Date: May 6, 2020

Total 29 Posts

ମାଲାୟାଲମ ଅଭିନେତା ବସିଲ୍ ଜର୍ଜଙ୍କ ଦେହାନ୍ତ

ମାଲାୟାଲମ ଅଭିନେତା ବସିଲ୍ ଜର୍ଜଙ୍କ ଦେହାନ୍ତ ହୋଇଛି। ରବିବାର ରାତିରେ ତାଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ଜର୍ଜଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା।ସୂଚନା ଅନୁଯାୟୀ ରବିବାର ରାତିରେ କେରଳର ଏର୍ନାକୁଲମ୍ ଜିଲ୍ଲାରେ ତାଙ୍କ

ଆଲକହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ରପ୍ତାନି ନିଷେଧ

କେନ୍ଦ୍ର ସରକାର ବୁଧବାର ଦିନ କରୋନାଭାଇରସ୍ ମହାମାରୀ ସହ ମୁକାବିଲା କରୁଥିବା ଅନ୍ୟ ଦେଶକୁ ଆଲକହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ଆସୁଥିବା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ରପ୍ତାନି

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ବାର୍ତା ନ ଥିଲା; ସମ୍ବିିଧାନର ଦର୍ଶନ ଓ ମାନବିକତାର ଆହ୍ୱାନ ଥିଲା

ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଲୋକଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି ବୋଲି ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଇବାପରେ ଆଜି ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବାହାର ରାଜ୍ୟରେ ଅଟକିଥିବା ଓଡ଼ିଶାର

ସୁସ୍ଥ ହୋଇ ଘରକୁ ଫେରିଲେ ୫ ନମ୍ବର କରୋନା ଆକ୍ରାନ୍ତ

ସୂର୍ଯ୍ୟନଗରର କରୋନା ଆକ୍ରାନ୍ତ ନମ୍ବର ୫(୬୦ବର୍ଷୀୟ ବୃଦ୍ଧ) ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି । ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୩୧ରେ କରୋନାର ଲକ୍ଷଣ ଥିବାରୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ଏପ୍ରିଲ ୧ରେ ତାଙ୍କର ସ୍ୱାବ

ଜୁଲାଇ ୨୪ ନୁହେଁ, ଏହି ତାରିଖରେ ଆରମ୍ଭ ହେବ +୩ ଶେଷ ବର୍ଷ ପରୀକ୍ଷା

ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା +୩ ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍‌) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ

ବିଏସଏଫ୍ ର ୮୫ ଜଣ ଯବାନଙ୍କୁ କରୋନା

ଭାରତର ସୀମା ସୁରକ୍ଷା ବଳ ବା ବିଏସଏଫରେ କରୋନା ଭାଇରସ ଏକ ଚିନ୍ତାର କାରଣ ହୋଇଛି । ବିଏସଏଫର ଆଉ ୮୫ ଜଣ ଯବାନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଗତ କାଲି ୬୯ ଜଣ ସଂକ୍ରମିତ ଥିବା ଜଣାପଡ଼ିଥିଲା

ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା

ମାର୍ଚ୍ଚ ୨୪ରେ ପ୍ରଥମ ଲକଡାଉନ ଘୋଷଣା ହେବା ପରଠାରୁ ବନ୍ଦ ହୋଇ ରହିଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରେ ବୋଲି ବୁଧବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଏଥସହ ସେ  ପରିବହନକାରୀଙ୍କୁ ଆଶ୍ୱାସନା

ପ୍ରବାସୀ ଫେରନ୍ତାଙ୍କ ପାଇଁ ୫ ଲକ୍ଷ ଶଯ୍ୟା ଓ ୧୨ହଜାର ମେଡିକାଲ ଶିବିରର ବ୍ୟବସ୍ଥା କରାଯାଇଛି

ପ୍ରବାସୀ ଫେରନ୍ତାଙ୍କ ପାଇଁ ରାଜ୍ୟର ୬୭୯୮ଟି ପଂଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟମ୍ପ ପ୍ରତିଷ୍ଠା କରାଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ଏହି

ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକଙ୍କ ଯାଜପୁରର କଣ୍ଟେନମେଣ୍ଟ ଜୋନ୍ ପରିଦର୍ଶନ

ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ବୁଧବାର ଯାଜପୁରଗସ୍ତରେ ଆସିଥିଲେ। ଯାଜପୁର ଜିଲ୍ଲାରେ କାରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ସହ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ କିପରି ବ୍ୟବସ୍ଥା ରହିଛି ତାହାକୁ ପରିଦର୍ଶନ କରିଥିଲେ। ମୁଖ୍ୟତଃ ସେ ଯାଜପୁର ଜିଲ୍ଲାର ହଟସ୍ପଟ

ଜଗତସିଂହପୁରରେ ପ୍ରବେଶ କଲା କରୋନା; ରାଜ୍ୟରେ ମୋଟ ଆକ୍ରାନ୍ତ ହେଲେ ୧୮୫

ରାଜ୍ୟରେ ପୁଣି ୫  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ କରୋନା ପଜିଟିଭ୍ ୪ ଜଣ ଜଗତସିଂହପୁର ଜିଲ୍ଲା ନାଉଗାଁର ହୋଇଥିବା ବେଳେ ଆଉ ଜଣେ କେନ୍ଦ୍ରାପଡାର ବୋଲି ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ

୧୬ଶହ କୋଟିର ଲକ୍ ଡାଉନ୍ ରିଲିଫ୍ ଘୋଷଣା କଲେ କର୍ଣ୍ଣାଟକ ସରକାର

ପ୍ରବାସୀମାନଙ୍କ ପାଇଁ ୧୦ଟି ଟ୍ରେନ୍ ବାତିଲ କରିବାର ଗୋଟିଏ ଦିନ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ସରକାର କରୋନାଭାଇରସ୍ ଲକଡାଉନ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ଗୋଷ୍ଠୀ ପାଇଁ ୧,୬୦୦ କୋଟିରୁ ଅଧିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ