଉପରେ ବିଷୋଦାଗାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ଚୀନ୍‌ ଉପରେ ଅସନ୍ତୋଷ ଜାହିର୍‌ କରି ଟ୍ରମ୍ପ୍‌ କହିଛନ୍ତି ଯେ, କରୋନା ଭାଇରସ୍‌ର ସଂକ୍ରମଣକୁ ଆରମ୍ଭରୁ ଚୀନ୍‌ ନିଜ ଦେଶରେ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହେଲା

କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ରିଲାଏନ୍ସ ପକ୍ଷରୁ ଘୋଷଣା

ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବ୍ୟବସାୟ କରୋନା ପାଇଁ ପ୍ରଭାବିତ ହୋଇଛି । ଦିନକୁ ଦିନକୁ କମ୍ପାନୀର ଉତ୍ପାଦଗୁଡ଼ିକର ଚାହିଦାରେ ହ୍ରାସ ଘଟୁଛି । ଫଳରେ କମ୍ପାନୀକୁ ମୋଟା ଅଙ୍କର କ୍ଷତି ସହିବାକୁ ପଡ଼ୁଛି । ଏହାର ଭରଣା

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇ.କେ ପାଲାନିସ୍ୱାମୀଙ୍କ ସହିତ ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଧୁନିକ ଯୋଗାଯୋଗର ପ୍ରମ୍ମୁଖ ମାଧ୍ୟମ ହେବ ‘ମାଇଓଆରଜି ୩୬୦’ ଭିସି ଆପ୍

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଗୁରୁବାର ଭିଡିଓ କନଫେରନ୍ସିଂ ଆପ୍ ‘ମାଇଓଆରଜି ୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି । ଲକ୍‌ଡାଉନ୍ ଭଳି ସାଂପ୍ରତିକ ସ୍ଥିତେିର ଏହି ଆପକୁ ତିଆରି କରିଥିବାରୁ ଶ୍ରୀ

ମଇ ୭ ରୁ ଆରମ୍ଭ ହେବ ଡାଲି ଓ ତୈଳବୀଜର ସଂଗ୍ରହ କାର୍ଯ୍ୟ

କୋଭିଡ୍‌-୧୯ ପରିପେକ୍ଷୀରେ ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକାକୁ ବଜାୟ ରଖି ରାଜ୍ୟରେ ଡାଲି ଓ ତୈଳବୀଜର ସଂଗ୍ରହ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ରାଜ୍ୟରେ ମଇ

ଟ୍ୱିନ ସିଟି ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ୍ ପୋଲିସ; ଜାଣନ୍ତୁ କ’ଣ…..

ମାସ୍କ ପରେ ଏବେ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ରୋକିବାକୁ କମିଶନରେଟ୍ ପୁଲିସ ଗ୍ରହଣ କରିଛି କଡ଼ା ଆଭିମୁଖ୍ୟ। କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଂଚଳରେ ଭିଡ଼ ନକରିବା ପାଇଁ ଆଉ

ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡିକ ଖୋଲାଯାଇପାରିବ

ରାଜଧାନୀରେ କେଉଁ ଦୋକାନ ଖୋଲାଯିବ ଏବଂ କେଉଁ ଦୋକାନ ବନ୍ଦ ରହିବ ସେ ନେଇ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡ଼ିକ

ଯାଜପୁରର ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଶିଶୁ

ଆଜି ଅପରାହ୍ନରେ ଯାଜପୁରରୁ ଚିହ୍ନଟ ହୋଇଥିବା ନୂଆ ୧୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଶିଶୁ ଥିବା ସୂଚନା ମିଳିଛି । ଏହି ତିନି ଶିଶୁଙ୍କ ମଧ୍ୟରେ ଜଣେ ୩ ବର୍ଷର ବାଳିକା ଥିବା ବେଳେ ଅନ୍ୟ ଦୁଇ ଜଣ

ପଞ୍ଚଭୂତରେ ଲୀନ ହେଲେ ଋଷି କପୁର

ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ବଲିଉଡ ଅଭିନେତା ଋଷି କପୁରଙ୍କୁ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି । ତାଙ୍କ ମୃତଦେହ ଅପରାହ୍ନ ୩.୪୫ ରେ ଶ୍ମଶାନରେ ପହଞ୍ଚିଥିଲା। ଏହା ପରେ ବୈଦ୍ୟୁତିକ ଶ୍ମଶାନରେ ଶବଦାହ କରାଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ

ଆଉ ୧୪ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି

ରାଜ୍ୟରେ ଆଜି ଆଉ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ଏହି ୧୪ ଜଣ ଯାକ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲାର । ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ

ଦୋକାନ ଖୋଲିବା ନେଇ ପୁଣି ଥରେ ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ

ଦୋକାନ ଖୋଲିବା ନେଇ ପୁଣି ଥରେ ସାନି ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ । କିଣା ବିକା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ନୋଟିସରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ। ଦୋକାନ ଖୋଲିବା ଓ ବନ୍ଦ