Month: May 2020

Total 1137 Posts

ଦୁର୍ଘଟଣାରୁ ବର୍ତ୍ତିଲା ଭିସ୍ତାରା ବିମାନ : ତେଲ ଲିକ୍‌ ଯୋଗୁଁ ଭୁବେନଶ୍ୱର ବିମାନବନ୍ଦରରେ ହେଲା ଏମରଜେନ୍ସି ଲ୍ୟାଣ୍ଡିଙ୍ଗ

ଧାର୍ଯ୍ୟ ସମୟରେ ଭିସ୍ତାରା ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । କିନ୍ତୁ ମଝି ଆକାଶରେ ଜଣାପଡିଲା ଏଥିରୁ ବିପଦ୍‌ଜନକ ଭାବରେ ତେଲ ଲିକ୍‌ ହେଉଛି । ଏଣୁ ବିମାନର ପାଇଲଟ୍‌ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଉଡାଣ

ଆମ୍ୱ ଚଟଣୀ ସହ ସିଙ୍ଗଡ଼ାର ଫଟୋକୁ ମୋଦୀଙ୍କ ଉଦ୍ଦେଶ୍ୟରେ ସୋସିଆଲ୍‌ ମିଡିଆରେ ସେୟାର୍‌ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ସିଙ୍ଗଡ଼ା । ପୁଣି ଏହି ସିଙ୍ଗଡ଼ାର ସ୍ୱାଦକୁ ଦ୍ୱିଗୁଣିତ କରିବା ପାଇଁ ଆମ୍ୱ ଚଟଣୀର ମଧ୍ୟ ବ୍ୟବସ୍ଥା କରିଛନ୍ତି । ଏ ସମ୍ପର୍କିତ ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ

ଭୁବନେଶ୍ୱରରେ ହେବ କରୋନା ବ୍ୟାଙ୍କ

 କରୋନା ସଂକ୍ରମଣକୁ ରୋକିବା ତଥା ଗବେଷଣା ଓ ପରୀକ୍ଷଣକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ୍ ସାଇନ୍ସେସ ସମେତ ଦେଶର ୧୬ଟି ବିଭିିନ୍ନ ସ୍ଥାନରେ ଜୈବ ବ୍ୟାଙ୍କ (ବାୟୋ-ରିପୋଜିଟରୀ)ପ୍ରତିଷ୍ଠା କରିବା ପାଇଁ ଆଇସିଏମଆର ପକ୍ଷରୁ ବିଜ୍ଞପ୍ତି ଜାରି

ଜୁନ ୩୦ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ବଢ଼ିଲା ଲକଡାଉନ ଅବଧି

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ପଞ୍ଚମ ପାଳି ଲକଡାଉନ ଘୋଷଣା କରାଯାଇଥିଲା । କେବଳ କଣ୍ଟେନମେଣ୍ଟ ଜୋନ ଗୁଡ଼ିକ ପାଇଁ ଏହି ଲକଡାଉନ ନିୟମାବଳୀ କଡ଼ାକଡ଼ିଭାବେ ଲାଗୁ ହେବ ବୋଲି ସ୍ପଷ୍ଟ କରିଥିଲା ଗୃହ ମନ୍ତ୍ରାଳୟ । ଏଥର କଣ୍ଟେନମେଣ୍ଟ

ରାଜଧାନୀ ରାସ୍ତା ଉପରେ ପଡିରହିଛି କୋଭିଡ-କିଟ୍

ରାଜଧାନୀ ରାସ୍ତା ଉପରେ ପଡିରହିଛି କୋଭିଡ-କିଟ୍ । ରାଜ୍ୟ ବାହାରୁ ଆସିଥିବା ଟ୍ରକ ଟ୍ରକ ମାସ୍କ ଓ ପିପିଇ କିଟକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । ଫଳରେ ରାଜଧାନୀ ରାସ୍ତା ଉପରେ ଠିଆ ହୋଇଛି ଏସବୁ ସାମଗ୍ରୀ ବୋଝେଇ ୨୫ରୁ

ଆସନ୍ତାକାଲିଠାରୁ ଆରମ୍ଭ ହେବ ଟ୍ରେନ ସେବା

ଆସନ୍ତାକାଲିଠାରୁ ଆରମ୍ଭ ହେବ ଟ୍ରେନ ସେବା। ଏ ନେଇ ମେ ୧୯ରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ ଜରିଆରେ ସୂଚନା ଦେଇଥିବା ବେଳେ କାଲିଠାରୁ ୨୦୦ଟି ଟ୍ରେନ ଚଳାଚଳ କରିବା ଆରମ୍ଭ କରିବ । ତେବେ ପ୍ରଥମ ଦିନରେ ଟ୍ରେନରେ

ୟୁଜିସି ନେଟ ଏବଂ ସିଏସଆଇଆର ନେଟ ପରୀକ୍ଷା ଆବେଦନ ସମୟସୀମା ବଢ଼ିଲା

ଜୁନ୍ ସେସନ ପାଇଁ ଉଭୟ ୟୁଜିସି ନେଟ ଏବଂ ସିଏସଆଇଆର ନେଟ ପରୀକ୍ଷା ପାଇଁ ଆବେଦନ ସମୟସୀମା ବଢାଯାଇଛି । ଏ ନେଇ ଆଜି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ୟୁଜିସି ନେଟ

ଜୁନ୍ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ ଅବଧି ବୃଦ୍ଧି କଲେ ମହାରାଷ୍ଟ୍ର ସରକାର

କରୋନା ଜୀବାଣୁରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଜୁନ୍ ୩୦ ପର୍ଯ୍ୟନ୍ତ  ଲକ୍ ଡାଉନ ଅବଧି ବଢାଯାଇଛି । ମହାରାଷ୍ଟ୍ରର ସରକାରୀ ଅଧିକାରମାନେ ରବିବାର ବୈଠକ ପରେ କହିଛନ୍ତି ଯେ ରାଜ୍ୟରେ କରୋନା ଭାଇରସ ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍

ସାରା ସେୟାର କଲେ ବଡି ଟ୍ରାନ୍ସଫରମେଶନ ଭିଡିଓ, ଯାହାକୁ ଦେଖି ଚକିତ ଫ୍ୟାନ୍ସ

ଲକଡାଉନ ସମୟରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଏହି ସମୟରେ ସେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି । ବର୍ତ୍ତମାନ ସାରା ତାଙ୍କ ଫିଟନେସ

ଧାର୍ଯ୍ୟ ସମୟରେ ହରିଦ୍ୱାରଠାରେ ମହାକୁମ୍ଭ ମେଳା ଆୟୋଜନ କରାଯିବ, ଲାଗୁ ହୋଇପାରେ କରୋନା କଟକଣା

୨୦୨୧ ମାର୍ଚ୍ଚରେ ହରିଦ୍ୱାରଠାରେ ମହାକୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ତେବେ କରୋନା ଭାଇରସ୍‌ ଯୋଗୁଁ ଏହି ମହାକୁମ୍ଭ ମେଳାକୁ ଆଗକୁ ବଢ଼ାଯିବା ଆବଶ୍ୟକ ବୋଲି ହରିଦ୍ୱାରର କିଛି ସନ୍ଥ ମତଦେଇଛନ୍ତି । ଏହି ସନ୍ଥମାନଙ୍କ ମତରେ ମେଳାକୁ ଏକ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ !

ସହରର ବିଭିନ୍ନ ସ୍ଥାନରେ ଆଜି ଏକ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ କାନ୍ଥ ହେଉ କି ଜନଗହଳି ସ୍ଥାନରେ ଉକ୍ତ ପୋଷ୍ଟର ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି । ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୋରୋନା