Date: May 5, 2020

Total 25 Posts

ମେ ୨୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇଲା ତେଲେଙ୍ଗାନା ସରକାର

ତେଲେଙ୍ଗାନା ସରକାର କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବଢାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ମେ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଘୋଷଣା କରିଛନ୍ତି। ମେ ୨୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇବାରେ

ବିପ୍ଲବୀ ଧରଣୀଧରଙ୍କ ୧୫୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର,  କେନ୍ଦୁଝର ପ୍ରଜାମେଳି ମୁଖ୍ୟ ସୂତ୍ରଧର ବିଶିଷ୍ଟ ଆଦିବାସୀନେତା ବିପ୍ଲବୀ ଧରଣୀଧର ନାଏକ(ଭୂୟାଁ)ଙ୍କ ୧୫୬ ତମ ଜୟନ୍ତୀ ଆଜି ଭୁବନେଶ୍ୱରରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ କେନ୍ଦୁଝର ବିକାଶ ପରିଷଦ,ସର୍ବଭାରତୀୟ ଭୂୟାଁ ସମାଜ,ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ଭୁବନେଶ୍ୱର ଜିଲ୍ଲା ଯାଦବ ମହାସଭା,ଆନନ୍ଦ

ଛାତ୍ର କଂଗ୍ରେସ ଧଉଳି ଅଞ୍ଚଳରେ ଜାଯାବରଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟସାମଗ୍ରୀ

ଭୁବନେଶ୍ୱର, ୫/୦୫:  ରିଖ ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏମାନଙ୍କୁ

ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୭୬

ଯାଜପୁର ଜିଲ୍ଲାରେ ଆଜି ରାତି ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । କୋଲକାତା ଫେରନ୍ତା ୫୮ ବର୍ଷିଅ ପୁରୁଷଙ୍କ

ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୭୫

ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ବାଲେଶ୍ୱର ଜିଲ୍ଲାର  ବୋଲି ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ କୁ ବୃଦ୍ଧି ପାଇଛି । ଆଜି ଆଉ ୨

ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଜୀକରଣ ସହ ସରପଂଚଙ୍କ ଠାରେ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ଦାଖଲ କରିବା ବାଧ୍ୟତାମୂଳକ

କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ରାଜ୍ୟ ବାହାରେ ଅନ୍ୟ ରାଜ୍ୟରେ ଅଟକ ରହି ଯାଇଥିବା ପ୍ରବାସୀ ଓଡ଼ିଆମାନଙ୍କର ରାଜ୍ୟକୁ ଫେରିବା ପାଇଁ ରାଜ୍ୟ ସରକାର ଅନୁମତି ଦେବାପରେ ଏବେ ପ୍ରବାସୀମାନଙ୍କର ଫେରନ୍ତା ପର୍ବ ଆରମ୍ଭ ହୋଇଛି।

ଖାଦ୍ୟ ଫିଙ୍ଗିଦେଲେ ସଙ୍ଗରୋଧରେ ଥିବା ଶ୍ରମିକ

ସଙ୍ଗରୋଧରେ ଥିବା ଶ୍ରମିକମାନେ ପ୍ରଶାସନ ତରଫରୁ ଦିଆଯାଇଥିବା ଖାଦ୍ୟ ଫିଙ୍ଗି ଦେଇଛନ୍ତି । ଏଥି ସହ ପଶ୍ଚିମବଙ୍ଗର ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ଲୁଣ ପଡ଼ି ନଥିଲା । ସୂଚନା ଅନୁସାରେ କଟକ ଜିଲ୍ଲାର ଗୋପାଳପୁରସ୍ଥିତ ଏଲ

ବିବାହ ଓ ଅନ୍ତେଷ୍ଟିକ୍ରିୟା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ୍ ; ଜାଣନ୍ତୁ କ’ଣ ରହିଛି….

ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି ପାରିବାରିକ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୋଟିଏ ବିବାହ ସମାରୋହରେ ଅତି ବେଶୀରେ ୫୦ ଜଣ ଓ ଏକ ଅନ୍ତେଷ୍ଟି କ୍ରିୟାରେ ୨୦ ଜଣରୁ ଅଧିକ ଲୋକ ରହିପାରିବେ

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ରାଉରକେଲାର ୪୯ ବର୍ଷର ଜଣେ ପୁରୁଷ ବୋଲି ଜଣାପଡିଛି । ତେବେ ସେ ମଧ୍ୟ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସନ୍ଧ୍ୟା ୭ ରୁ ସକାଳ ୭ ଟା ଯାଏଁ କର୍ଫ୍ୟୁ ଜାରି

ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଉଛି। ଜଗତସିଂହପୁର ପରେ ଏବେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ସନ୍ଧ୍ୟା ୭ ପରେ ଘରୁ ବାହାରିବ ମନା । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ

ନିଟ୍ ପରୀକ୍ଷା ପାଇଁ ନୂଆ ତାରିଖ ହେଲା ଘୋଷଣା; ଜାଣନ୍ତୁ ହେବ କେବେ?

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଜୁଲାଇ ୨୬ରେ ହେବ ନିଟ୍ ପରୀକ୍ଷା । ଏହା ସହିତ ମିଳିତ ପ୍ରବେଶିକା ପରୀକ୍ଷା  ଜେଇଇ ମେନ୍ସ ପରୀକ୍ଷା ୧୮ ଜୁଲାଇରୁ ୨୩ ଜୁଲାଇ ମଧ୍ୟରେ ହେବ ଏବଂ ଜେଇଇ ଆଡଭାନ୍ସ ପରୀକ୍ଷା ବର୍ତମାନ