Date: May 2, 2020

Total 28 Posts

ଆରୋଗ୍ୟ ହେଲେଣି ୨୫.୩୭% କରୋନା ସଂକ୍ରମିତ

ଦେଶର ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ, ସବୁଆଡ଼େ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମହାମାରୀ ଭାଇରସ୍‌ ଜନିତ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଭିତରେ ଏକ ଆଶ୍ୱସ୍ତିକର

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ସୁରତରୁ ଆସୁଥିବା ଯାତ୍ରୀବାହୀ ବସ ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ଥିବା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଜଣଙ୍କର

ପ୍ରବାସୀ ଓଡ଼ିଆଙ୍କ ନିକଟକୁ ଯାଇପାରିବେନି ଗଣମାଧ୍ୟମ ପ୍ରତିନିଧି

ଏବେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କିତ ଫଟୋ ଓ ସମ୍ବାଦ ସଂଗ୍ରହ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ଚେକ୍ ‌ପଏଂଟକୁ ଯାଉଛନ୍ତି। ପଶ୍ଚିମ ବଙ୍ଗ ଲିଙ୍କ୍ ପରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ

ଅଶ୍ୱମେଧ ଯଜ୍ଞ କଣ, ଯଦି ଜାଣିନାହାନ୍ତି ଜାଣନ୍ତୁ ଏହି ୬ଟି ଖାସ କଥା

ଅଶ୍ୱମେଧ ଯଜ୍ଞ ବିଷୟରେ ଅନେକ ପ୍ରକାର ଭ୍ରାନ୍ତ ଧାରଣା ବ୍ୟାପିବାରେ ଲାଗିଛି। ଲୋକଙ୍କ ମନରେ ଏହି ଅଶ୍ୱମେଧ ଯଜ୍ଞକୁ ନେଇ ବହୁତ ପ୍ରକାର ଦ୍ୱନ୍ଦ ରହିଛି। ତାହେଲେ ଆଜି ଆସନ୍ତୁ ଜାଣିବା କଣ ଏହି ଯଜ୍ଞ ଏବଂ କାହିଁକି ଅଶ୍ଵ ବା

କିପରି ବନ୍ଦ ହୋଇଗଲା ଓଜନ ସ୍ତରରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତ, ଜାଣନ୍ତୁ ଏହା ପଛର ରହସ୍ୟ

ମାର୍ଚ୍ଚ ମାସ ଶେଷ ଆଡକୁ “କପରନିକଶ ଏଟମାସ୍ଫୋୟର ମନିଟରିଙ୍ଗ ସର୍ଭିସ”ର ବୈଜ୍ଞାନିକ ମାନେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଆର୍କଟିକ କ୍ଷେତ୍ରର ଉପରି ଭାଗରେ ଏକ ବଡ ଆକାରର ଛିଦ୍ର ଦେଖିବାକୁ ପାଇଥିଲେ । ଖୁବ କମ ଦିନ ଭିତରେ ଏହି

ପ୍ରତିଦିନ ସକାଳେ କରନ୍ତୁ ଏପରି ୫ଟି କାମ, କେବେ ବି ହେବେନି ରୋଗାଗ୍ରସ୍ତ

ପ୍ରତ୍ୟେକ ବ୍ୟକ୍ତିର ଦିନଚର୍ଯ୍ୟା ତା’ର ସ୍ୱାସ୍ଥ୍ୟ ସହିତ ଜଡିତ। ଯଦି ଆପଣଙ୍କ ଦିନଚର୍ଯ୍ୟା ଖରାପ ରହିଥାଏ, ତେବେ ଆପଣଙ୍କୁ ଯେକୌଣସି ସମୟରେ ରୋଗାକ୍ରାନ୍ତ ହୋଇପାରନ୍ତି। ଅବ୍ୟବସ୍ଥିତି ଜୀବନଶୈଳୀ ଆପଣଙ୍କ ସ୍ୱାସ୍ଥ୍ୟକୁ କବଳିତ କରିପାରେ। ଏମିତି କିଛି କାମ ରହିଛି, ଯାହା ଆପଣ

ସ୍ୱତନ୍ତ୍ର ଶୈଳୀରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବ ଭାରତୀୟ ସେନା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସ୍ୱାଗତ

ଭୟଙ୍କର କରୋନା ଭାଇରସ୍‌ର ମୁକାବିଲା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇ ଦେଶର ସମସ୍ତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ କର୍ମୀମାନେ ପ୍ରଦତ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରୁଛନ୍ତି । ସମର୍ପଣ ମନୋଭାବ ରଖି ଏହି କରୋନା ଯୋଦ୍ଧାମାନେ ଦେଶ

ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି “ଅପରେସନ୍ ଶୁଭଯାତ୍ରା”

ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାକୁ  ରାଜ୍ୟସରକାର ଅରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ- ‘ଅପରେସନ୍ ଶୁଭଯାତ୍ରା’। ପ୍ରବାସୀଙ୍କୁ କିଭଳି ଅଣାଯିବ ଓ ଏଠାରେ ନିଜ ପଞ୍ଚାୟତରେ ୧୪ ଦିନ କ୍ୱାରେନଂଟାଇନ୍ ରେ ରଖାଯିବ ସେଥିଲାଗି ରାଜ୍ୟସରକାର

ମେ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ ଯାତ୍ରୀବାହୀ ବିମାନ ସେବା : ଡିଜିସିଏ

ଭାରତ ସରକାର ଲକଡାଉନ ସମୟକୁ ଆଉ ୨ ସପ୍ତାହ ଅର୍ଥାତ ମେ ୧୭ ପର୍ଯ୍ୟନ୍ତ ବଢାଇଦେଇଥିବାରୁ ତାହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବା ଡିଜିସିଏ ଭାରତରେ ବିମାନ ଚଳାଚଳ ନେଇ କଟକଣା ଜାରି କରିଛି । ଡିଜିସିଏ

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ, ଜଣେ ସୁସ୍ଥ

ରାଜ୍ୟରେ ପୁଣି ଥରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବରୀ ବ୍ଲକର ବୋଲି ଜଣାପଡ଼ିଛି । ରେଡ ଜୋନରେ ସାମିଲ ଥିବା ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି