Date: May 7, 2020

Total 31 Posts

ସୁରତରୁ ଆସିବାକୁ ଥିବା ଟ୍ରେନ ବାତିଲ

ସୁରତରୁ ପ୍ରବାସୀ ଓଡିଆଙ୍କୁ ଧରି ଆସନ୍ତା କାଲି ଆସିବାକୁ ଥିବା ୩ଟି ଟ୍ରେନକୁ ଆଜି ବାତିଲ କରି ଦିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ସୁରତରୁ ଆସିବାକୁ ଥିବା ଟ୍ରେନକୁ ଓଡିଶା ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି । ଓଡିଶା

ରଥ ନିର୍ମାଣକୁ କେନ୍ଦ୍ରର ସବୁଜ ସଙ୍କେତ

ରଥ ନିର୍ମାଣକୁ ନେଇ ଥିବା ଅନିଶ୍ଚିତତା ଦୂର ହୋଇଛି। ଶେଷରେ ରଥ ନିର୍ମାଣକୁ ସବୁଜ ସଙ୍କେତ ଦେଇଛି କେନ୍ଦ୍ର ସରକାର। ପୁରୀ ରଥଯାତ୍ରା ନେଇ ସମ୍ଭାବନା ବଢ଼ିଲା। ରଥଖଳାରେ ରଥ ନିର୍ମାଣକୁ ମିଳିଲା ଅନୁମତି। ରଥ ନିର୍ମାଣକୁ ନେଇ କେନ୍ଦ୍ର ଗୃହ

ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୯୮୩ ଜଣଙ୍କ କୋଭିଡ ପରୀକ୍ଷା ହୋଇପାରିଛି

ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୯୮୩ ଜଣଙ୍କ କୋଭିଡ ପରୀକ୍ଷା ହୋଇପାରିଛି । ମାତ୍ର ଓଡ଼ିଶାରେ ଏହି ସଂଖ୍ୟା ୧୧୫୫ ବୋଲି କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେ କହିଛନ୍ତି ରାଜ୍ୟ ସରକାର କରୋନା

ରାଜ୍ୟରେ ୧୦ କରୋନା ପଜିଟିଭ୍ ଚିହ୍ନଟ; ପୁଣି ଥରେ ଭୁବନେଶରକୁ ଫେରିଲା କରୋନା

ରାଜ୍ୟରେ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୭ଜଣ ଗଞ୍ଜାମରୁ ହୋଇଥିବାବେଳେ ଆଉ ୩ ଜଣ ଭୁବନେଶ୍ୱରରୁ ବୋଲି ଜଣାପଡିଛି । ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଂଚିଛି । ରାଜ୍ୟ

ବ୍ରହ୍ମପୁରରେ ଘରେ ସଙ୍ଗରୋଧରେ ରହିପାରିବେନି ପ୍ରବାସୀ ଫେରନ୍ତା

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୦ଜଣ କରୋନା ପଜିଟିଭଙ୍କ ଭିତରୁ ୧୭ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯିବା ପରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘରେ ସଙ୍ଗରୋଧରେ ପ୍ରବାସୀ ଫେରନ୍ତା ରହିପାରିବେ ନାହିଁ ବୋଲି ଗୁରୁବାର ‌ପୌର ପ୍ରଶାସନ ପକ୍ଷରୁ ନିଦ୍ଦେଶନାମା

ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୦୯

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଜଗତସିଂହପୁରର ହୋଇଥିବାବେଳେ ଆଉ ୨ ଜଣେ ବାଲେଶ୍ୱରରୁ ବୋଲି ଜଣାପଡିଛି । ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଂଚିଛି ।

ବିଶାଖାପାଟଣା ଗ୍ୟାସ୍ ଲିକ୍ ଘଟଣା: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ବିଶାଖାପାଟଣା ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ହୋଇଥିବା ଜଣାପଡିଛି । ଏହା ସହିତ ଆଖପାଖ ଗାଁର ପ୍ରାୟ ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ

ମୁମ୍ବାଇରେ ୨୫୦ ପୋଲିସ କର୍ମଚାରୀ ହେଲେ କରୋନାର ଶିକାର

ମୁମ୍ବାଇରେ ୨୫୦ଜଣ ପୋଲିସକର୍ମଚାରୀ କରୋନା ସଂକ୍ରମିତ ଥିବା ମୁମ୍ବାଇ କମିସନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି। କିମସନର ସିଂହ କହିଛନ୍ତି, ଉକ୍ତ କର୍ମଚାରୀଙ୍କ ପରୀକ୍ଷା ପଜିଟିଭ୍‌ ଆସିଛି। କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଏହି ପୋଲିସ କର୍ମଚାରୀଙ୍କ କରୋନା ଲକ୍ଷଣ

କରୋନା ରୋକିବା ପାଇଁ ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ଜରୁରୀ

ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡଃ କେ. ଶ୍ରୀନାଥ ରେଡ୍ଡୀ ଆଜି “କୋଭିଡରୁ ଶିକ୍ଷା-ଆମେ କ’ଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା” ଏ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ

ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଚିହ୍ନଟ

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ସେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳେ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ କରୋନା

ଛତିଶଗଡ଼ର ପେପର ମିଲରେ ଗ୍ୟାସ ଲିକ: ଗୁରୁତର ୭ଜଣ ଡାକ୍ତରଖାନାରେ ଭର୍ତ୍ତି

ଆଜି ରାସାୟନିକ କାରଖାନାରୁ ଗ୍ୟାସ୍ ଲିକ୍ ହୋଇ  ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ଛତିଶଗଡରେ ଆଉ ଏକ  ଘଟଣା ଘଟିଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ରାୟଗଡ ଜିଲ୍ଲାର ଏକ ପେପର ମିଲରେ ଗ୍ୟାସ ଲିକ୍ ହେବାରୁ ୭ଜଣ